pakka

ସ୍ଥାନୀୟ ପଥରଚେପା ସ୍ଥିତ ପାର୍ବତୀଗିରି ବାଳ ନିକେତନରେ ନବବର୍ଷ ପାଳନ ଅବସରରେ ମିଷ୍ଟାନ୍ନ ବଂଟନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପଥରଚେପା ସ୍ଥିତ ପାର୍ବତୀ ଗିରି ବାଳ ନିକେତନରେ ନବବର୍ଷ ପାଳନ ଅବସରରେ ମିଷ୍ଟାନ୍ନ ବଂଟନ କରିଛନ୍ତି ବଲାଙ୍ଗିର ୧୮୯ ବାଟାଲିଅନ୍‌ ସିଆର୍‌ପିଏଫ୍‌ କମାଣ୍ଡେଣ୍ଟ ପୱନ କୁମାର ତିୱାରୀ । ସୂଚନା ଅନୁସାରେ ଆସନ୍ତା କାଲି ସେ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏଣୁ ସେ ଆଜି ଆଗୁଆ ନିଜ ଅଧିକାରୀ ଓ ଯବାନ୍‌ଙ୍କ ସହ ମିଶି ନବବର୍ଷ ପାଳନ ଉପଲକ୍ଷେ ପାର୍ବତୀ ଗିରି ବାଳ ନିକେତନରେ ମିଷ୍ଟାନ୍ନ ବଂଟନ କରିଛନ୍ତି ।

Leave A Reply

Your email address will not be published.

5 − one =