Monthly Archives

December 2021

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନମ୍ବର ୫ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଖଙ୍କିରା କପ୍‌ : ମାର୍ଥପୁର ଫାଇନାଲରେ ପ୍ରବେଶ

ଢେଙ୍କାନାଳ, (ତାପସ ଦାସ) : ଗଅଁଦିଆ ବ୍ଲକ ଅଧିନସ୍ଥ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଦଶମ ଦିନର ଖେଳ ଚୌଦ୍ଵାର ସହ ମାର୍ଥପୁରର ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ମାର୍ଥପୁର ୨୦ ଓଭରରେ ୨୦୨ ରନ୍‌ ସଂଗ୍ରହ କରିଥିଲା ଏହାର ଜବାବରେ
Read More...

ବିଦାୟୀ ବର୍ଷ ଅବସରରେ କବିତା ପାଠୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଶିକ୍ଷକ ଡୋଲାମଣୀ ତ୍ରିପାଠୀଙ୍କ ବାସଭବନରେ ଠାରେ ବିଦାୟୀ ବର୍ଷ ଅବସରରେ ଏକ କବିତା ପାଠୋତ୍ସବ ଶୁକ୍ରବାର କବି ବିଜୟ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । କବି ଜଗନାଥ ପ୍ରଧାନ, ପ୍ରଦିପ କୁମାର ଦେୱାନ, ମନିସା
Read More...

ଅଙ୍ଗନବାଡି କର୍ମୀଙ୍କ ବନ୍ଧୁମିଳନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତ ଲିଆଡ ଡେମଠାରେ ସିନାପାଲି ଅଙ୍ଗନବାଡି କର୍ମୀଙ୍କ ବନ୍ଧୁମିଳନ ହୋଇଯାଇଛି । ୨୦୨୧ ମସିହାକୁ ବିଦାୟ ସହ ୨୦୨୨ ନୂତନ ବର୍ଷ ସ୍ୱାଗତ ଉପଲକ୍ଷେ ଲିଆଡ ଡେମ୍‌ଠାରେ ବନ୍ଧୁମିଳନ ତଥା ବଣଭୋଜି କରିଥିଲେ ।
Read More...

ପୂର୍ବତନ ମନ୍ତ୍ରୀ, ବାଚସ୍ପତି, ସାଂସଦ ତଥା ବରିଷ୍ଠ ବିଧାୟକ କିଶୋର ମହାନ୍ତିଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶାର ପୂର୍ବତନ ମନ୍ତ୍ରୀ, ବାଚସ୍ପତି, ସାଂସଦ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବରିଷ୍ଠ ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗରେ ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ ଜିଲ୍ଲା ଶାଖା ତରଫରୁ ସାଧାରଣ ସମ୍ପାଦକ
Read More...

ପରିବେଶ ସୁରକ୍ଷା ବ୍ୟାନର, ପ୍ରଚାରପତ୍ର, ପୁସ୍ତକ ଲୋକାର୍ପଣ ଓ ବୃକ୍ଷ ରୋପଣ ଚର୍ଚାରେ ହୃଷୀକେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଐତିହାସିକ ବେରବୋଇ ଗ୍ରାମ ସଂନିକଟ ବୋଳକଣା ଗ୍ରାମରେ ପିତା ସ୍ୱର୍ଗତ ରଘୁନାଥ ପାଢ଼ୀ ଓ ମାତା ଜାନକୀ ପାଢ଼ୀଙ୍କ କୋଳମଣ୍ଡନ କରନ୍ତି ହୃଷୀକେଶ ପାଢ଼ୀ । ଏକାଧାରରେ ଜଣେ କବି, ଲେଖକ, ଶିଶୁସାହିତ୍ୟିକ, ପରିବେଶ,
Read More...

ସ୍ଥାନୀୟ ପଥରଚେପା ସ୍ଥିତ ପାର୍ବତୀଗିରି ବାଳ ନିକେତନରେ ନବବର୍ଷ ପାଳନ ଅବସରରେ ମିଷ୍ଟାନ୍ନ ବଂଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳ ନିକେତନରେ ନବବର୍ଷ ପାଳନ ଅବସରରେ ମିଷ୍ଟାନ୍ନ ବଂଟନ କରିଛନ୍ତି ବଲାଙ୍ଗିର ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ । ସୂଚନା ଅନୁସାରେ ଆସନ୍ତା କାଲି ସେ ଅନ୍ୟ ଏକ କାର୍ଯ୍ୟକ୍ରମରେ
Read More...

ଓମିକ୍ରନ୍‌ ସଂକ୍ରମଣ ରୋକିବାକୁ ଅଂଟା ଭିଡ଼ିଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ : ନୂଆଁବର୍ଷ ପାଳନ ପାର୍ଟି, ପିକ୍‌ନିକ୍‌,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ ଓମିକ୍ରନ୍‌ ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ୟ ତାର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଓଡ଼ିଶାରେ ବି ନିଜର ସ୍ଥିତି ଜାହିର୍‌ କରିବା ସହ ସଂକ୍ରମଣ ପ୍ରଭାବକୁ ବଳିଷ୍ଠ କରିବାରେ ଲାଗିଛି ଓମିକ୍ରନ୍‌ । ଏହି କ୍ରମରେ
Read More...

ମା’ ମୁଣ୍ତା ଗୋସିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଗୋର୍ଲା ଚାମ୍ପିୟନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କର୍ଲାଖମାର୍ ଗ୍ରାମଠାରେ ମା' ମୁଣ୍ତା ଗୋସିଆଣି କ୍ରିକେଟ ଟୁର୍ଣ୍ଣାମେଣ୍ଟ ମା' ମୁଣ୍ତା ଗୋସିଆଣି କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି । ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୨୭ ତାରିଖ ସୋମବାର ଫାଇନାଲ ଖେଳ
Read More...

ମା’ ଗଢ଼ିଆଣି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ବିନୋପୁରକୁ ହରାଇ ପଳସାପଡା ବିଜୟୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କାପସୀ ସ୍ଥିତ ମା' ଠାକୁରାଣୀ ଆଜାଦ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଲାଲବାହାଦୁର ଖେଳପଡ଼ିଆଠାରେ ଅନୁଷ୍ଠିତ ମା' ଗଢିଆଣି ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଖେଳରେ ବିନୋପୁରକୁ ହରାଇ
Read More...