ଜଳ ଯୋଗଣ କ୍ଷେତ୍ରରେ ବଲାଙ୍ଗିର ମ୍ୟୁନିସିପାଲିଟିକୁ ମିଳିଛି ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଳ ଯୋଗଣ କ୍ଷେତ୍ରରେ ବଲାଙ୍ଗିର ମ୍ୟୁନିସିପାଲିଟିକୁ ମିଳିଛି ବିଶେଷ ସଫଳତା । ଏନେଇ ଜନସ୍ୱାସ୍ଥ୍ୟ ଇଞ୍ଜିନିୟର ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି । ବଲାଙ୍ଗିର ମ୍ୟୁନିସିପାଲିଟି ଗତ ୨୪/୧୨/୨୦୨୧ରେ ୧୦୮୪୨ ନମ୍ବର ଘରକୁ ପାଇପ ଜଳ ଯୋଗାଣ ସଂଯୋଗ ଦ୍ୱାରା ଘରର ୧୦୦% କୋଭୋରେଜ୍ ପାଇଛି ସେଥିପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରି ଜନସ୍ୱାସ୍ଥ୍ୟ ଇଞ୍ଜିନିୟର ସଂଗଠନ ଖୁସିରେ ଘୋଷଣା କରିଛନ୍ତି ଯେ ବଲାଙ୍ଗିର ମ୍ୟୁନିସିପାଲିଟି ସହରର ସମସ୍ତ ପରିବାରକୁ ଜଳ ଯୋଗାଣ ସଂଯୋଗର ଏକ ପ୍ରମୁଖ ସ୍ଥାନ ହାସଲ କରିଛି ।

Leave A Reply

Your email address will not be published.

one × 3 =