Monthly Archives

December 2021

ଅଦିନିଆ ବର୍ଷାରେ ମଣ୍ତି ଧାନ ବେହାଲ : ଚାଷୀ ହନ୍ତସନ୍ତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଗତକାଲି ହୋଇଥିବା ଅଦିନିଆ ବର୍ଷାରେ ମଣ୍ତିରେ ଥିବା ଧାନ ବେହାଲ ହୋଇଥିବା ଜଣାପଡିଛି । ଗତ ବୁଧବାର ଦିନ ସିନାପାଲିର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ହୋଇଥିଲା । ସିନାପାଲି ସଦର ଧାନ ମଣ୍ତି ସମେତ ମଖାପଦର,
Read More...

ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଆମ୍ବୁଲେନ୍ସ ଉଦ୍‌ଘାଟିତ

ସିନାପାଲି, (ନିରାକାର ମେହେର) : ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ନୂତନ ଆମ୍ବୁଲେନ୍ସକୁ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଆଜି ପୂର୍ବାହ୍ନରେ ଶୁଭ ଉଦ୍‌ଘାଟନ କରିଛନ୍ତି । ବିଧାୟକ ପାଣ୍ଠିରୁ ଏହି ଆମ୍ବୁଲେନ୍ସ ପ୍ରଦାନ କରାଯାଇଥିବା ବେଳେ ସ୍ଥାନୀୟ ରୋଗୀ କଲ୍ୟାଣ
Read More...

ପଶ୍ଚିମ ଓଡ଼ିଶା ଯୁବା ମଂଚର ବଲାଙ୍ଗିର ଜିଲ୍ଲା ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ସ୍ଥିତ କାହ୍ନା ନର୍ସିରୀ ଠାରେ ପଶ୍ଚିମ ଓଡ଼ିଶା ଯୁବା ମଂଚର ବଲାଙ୍ଗିର ଜିଲ୍ଲା ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମ ଓଡ଼ିଶା ଯୁବା ମଂଚକୁ ଆହୁରି ବଳିଷ୍ଠ କରିବା ପାଇଁ ଆଲୋଚନା
Read More...

ଦୁନିଆଁ ଦେଖୁଛି ଆଗମନଙ୍କ ହାତର ଯାଦୁ : କଥା କହୁଛି ଆଗମନଙ୍କ ପେନ୍‌ସିଲ ଚିତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଇଚ୍ଛା ଥିଲେ ସବୁ ସମ୍ଭବ । ମଣିଷ ଜୀବନରେ କେତେବେଳେ କାହାର ଭାଗ୍ୟ ବଦଳି ଯାଏ, ତାହା କେହି ମଧ୍ୟ ଜାଣି ନ ଥାଏ । କିନ୍ତୁ ଜଣେ ଏଭଳି ପ୍ରତିଭାର କଥା ଆମେ ଆଜି କହୁଛୁ, ଯାହାଙ୍କ ପେନ୍‌ସିଲ ହିିଁ ତାଙ୍କୁ ଘରେ ଘରେ ପରିଚିତ କରିଛି । ସେ ହେଉଛନ୍ତି
Read More...

ଜଳ ଯୋଗଣ କ୍ଷେତ୍ରରେ ବଲାଙ୍ଗିର ମ୍ୟୁନିସିପାଲିଟିକୁ ମିଳିଛି ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଳ ଯୋଗଣ କ୍ଷେତ୍ରରେ ବଲାଙ୍ଗିର ମ୍ୟୁନିସିପାଲିଟିକୁ ମିଳିଛି ବିଶେଷ ସଫଳତା । ଏନେଇ ଜନସ୍ୱାସ୍ଥ୍ୟ ଇଞ୍ଜିନିୟର ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଗତ ୨୪/୧୨/୨୦୨୧ରେ ୧୦୮୪୨ ନମ୍ବର ଘରକୁ ପାଇପ ଜଳ ଯୋଗାଣ ସଂଯୋଗ ଦ୍ୱାରା ଘରର
Read More...

ଗ୍ରୀଟିଂସ୍‌ର ସ୍ଥାନ ନେଇଛି ‌‌ସୋସିଆଲ୍‌ ମିଡିଆ : ବଦଳୁଛି ଯୁଗ ବଦଳୁଛି ଚିତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : 'ଦିନ ପରେ ଦିନ ଚାଲିଯାଉଥିବ ବାକି ରହି ଯିବ କାଲି, ତୁମ କଥା ସାଥି/ପ୍ରିୟା ମୋ ମନେ ପଡୁଛି ନବବର୍ଷ ଆସେ ବୋଲି' । ଏହିପରି କିଛି ବାର୍ତ୍ତା ଲେଖି ଶୁଭେଚ୍ଛା ଜଣାଉଥିଲେ ନିଜର ପ୍ରିୟଜନଙ୍କୁ କିଏ ବନ୍ଧୁତ୍ବ ପାଇଁ ତ କିଏ ପ୍ରେମଭରା ନୂତନ ବର୍ଷକୁ ସ୍ବାଗତ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୬୦କୁ ବୃଦ୍ଧି ପାଇଛି । ୨ ଜଣ ମୃତକ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ଗତ ୨୪ ଘଂଟାରେ ୨୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୨୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୩୨ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୨୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୧ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ବରିଷ୍ଠ ରାଜନେତା କିଶୋର ମହାନ୍ତିଙ୍କ ପରଲୋକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ଶୋକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ରାଜନେତା ତଥା ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବ୍ରଜରାଜ ନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗଭୀର ଶୋକ କରିଛନ୍ତି । ଏକ ଶୋକବାର୍ତ୍ତାରେ
Read More...

ବିଧାୟକ ସରୋଜଙ୍କ ଦ୍ୱାରା ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭନ୍ନ ବ୍ଲକର ୮ ଗୋଟି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣାଗଡ଼, ବେଲପଡା, ଖପ୍ରାଖୋଲ ବ୍ଲକର ୮ ଗୋଟି ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଏବଂ ବିଭନ୍ନ ଗ୍ରାମକୁ ଯାଇ ଲୋକଙ୍କ ଅସୁବିଧା ବୁଝିଥିଲେ ଓ ଆଗାମୀ ଦିନରେ ଏହାର
Read More...