Yearly Archives

2021

ଦେଶରେ ପୁଣି କରୋନାର ବ୍ଲାଷ୍ଟିଂ ରେକର୍ଡ : ଦେଶରେ ପ୍ରଥମ ଥର ପାଇଁ ଦିନରେ ୧.୨୬ ଲକ୍ଷରୁ ଅଧିକ ନୂଆ ମାମଲା

ନୂଆଦି‌ଲ୍ଲୀ : ଦେଶରେ ପୁଣି କରୋନାର ବ୍ଲାଷ୍ଟିଂ ରେକର୍ଡ ଆସିଛି । ଭାରତରେ କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଅତ୍ୟନ୍ତ କ୍ଷତିକାରକ ମନେହେଉଛି । ଗତ ୨୪ ଘଂଟାରେ ସମସ୍ତ ରେକର୍ଡକୁ ଭାଂଗି ଦେଇଛି କରୋନା ସଂକ୍ରମଣ ଏବଂ ସଂଖ୍ୟା ପହଂଚିଛି ୧୨୬୩୧୫ରେ । ମହାମାରୀ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ…
Read More...

ନବମ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲାର ବେଲପଡା ଗ୍ରାମ ଅନ୍ତର୍ଗତ ଖୋଲାଦ୍ୱାରର ବାଟ ମହାବୀର ମନ୍ଦିର ପରିବେଶରେ ନବମ ବିଶ୍ଵ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ମହାବୀର ଦେବଙ୍କ ଅପର କୃପାରୁ ଗତ ୩ ତାରଖ ଠାରୁ ଆରମ୍ଭ ହୋଇ ୭ ତାରିଖପଯ୍ୟନ୍ତ ନାମ ଯଜ୍ଞାଘୃତ ଯଜ୍ଞ ।…
Read More...

ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟଙ୍କ ସ୍ମରଣୀକା ଉନ୍ମୋଚନ

କଳାହାଣ୍ଡି, (ହେମନ୍ତ ସାହୁ) : ମଣିଷ ପରି ମଣିଷଟିଏ ଥିଲେ ସ୍ୱର୍ଗତ ଆନନ୍ଦ ଆଚାର୍ଯ୍ୟ । ପାଦରେ ଚାଲି ଚାଲି ନିଜ ଜୀବନକାଳରେ ନିଜେ ଶିକ୍ଷକତା କରୁଥିବା ସ୍ମୁଲ ଗୁଡ଼ିକରେ ପହଂଚିଯାଉଥିଲେ ଏବଂ ନିଷ୍ଠାପର ଭାବରେ ଶିକ୍ଷାଦାନ କରୁଥିଲେ । ଶିକ୍ଷକତା ଯାହାଙ୍କର ବୃତ୍ତିଥିଲା ଏବଂ ମଣିଷ ଭିତରେ…
Read More...

ଯୁବ ରେଡକ୍ରସ୍ ତରଫରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଠାରେ ଯୁବ ରେଡକ୍ରସ୍ ଶାଖା ତରଫରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଯୁବ ରେଡକ୍ରସର ସମ୍ପାଦକ ଅଧ୍ୟାପକ ପ୍ରବୀର କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ…
Read More...

ବର୍ଦ୍ଧିତ ବିଦ୍ୟୁତ୍ ଦର ବିରୋଧରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କଂଗ୍ରେସର ଦାବୀପତ୍ର ପ୍ରଦାନ

ଟିଟିଲାଗଡ, (ଗୌରବ ଦର୍ଜୀ) : ରାଜ୍ୟରେ ଦିନକୁ ଦିନ ବିଦ୍ୟୁତ୍ ଦର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ପ୍ରଦେଶ କଂଗେସ କମିଟି ପ୍ରତିବାଦ କରି ରାଜ୍ୟପାଳଙ୍କ ନିକଟରେ ବର୍ଦ୍ଧିତ ବିଦ୍ୟୁତ୍ ଦରକୁ ହ୍ରାସ କରିବା ପାଇଁ ଦାବୀ କରିଛି । ୨୦୦୬ ମସିହାରେ ବିମୁଦ୍ରାୟନ ଓ ପରେ ପରେ ମହାମାରୀ କରୋନା…
Read More...

ଜନ ସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ବିତରଣରେ ଅବହେଳାକୁ ନେଇ ଜିଲ୍ଲାପାଳ କ୍ଷୁବ୍ଧ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ ସମସ୍ୟା । ଏହି ସମସ୍ୟା ପାଇଁ କେତେବେଳେ ରାସ୍ତାରୋକ ତ' କେତେବେଳେ ସହର ବନ୍ଦ । କେବେ ସାତ ଦିନରେ ଥରେ ତ' ଦଶ ଦିନରେ ଥରେ ପାନୀୟ ଜଳ ଯୋଗାଣ ହେଉଛି । ଏହା ମଧ୍ୟରେ ଟିଟିଲାଗଡ ପ୍ରଶାସନ ଦ୍ବାରା ଆରମ୍ଭ ହୋଇଛି ପାଣି…
Read More...

ସାଲେପାଲି ଉପରପଡ଼ାରେ ଦେଖା ଦେଲାଣି ପାନୀୟ ଜଳ ସଙ୍କଟ : ସ୍ଵତନ୍ତ୍ର ଓଭରହେଡ ପାଣି ଟାଙ୍କି ଯୋଗାଇବାକୁ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ଉପରପଡାରେ ପାନୀୟ ଜଳ ସଙ୍କଟ ଦେଖାଦେଉଛି । ଏଥି ପାଇଁ ଗାଁର ମହିଳାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଗ୍ରୀଷ୍ମ ଋତୁ ପ୍ରଭାବରେ ଆଜକୁ ପ୍ରାୟ ପାଞ୍ଚ ବର୍ଷ ହେଇଗଲାଣି ଗାଁରେ ପାନୀୟ ଜଳ ବ୍ୟବସ୍ଥା ପ୍ରତ୍ୟକ ଘର…
Read More...

ରାଜ୍ୟର ସରକାରୀ ଓ ବେସରକାରୀ ସ୍କୁଲରେ ୯ମ ଓ ୧୧ଶ ଶ୍ରେଣୀ ପାଠପଢା ୩୦ ଏପ୍ରିଲ ଯାଏଁ ବନ୍ଦ

ଭୁବନେ‌ଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ଉ‌ଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନସ୍ଥ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ୯ମ ଓ ୧୧ଶ ଶ୍ରେଣୀ ପାଠପଢା ୩୦ ଏପ୍ରିଲ ଯାଏଁ ବନ୍ଦ ରହିବ । ଏହି ଶ୍ରେଣୀର ହଷ୍ଟେଲ ଅନ୍ତେବାସୀଙ୍କୁ ଘରକୁ ଫେରି ଯିବାକୁ ପରାମର୍ଶ ଦିଆଯାଇଛି । ତେବେ ମେଟ୍ରିକ ଓ…
Read More...

କୁଳପତିଙ୍କ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଦୁର୍ବ୍ୟବହାର ଓ ସମ୍ବଲପୁରୀ ବସ୍ତ୍ର ପ୍ରତି ଦେଇଥିବା ଅଶାଳୀନ ମନ୍ତବ୍ୟକୁ…

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତ ମଙ୍ଗଳବାର ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀମାନେ ଛାତ୍ର କଂଗ୍ରେସର ନେତୃତ୍ୱରେ ଯୁକ୍ତ ତିନି ତୃତୀୟ ବର୍ଷ ପରୀକ୍ଷାକୁ ଅନଲାଇନ ମାଧ୍ୟମରେ କରିବା ଦାବୀ ନେଇ ଏକ ସ୍ମାରକପତ୍ର ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳପତିଙ୍କୁ ପ୍ରଦାନ କରିବାକୁ ଯାଇଥିବା ବେଳେ…
Read More...

ଧର୍ମପରାୟଣା ମହିଳା ଶୈଳବାଳା ବେହେରାଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ୍‌ ଲାଇନ ନିବାସୀ ଧର୍ମପରାୟଣା ମହିଳା ଶୈଳବାଳା ବେହେରା(୮୫)ଙ୍କ ଆଜି ଭୋର୍‌ ୫ଟା ସମୟରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଅଶ୍ୱିନୀ ବେହେରାଙ୍କ ଧର୍ମପତ୍ନୀ ଶ୍ରୀମତୀ ବେହେରା ଜଣେ ପରୋପକାରୀ, ଶ୍ରଦ୍ଧାମୟୀ ମହିଳା ହୋଇଥିବା ବେଳେ ତାଙ୍କ…
Read More...