Daily Archives

କୃଷି ବିଜ୍ଞାନ କେନ୍ଦ୍ରର ୧୮ତମ ବୈଜ୍ଞାନିକ ଉପଦେଷ୍ଟା କମିଟିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ୧୮ତମ ବୈଜ୍ଞାନିକ ଉପଦେଷ୍ଟା କମିଟିର ସ୍ବତନ୍ତ୍ର ବୈଠକ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କେଭିକେର ବରିଷ୍ଠ ବୈଜ୍ଞାନିକ ତଥା ସଂଯୋଜକ ଡ.ଜୀବନଜୀତ୍ ସେନଙ୍କ ପରିଚାଳନାରେ ଅନୁଷ୍ଠିତ
Read More...

ସରୋଜ କୁମାର ରଥ ହେଲେ ରାଜ୍ୟ କିଷାନ କଂଗ୍ରେସର ସାଧାରଣ ସଂପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କିଷାନ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଓଡିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ଯୁବନେତା ସରୋଜ କୁମାର ରଥଙ୍କୁ ଓଡିଶା ପ୍ରଦେଶ କିଷାନ କଂଗ୍ରେସ ସାଧାରଣ ସଂପାଦକ ରୂପେ ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ
Read More...

୨୨ ତମ ଚ୍ୟାଲେଞ୍ଜିଙ୍ଗ୍‌ ଫୁଟ୍‌ବଲ୍‌ ରାଡବାହାଲରେ ମଧ୍ୟପୁର୍ ଚାମ୍ପିୟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ରାଡବାହାଲ ଖେଳ ପଡିଆଠାରେ ୨୨ ତମ ଚ୍ୟାଲେଞ୍ଜିଙ୍ଗ୍‌ ଫୁଟବଲ ରାଡବାହାଲର ଫାଇନାଲ୍ ମ୍ୟାଚ କଣ୍ଟାବାଞ୍ଜି ବନାମ ମଧ୍ୟପୁର୍ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚ୍‌ରେ
Read More...

ଖାଉଟି ପକ୍ଷରେ ପିପି ଏକାଡେମୀ ଛାତ୍ରମାନଙ୍କୁ ଖାଉଟି ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖାଉଟି ସଚେତନତା ପକ୍ଷ ପାଳନ ଅବସରରେ ଆଜି ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଶାଖା ପକ୍ଷରୁ ସ୍ଥାନୀୟ ପତିତପାବନ ଏକାଡେମୀର ଅଷ୍ଟମ ଓ ଦଶମ ଶ୍ରେଣୀ ଛାତ୍ରମାନଙ୍କୁ ନେଇ ଗ୍ରାହକ ସଚେତନତା ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥିଙ୍କ
Read More...

ମ.ରାମପୁର ସହର ରାଜସ୍ଵ ଉପଖଣ୍ଡ ମାନ୍ୟତା ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ପୋଷ୍ଟ କାର୍ଡ ଚିଠି

ମ.ରାମପୁର, (ହେମନ୍ତ ସାହୁ) : ଆଜିକୁ ପ୍ରାୟ ୨୬ ବର୍ଷରୁ ଅଧିକ ହେବ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରକୁ ରାଜସ୍ଵ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ ପାଇଁ ଦାବୀ ହୋଇଆସୁଛି । ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଦାବୀ ହେଉଛି । ଏହାପରେ ବ୍ଲକର ଆଇନଜୀବୀ, ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି
Read More...

କରାଟେ ଝିଅ ଅଙ୍କିତା ପାଇଲେ ପ୍ରତିଭା ସମ୍ମାନ

ବଲାଙ୍ଗିର, (କେପପିଏନ୍‌ଏସ୍‌) : ଓଡିଆ ଦୈନିକ କାଗଜ ପ୍ରତିକାର ୧୫ତମ ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱରର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବିଧାୟକ ବଡମ୍ବା ଦେବି ପ୍ରସାଦ ମିଶ୍ର ଯୋଗ ଦେଇ ବିଭିନ୍ନ ସ୍ତରରେ ନାମ ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ପ୍ରତିଭା
Read More...

ହାତୀସ୍କ୍ୱାର୍ଡଙ୍କ ଅବହେଳା ଯୋଗୁଁ ହାତୀ ଉପଦ୍ରବ ବୃଦ୍ଧି ପାଉଥିବା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଫରେଷ୍ଟ ରେଞ୍ଜରେ ଗତ କିଛିଦିନ ହେଲା ଅହେତୁକ ଭାବେ ହାତୀ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ପୂର୍ବ ବର୍ଷ ଗୁଡିକ ତୁଳନାରେ ଚଳିତ ବର୍ଷ ହାତୀଙ୍କ ପ୍ରାଦୁର୍ଭାବ ସୀମା ଲଙ୍ଘନ କରିଛି । ହାତୀପଲଙ୍କ ଗତିବିଧି ବାବଦରେ ନିରନ୍ତର ବନପାଳ ଓ
Read More...

କୋରନାର ଦୁଇ ବର୍ଷ ମଧ୍ୟରେ ହିତାଧିକାରୀଙ୍କ ଆପତ୍ତି, ଅଭିଯୋଗ ଅସମ୍ପୂର୍ଣ୍ଣ ହୋଇ ରହିଗଲା

ଛତ୍ରପୁର ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ ସହ କ୍ଷୋଭ ପ୍ରକାଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତିର ଉନ୍ନୟନ ସମ୍ପର୍କିତ ବୈଠକ ବସିଥିଲା, ଯାହାକି ପୁରୁଣା କମିଟିର ଶେଷ ବୈଠକ । କୋରନା କାଳରେ ଲୋକଙ୍କ ପାଇଁ ବହୁ ଜନହିତକର କାର୍ଯ୍ୟ ହୋଇପାରିଲା ନାହିଁ ।
Read More...

ସଡକ ସୁରକ୍ଷା ସଂପର୍କିତ ରକ୍ଷକ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

କଳାହାଣ୍ଡି/ଭବାନୀପାଟଣା, (ପିକେସାହୁ) : ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ ନିମନ୍ତେ ଅନୁଷ୍ଠିତ ହୋଇଥିବା "ରକ୍ଷକ" ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ଭବାନୀପାଟଣା ସହର ଅବସ୍ଥିତ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କାର୍ଯ୍ୟାଳୟଠାରେ ଉଦ୍‌ଯାପିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା
Read More...

ଓଡ଼ିଶା–ଛତିଶଗଡ଼ ସୀମାନ୍ତରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ : ଛତ୍ରଭଙ୍ଗ ଦେଲେ ମାଓବାଦୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତରେ ପୁଣି ମାଓବାଦୀ ସକ୍ରିୟ ରହିଥିବା ସୂଚନା ମିଳିଛି । ସୀମାନ୍ତରେ ଯବାନମାନେ କୁମ୍ବିଂ କରୁଥିବା ବେଳେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି । ଯବାନଙ୍କ ପାଲଟା ଗୁଳି ଚାଳନାରେ ମାଓବାଦୀମାନେ
Read More...