Yearly Archives

2021

ଗୋ’ ସେବା ସେବା କ୍ଷେତ୍ରରେ ଜୟ ଶ୍ରୀରାମ ଟ୍ରଷ୍ଟ ସମ୍ମାନିତ

ତାଳଚେର, ( ଆର୍ତ୍ତତ୍ରାଣ ପାଣି ) : ତାଳଚେର ଖଣି ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଦୁର୍ଘଟଣାଗ୍ରସ୍ତ ଗୋ'ସମ୍ପଦ ନିଜସ୍ୱ ପ୍ରଚେଷ୍ଟାରେ ଚିକିତ୍ସା କରି ଆସୁଥିବା ଜୟ ଶ୍ରୀରାମ ଟ୍ରଷ୍ଟକୁ ଜାତୀୟ ପ୍ରେସ୍ ଦିବସ ଅବସରରେ ତାଳଚେର ୱାରର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଏହି ମହତ୍ ଅବଦାନ ନିମନ୍ତେ "…
Read More...

ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଲେ ନକ୍ସଲ : ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷିଣପୂର୍ବ ରେଳପଥର ଚକ୍ରଧରପୁର ନିକଟ ଲୋଟା ପାହାଡ଼ ଏବଂ ସୋନୁଆ ମଧ୍ୟରେ ନକ୍ସଲମାନେ ରେଳଧାରଣାରେ ମାଇନ୍ସ ଲଗାଇ ଉଡ଼ାଇ ଦେଇଛନ୍ତି । ଫଳରେ ହାୱଡା–ମୁମ୍ବାଇ ମାର୍ଗରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳବାଇ ପକ୍ଷରୁ ଟ୍ରାକ୍ ମରାମତି କାମ…
Read More...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରୀ ହୋଇଥିବା ଅଭିଯୋଗ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡରୁ ନବଜାତ ଶିଶୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ବୀରମହାରାଜପୁର ଉପଖଣ୍ଡ ଷଣ୍ଢା ଗାଁର ଗଜେନ୍ଦ୍ର ତାଣ୍ଡି ନିଜ ପତ୍ନୀ ସଂତୋଷିନୀଙ୍କୁ ପ୍ରସୂତି କାଳୀନ କଷ୍ଟ ହେବାରୁ…
Read More...

ପାଇକମାଲ ସାପ୍ତାହିକ ବଜାରରେ ଆକ୍ରମଣ : ଗୋପାଳ ସାହୁ ଗୁରୁତର ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଶନିବାର ବଜାର ଦିନ ଲୋକଙ୍କ ଭିଡ ମଧ୍ୟରେ ଗୋପାଳ ସାହୁ ନାମକ ବ୍ୟକ୍ତିଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ସେ ବଜାରରେ ପନିପରିବା କିଣୁଥିବା ବେଳେ ଅଜଣା ବ୍ୟକ୍ତି ଜଣକ ହଠାତ୍‌ ଆସି ତାଙ୍କୁ ଖଣ୍ଡା…
Read More...

୧୦ ଫୁଟ୍‌ର ଅଜଗର ସାପ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲାଲଟିକ୍ରା ଗ୍ରୀଡ୍‌କୋ ପାଖରେ ପାଖାପାଖି ଏକ ୧୦ ଫୁଟ ଲମ୍ବ ଥିବା ଅଜଗର ସାପ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ପାର୍ଥ କର୍ଣ୍ଣଙ୍କ ଘରେ ଆଜି ସକାଳୁ ଏହି ଅଜଗର ଦେଖା ଦେଇଥିବା ବେଳେ ବଲାଙ୍ଗିର ସ୍ନେକ୍‌…
Read More...

କଳାକାରମାନଙ୍କ ପାଇଁ ଖୁସିର ଖବର : ଯାତ୍ରା, ଅପେରା, ଡ୍ରାମା, ସିନେମା ଓ ମେଲୋଡିକୁ ରାଜ୍ୟ ସରକାରଙ୍କ ସ୍ୱିକୃତି…

ଭୁବନେଶ୍ଵର, (ସୁଶାନ୍ତ କୁମାର ସାହୁ) : ଯାତ୍ରା, ଅପେରା, ଡ୍ରାମା, ସିନେମା, ଓ ମେଲୋଡି କଳାକାର ମାନଙ୍କ ପାଇଁ ଖୁସିର ଖବର । ଯାତ୍ରା, ଅପେରା, ଡ୍ରାମା, ସିନେମା, ଓ ମେଲୋଡିକୁ ରାଜ୍ୟ ସରକାରଙ୍କ ସ୍ୱିକୃତି ମିଳିଥିବା ଜଣାପଡିଛି । ଏନେଇ ଏସ୍‌ଆର୍‌ସି ନୂଆ ଗାଇଡଲାଇନ୍ ଜାରି କରିଥିବା…
Read More...

ତିନି କଳା କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ଚାଷୀ ସୁରକ୍ଷା ଅଭିଯାନର ସ୍ୱାଗତ

ବ୍ରହ୍ମପୁର, (କେପିଏନ୍‌ଏସ) : କେନ୍ଦ୍ରର ବିଜେପି ସରକାର ଏକ ତରଫା ଭାବେ ଗତ ୨୦୨୦ ନଭେମ୍ବର ୨୬ ତାରିଖରେ ଲୋକସଭା ଓ ରାଜ୍ୟସଭାରେ ୩ କୃଷକ ବିରୋଧୀ କଳା ଆଇନକୁ ପ୍ରେରିତ କରିଥିଲେ । ଏହାର ପ୍ରତିବାଦ କରି ଏକ ବର୍ଷ ବ୍ୟାପି ଭାରତ ବର୍ଷର ହଜାର ହଜାର ଚାଷୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି…
Read More...

ହନୁମାଙ୍କଡ ଯୋଗୁଁ ବାଇକ ଦୁର୍ଘଟଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ହନୁମାଙ୍କଡ ଯୋଗୁଁ ବାଇକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଗୋଟିଏ ପରିବାରର ତିନିଜଣ ଅଳ୍ପକେ ରକ୍ଷା ପାଇଛନ୍ତି । ସୂଚନା ଅନୁସାରେ ଗାଇସିଲେଟ ବ୍ଲକ୍ ଭୋଇପାଲି ଗ୍ରାମର ରବି ନାଗ ଓ ତାଙ୍କ ପରିବାର ନିଜ ଘରୁ ଦୁଇଗୋଟି ବାଇକରେ ଭୋରରୁ ବାହାରି ନୃସିଂହନାଥ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୧ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ବରର ୨ ଜଣ ରହିଛନ୍ତି । ଏନେଇ ରାଜ୍ୟ…
Read More...

ଜଗତ କଲ୍ୟାଣ ହିତେ ସଙ୍ଗମ ଆରତି

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ତ୍ରିବେଣୀ ସଂଗମ ସ୍ୱର୍ଣ୍ଣ ପ୍ରୟାଗ ଘାଟରେ ଦ୍‌ଦ୍ୱାଦଶତମ "ସଂଗମ ଆଳତି" ସମାରୋହ ଅନୁଷ୍ଠିତ ହୋଇଯାଇଛି । ନଦୀର ସୁରକ୍ଷା ଓ ପ୍ରବାହିତ ନଦୀ ଜଳର ସ୍ୱଚ୍ଛତା ବାର୍ତ୍ତାରେ ଆୟୋଜିତ ସଂଗମ ଆଳତି ସମାରୋହର ମଣ୍ଡପରେ ଉଦୟମାନ ଚନ୍ଦ୍ରକୁ…
Read More...