Yearly Archives

2021

ଲୋଇସିଂହା ଅଞ୍ଚଳରେ ସଟା ଚଢ଼ାଉ, ୩ ଗିରଫ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସଟା ଖେଲାଉଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୩୨୦୦ ଟଙ୍କା ଓ ସଟା ସମ୍ବନ୍ଧୀୟ କାଗଜପତ୍ର ଜବତ କରିଥିବା ଜଣାପଡିଛି । ଗିରଫ ବ୍ୟକ୍ତିମାନେ ହେଲେ କୁଟେନପାଲି ଗ୍ରାମର
Read More...

ଦୁଇ ବାଇକ ମୁହାମୁହିଁ ଧକ୍କା : ଜଣେ ମୃତ

ମ.ରାମପୁର, (ହେମନ୍ତ ସାହୁ) : ଆଜି କଳାହାଣ୍ଡି ଜିଲ୍ଳା ମ.ରାମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ରାୟପୁର ଜାତୀୟ ରାଜପଥ(୫୯)ରେ ଦୁଇ ବାଇକ ମୁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଆଉ ଅନ୍ୟ ଚାରିଜଣ ଆହତ ହୋଇଛନ୍ତି । ସୂଚନା ମୁତାବକ ମ.ରାମପୁର ଥାନା ଅନ୍ତର୍ଗତ ସାଇ
Read More...

ଛିନ୍ଦେଇକେଲାରେ କାର୍ତ୍ତିକେଶ୍ୱର ପୂଜା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଛିନ୍ଦେଇକେଲା ଗ୍ରାମଠାରେ ପାଞ୍ଚ ଦିନ ଧରି ଚାଲିଥିବା କାର୍ତ୍ତିକେଶ୍ୱର ପୂଜା କାଲି ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଉତ୍ସବଟି ଗ୍ରାମର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ହୋଇଥିଲା । ମନ୍ଦିର ପୂଜକ ସୁବାଷ ପାଢ଼ୀ ଓ ସହଯୋଗୀ
Read More...

ପୌର ପରିଷଦ ପକ୍ଷରୁ ସହରର ରାସ୍ତାକଡ଼ ଦେକାନୀଙ୍କୁ ଉଚ୍ଛେଦ : ଭେଣ୍ଡିଙ୍ଗ ଜୋନରେ ୧୧ ଜଣଙ୍କୁ ଥଇଥାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଟିଟିଲାଗଡ ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ତଥା ଅହେତୁକ ଯାନ ବାହାନ ବୃଦ୍ଧି ଏବଂ ମୁଖ୍ୟତଃ ରାସ୍ତା କଡର ଜବର୍ ଦଖଲ ଯୋଗୁଁ ଦିନକୁ ଦିନ ଏହି ସମସ୍ୟା ଉତ୍କଟ ରୂପ ଧାରଣ କରି ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ବେଳେ ଏହାକୁ ନିୟନ୍ତ୍ରଣ
Read More...

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ପଞ୍ଚାୟତର ୧୨ ବିଜେପି ପରିବାର ବିଧାୟକ ରୁଦ୍ରପ୍ରତାପ ମହାରଥିଙ୍କ ଉପସ୍ଥିତରେ ବିଜେଡିରେ ଯୋଗଦେଲେ । ଏହି ମିଶ୍ରଣ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ବିଜେଡି ସମ୍ପାଦକ ଧରଣୀଧର ସାହୁ, ବେରବୋଇ ପଞ୍ଚାୟତର ବିଜେଡି
Read More...

ଚାଷୀ ଆନ୍ଦୋଳନର ବିଜୟ : ଏଆଇକେକେଏମ୍‌ଏସ୍‌ର ଅଭିନନ୍ଦନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ର ସରକାରଙ୍କ ପ୍ରଣୀତ କୃଷି ଆଇନକୁ ପ୍ରତ୍ୟାହାର ଦାବୀ, ଆସନ୍ତା ନଭେମ୍ବର ୨୬/୧୧/୨୦୨୧କୁ ଚାଷୀ ଆନ୍ଦୋଳନର ଏକ ବର୍ଷ ପୂରଣ ହେବାକୁ ଯାଉଥିବା ପୂର୍ବରୁ ମୋଦି ସରକାର ଆନ୍ଦୋଳନ ଚାପରେ ଆଜି ୩ କଳା କୃଷି ଆଇନ ଗୁଡିକୁ ପ୍ରତ୍ୟାହାର କରିବା ପାଇଁ
Read More...

ହାତୀ ଦାନ୍ତ ଓ ବାଘ ନଖ ଜବତ : ୪ ଗିରଫ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗ ପକ୍ଷରୁ ବାଘ ନଖ ଓ ହାତୀ ଦାନ୍ତ ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ସିନାପାଲି ବ୍ଲକ ସଦର ଗ୍ରାମର ଧନେଶ୍ଵର ମେହେର (୪୫) ଗଣ୍ତାବାହାଲି ଗ୍ରାମର ମନୋଜ ମେହେର
Read More...

ସୁରକ୍ଷା ବାହିନୀଙ୍କ ଗୁଳିରେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ନିହତ ଆତଙ୍କବାଦୀକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନଥିବା ବଳେ ଅନ୍ୟ ଆତଙ୍କବାଦୀମାନେ ମଧ୍ୟ ଏହି ଅଞ୍ଚଳରେ ଲୁଚି ରହିଥିବା
Read More...

ଟ୍ରକକୁ ଧକ୍କା ଦେଲା କାର : ଜଣେ ମହିଳା ଓ ଶିଶୁ ସମେତ ୫ ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ମଜୁରିଗଢିଆ ଛକ ନିକଟରେ ଓଭରଟେକ୍‌ କରିବା ସମୟରେ ଏକ ଟ୍ରକକୁ କାର ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୫ ଗୁରୁତର ହୋଇଥିବା ଜଣାପଡିଛି । ଖବର ଅନୁଯାୟୀ, ଉଭୟ କାର ଓ ଟ୍ରକ ଭୁବନେଶ୍ୱରରୁ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଧାମନଗର ଥାନା
Read More...

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ପରୀକ୍ଷାର୍ଥୀମାନେ www.orissaresults.nic.in ୱେବସାଇଟରୁ ସେମାନଙ୍କ ରେଜଲ୍ଟ ଜାଣିପାରିବେ । ୧୨ହଜାର ୩୨୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବା ବେଳେ ୮୪୬୦ ଜଣ
Read More...