Daily Archives

ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ସୂଚନା ଅନୁସାରେ ଟିଟିଲାଗଡ ପୌରାଂଚଳ ୱାର୍ଡ ନଂ.୧୨ରୁ ଏହି ସଂକ୍ରମିତ ଜଣକ ଚିହ୍ନଟ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ସାରା ବିଶ୍ୱରେ କରୋନା ନୂତନ
Read More...

ଛିନ୍ଦେଇକେଲା ମଣ୍ଡିକୁ ନିଜ ଟୋକନ୍ ବିଷୟରେ ପଚାରି ବୁଝିବା ପାଇଁ ଆସିଥିବା ଚାଷୀ ଫେରିବା ସମୟରେ ମଣ୍ଡିଠାରେ ଅଚାନକ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଗ୍ରାମଠାରେ ଜାମସେଠ ସେବା ସମବାୟ ସମିତି ପକ୍ଷରୁ ଏକ ମଣ୍ଡିର ବ୍ୟବସ୍ଥା କରାଯାଇଛି । ଏହି ମଣ୍ଡିକୁ ଛିନ୍ଦେଇକେଲା ପାଖରେ ଥିବା ଟେମରିମାଲ ଗ୍ରାମରେ ବସବାସ କରୁଥିବା ପୂର୍ବତନ ଶିକ୍ଷକ
Read More...

ବଲାଙ୍ଗିର ରିଜର୍ଭ ପୋଲିସ ହାବିଲଦାର ଯଜ୍ଞେଶ୍ଵର ମାଝୀଙ୍କ ଅକାଳ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରିଜର୍ଭ ପୋଲିସ ହାବିଲଦାର ଯଜ୍ଞେଶ୍ଵର ମାଝୀଙ୍କ ଆଜି ଭୋର୍‌ ପାଖାପାଖି ୪ ଟା ସମୟରେ ଅକାଳ ବିୟୋଗ ହୋଇଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ପେଟ ଗୋଳମାଳ ଓ ଏସିଡିଟି ସମସ୍ୟା ଯୋଗୁଁ ପେଟରେ କଷ୍ଟ ଅନୁଭବ କରିବା ଯୋଗୁଁ ତାଙ୍କୁ ସ୍ଥାନୀୟ ଭୀମ ଭୋଇ
Read More...

ପୁଣି କଫ୍‌ ସିରପ୍‌ ମାଫିଆ ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଲେ : ବାଇକ୍‌ ସହ ୨୦୪ ବୋତଲ କଫ୍‌ ସିରପ୍‌ ଓ ନଗଦ ଟଙ୍କା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି କଫ୍‌ ସିରପ୍‌ ମାଫିଆ ବଲାଙ୍ଗିର ଟାଉନ୍‌ ପୋଲିସ ହାତରେ ଧରାପଡ଼ିଛନ୍ତି । ଏସ୍‌ଡିପିଓ ତୋଫାନ ବାଗଙ୍କ ସୂଚନା ଅନୁସାରେ ଗତକାଲି ରାତି ୮ଟା ୩୫ମି. ସମୟରେ ସ୍ଥାନୀୟ ବରପାଲିପଡ଼ାରୁ ୨୦୪ ବୋତଲ କଫ୍‌ ସିରପ୍‌ ସହ ହୋଣ୍ଡା ଏକ୍‌ଟିଭା ବାଇକ୍‌ (ନଂ.ଓଡ଼ି ୦୩
Read More...

ଘର ଉପରେ ଯାଇଛି ୧୧ କେଭି ବିଜୁଳି ତାର : ଭୟରେ ପରିବାର ଲୋକେ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲସିଂହା ଗ୍ରାମରେ ଏକ ପରିବାରଙ୍କ ଘର ଉପରେ ୧୧ କେଭି ବିଜୁଳି ତାର ଦୀର୍ଘ ଦିନରୁ ଯାଇଥିବାରୁ ସେମାନେ ବରଗଡ ବିଭାଗୀୟ କାର୍ୟ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ଏକ ପତ୍ର ଦେଇ ବିଜୁଳି ତାରକୁ ସ୍ଥାନାନ୍ତର ପାଇଁ
Read More...

ବରିଷ୍ଠ କଂଗ୍ରେସ ନେତା ପ୍ରଭାସ କୁମାର ବହିଦାରଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ପ୍ରଭାସ କୁମାର ବହିଦାରଙ୍କ ଅକାଳ ବିୟୋଗରେ ଆଜି କଂଗ୍ରେସ ଭବନ ପରିସରରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲ୍ଲୀପ ବେହେରାଙ୍କ ନେତୃତ୍ୱରେ ଏକ ଶୋକସଭା ଅନୁଷ୍ଠିତ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୪୧ ବୃଦ୍ଧି ପାଇଛି । କଳାହାଣ୍ଡି ଜିଲ୍ଲାରୁ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ଗତ ୨୪ ଘଂଟାରେ ୧୫୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୫୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୬ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୮୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୧ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ନେଉଳପୋଇ କାଜୁ ବଗିଚାରେ ବନବିଭାଗର ଚଢାଉ : ୧୫ କେଜି ବରାହ ମାଂସ ସହ ୨ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଷଡଙ୍ଗୀ ବନାଞ୍ଚଳ କପିଳାସ ସଂରକ୍ଷିତ ଜଙ୍ଗଲ ନକଟରେ ଥିବା ନେଉଳପୋଇ କାଜୁ ବଗିଚାରେ ବନବିଭାଗ ଚଢାଉ କରି ୧୫ କେଜି ବରାହ ମାଂସ ସହିତ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନେଉଳ ପୋଇ କାଜୁ
Read More...

ସୁମିତ୍ ଓ ତପସ୍ୱିନୀଙ୍କ ପାରିବାରିକ କଳହ ମାମଲା ଏବେ ଚର୍ଚ୍ଚାରେ ଘନୀଭୂତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ନିଖୋଜ ହେବା ଘଟଣାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡ଼ା.ସୁମିତ୍ ସାହୁ । କହିଛନ୍ତି ତପସ୍ୱିନୀ ମୋତେ ଓ ମୋ ପରିବାରକୁ ବଦ୍‌ନାମ କରିଦେଇଛନ୍ତି । ମୋତେ ଟିକେ ଶାନ୍ତିରେ ରହିବାକୁ ଦିଅ । ଏପରି ପ୍ରତିକ୍ରିୟା ଯୋଗୁଁ ସୁମିତ୍ ଓ ତପସ୍ୱିନୀଙ୍କ
Read More...