Yearly Archives

2021

ଗର୍ଭଣାଠାରେ ନିଶୁଳ୍କ ମଧୁମୟ ଓ ଚକ୍ଷୁ ଚିକିତ୍ସା ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଲାୟନ୍ସ କ୍ଲବ ପକ୍ଷରୁ ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣାଠାରେ ମାଗଣା ମଧୁମୟ ଓ ଚକ୍ଷୁ ଚିକିତ୍ସା ଶିବିର ଆଜି ଆୟୋଜିତ ହୋଇଯାଇଛି । ଶିବିରକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍‌ଘାଟନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ଜିଲ୍ଲା
Read More...

ବେଲଗାଁରୁ ୭ ଫୁଟର ଧମନା ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ଗ୍ରାମର ରୁପେନ ସାହୁଙ୍କ ଘରେ ଏକ ସାପ ରହିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ । ପରେ ସାପ ଧରାଳି ବିକିଜି ନାଗଙ୍କୁ ଖବର ଦେବା ପରେ ବିକି ପହଁଚି ୭ ଫୁଟର ଧମନା ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି
Read More...

ରାସ୍ତାକଡ଼ରେ ଯୁବକର ମୃତ୍ୟୁ ଦେହ : ହତ୍ୟା ନା ଆତ୍ମହତ୍ୟା ?

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ଥାନା ଅନ୍ତର୍ଗତ ଧୁମାଭଟା ଓ ହଟକଟ ରାସ୍ତା ନିକଟରେ ଏକ ଯୁବକର ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ବୁଧବାର ରାତିରେ ଧୁମାଭଟା ଓ ହଟକଟ ଯିବା ରାସ୍ତା ନିକଟରେ ଜଣେ ଯୁବକର ମୃତ ଦେହ
Read More...

ଆସନ୍ତା ନଭେମ୍ବର ୧୪ ତାରିଖରେ କବି ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ପ୍ରଥମ କବିତା ସଂକଳନ ‘ବାଇଶି ପାହାଚ’…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆସନ୍ତା ନଭେମ୍ବର ୧୪ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ କବି ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ପ୍ରଥମ କବିତା ସଂକଳନ 'ବାଇଶି ପାହାଚ' ଉନ୍ମୋଚିତ ହେବ ବୋଲି ଜଣାପଡିଛି । ସ୍ରୋତସ୍ୱତୀ ପ୍ରକାଶନୀ ଦ୍ଵାରା ପ୍ରକାଶିତ ଏହି କବିତା
Read More...

ନିଜ ବାପାର ତଣ୍ଟି ଚିପି ମାରି ଦେଲା ପୁଅ : ଅଭିଯୁକ୍ତ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହା) : ବାପା ମାଁ ନିଜ ଜନ୍ମ ଦେଇଥିବା ପୁଅ ଝିଅର ଭବିଷ୍ୟତର ପ୍ରତି କେତେ ଯେ ସ୍ୱପ୍ନ ଦେଖିଥାନ୍ତି ଏବଂ ତାଙ୍କର ଭବିଷ୍ୟତ ପାଇଁ କେତେ ଯେ କଠୋର ପରିଶ୍ରମ କରି ପୁଅଝିଅ ମାନଙ୍କୁ ଛୋଟରୁ ବଡ଼ କରି ମଣିଷ କରିଥାନ୍ତି । ହେଲେ ଶେଷରେ ରକ୍ତ ସମ୍ପର୍କକୁ ଭୁଲି ପୁଅ ନିଜ
Read More...

ମଡେଲିଙ୍ଗ୍‌ ଜଗତରେ ରାଣୀ ସାଜିଛନ୍ତି ରାନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ମଡେଲିଙ୍ଗ୍‌ ଜଗତରେ ରାଣୀ ସାଜିଛନ୍ତି ରାନୀ । ମଡେଲିଙ୍ଗ୍‌ ସହ ଓଡ଼ିଶୀ ନୃତ୍ୟ ପରିବେଷଣ ଏବେ ତାଙ୍କ ନିଶା ପାଲଟିଛି । ମଣିଷ ଜୀବନରେ ଅନେକ ଉତ୍‌ଥାନ ପତନ ଆସିଥାଏ । କିଏ ଗୋଟିଏ ଦିନର ଷ୍ଟାର ପାଲଟି ଯାଏ ତ' ଆଉ କିଏ ଅଧା ବାଟରେ ତାର ପ୍ରତିଭାର
Read More...

ଜଗନ୍ନାଥ ଫୁଟ୍‌ବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ  : ମହିମୁଣ୍ଡାକୁ ୪-୨ରେ ହରାଇ ଦେଓଗାଁ ଚାମ୍ପିଅନ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ଜଗନ୍ନାଥ ଫୁଟବଲ ଏସୋସିଏସନ୍‌ ବଡବନ୍ଧ ପକ୍ଷରୁ ହେଉଥିବା ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ସେମିଫାଇନାଲରେ ଡଙ୍ଗାଘାଟକୁ ହରାଇ ମହୀମୁଣ୍ଡା ଦଳ ପ୍ରଥମ ଦଳ ଭାବେ
Read More...

ବିରାଟ-ଅନୁଷ୍କାଙ୍କ ଝିଅଙ୍କୁ ଦୁଷ୍କର୍ମ ଧମକ୍‌ ଦେଇଥିବା ଯୁବକ ଗିରଫ୍‌ : ଅଭିଯୁକ୍ତ ଜଣେ ସପ୍ଟୱେର୍‌ ଇଂଜିନିଅର୍‌

ମୁମ୍ବାଇ : ଆଇସିସି କ୍ରିକେଟ୍‌ ବିଶ୍ୱ କପ୍‌ର ପ୍ରାରମ୍ଭରେ ଭାରତର ପ୍ରଦର୍ଶନ ଦୁଃଖଦାୟକ ରହିଥିବା ବେଳେ ଏଥିପାଇଁ ଭାରତୀୟ ଟିମ୍‌କୁ ଅନେକ କଟୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଏପରିକି କିଛି ଲୋକ ଟିମ୍‌ର ଖେଳାଳୀ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଧମକ୍‌ ଦେବାର ଆରମ୍ଭ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୭୦ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଭଦ୍ରକରୁ ଜଣେ ଏବଂ ଭୁବନେଶ୍ବରରୁ ଜଣେ ରହିଛନ୍ତି । ଏନେଇ ରାଜ୍ୟ
Read More...

ଗତ ୨୪ ଘଂଟାରେ ୨୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୭୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୦ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୯୩୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...