Daily Archives

ଆଧାର କାର୍ଡ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ ଅନୁଷ୍ଠିତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ଅନ୍ତର୍ଗତ ବାଦୀବାହାଲ ଗ୍ରାମପଞ୍ଚାୟତରେ ଆଧାର କାର୍ଡ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଖାପାଖ ଅଞ୍ଚଳ ଖଗସାକନା ଗୋପଲପୁର, ବାଦୀବାହାଲ, ଅଗଲାପାଲି, ଯୋଗୀସର୍ଡା, ରାନୀସର୍ଡା,
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ : ଡ଼ିସେମ୍ବର ୬ରେ ମିଳିତ କ୍ରିୟାନୁଷ୍ଠାନ କମିଟୀ ପକ୍ଷରୁ ୧୨ ଘଣ୍ଟିଆ…

ମ.ରାମପୁର, (ହେମନ୍ତ ସାହୁ) : ଦୀର୍ଘ ବର୍ଷ ହେଲା ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ ସମୟରେ ଧାରଣା, ଦାବୀପତ୍ର, ବନ୍ଦ ପାଳନ କରିବା ସତ୍ୱେ ଏହି ନାର୍ଯ୍ୟ ଅଧିକାରରୁ ବଂଚିତ ରହିଛନ୍ତି ଅଂଚଳବାସୀ । କଳାହାଣ୍ଡି ଜିଲ୍ଲା ମ.ରାମପୁର ରାଜସ୍ୱ
Read More...

ଶ୍ରୀ ଶ୍ରୀ ରାମଚନ୍ଦ୍ର ଭବ୍ୟ ମନ୍ଦିର ପ୍ରତିଷ୍ଠା ତଥା ମହାପ୍ରଭୁଙ୍କ ରତ୍ନ ସିଂହାସନ ଆରୋହଣ ଉତ୍ସବ : ୮୫ ବର୍ଷ ପରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାମଜୀପଡା ୧୫୦ବର୍ଷର ପୁରାତନ ମନ୍ଦିର ଗତ ୨୯ ତାରିଖରୁ ୨ତାରିଖ ପର୍ଯ୍ୟନ୍ତ ରାମଜୀପଡା ସ୍ଥିତ ରଘୁନାଥ ମନ୍ଦିର ଶ୍ରୀ ଶ୍ରୀ ରାମଚନ୍ଦ୍ର ଭବ୍ୟ ମନ୍ଦିର ପ୍ରତିଷ୍ଠା ତଥା ମହାପ୍ରଭୁଙ୍କ ରତ୍ନ ସିଂହାସନ ଆରୋହଣର ଉତ୍ସବ ଅନୁଷ୍ଠିତ ହୋଇଥିଲା । ସୋମବାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ ୨୦ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ୟଙ୍ଗ୍‌ ଷ୍ଟୁଡେଣ୍ଟ୍‌ ଦଳ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଅଷ୍ଟମ ଦିନରେ ୟଙ୍ଗ୍‌ ଷ୍ଟୁଡେଣ୍ଟ୍‌ ଓ ଏଲଏସି ପାଟଣାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପାଟଣାଗଡ଼ ଦଳ ଟସ୍‌ ଜିଣି ପ୍ରଥିମେ ବ୍ୟାଟିଂ କରି
Read More...

କୋଭିଡ ସେବା ପାଇଁ ଏସ୍‌ସିଏସ୍ କଲେଜକୁ ଏନ୍‌ସିସି ଡ଼ିଜି ପଦକ ସମ୍ମାନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁରୀ ସହରରେ ଅବସ୍ଥାପିତ ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି) ପକ୍ଷରୁ ବିଗତ ଦିନମାନଙ୍କରେ ଏନ୍ ସି ସି କ୍ୟାଡ଼େଟ୍ ମାନଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ସାମାଜ ସେବା ତଥା ଅନ୍ୟାନ୍ୟ
Read More...

ବୁଡାମାଲ ସରପଞ୍ଚ ଚତୁର୍ଭୁଜ ମେହେରଙ୍କ ଦ୍ଵାରା ପୋଖରୀ ସଫେଇ କାର୍ଯ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଚତୁର୍ଭୁଜ ମେହେରଙ୍କ ଦ୍ଵାରା ବୁଡାମାଲ ସରକାରୀ ପୋଖରୀ ପାଣି ଅତି ଖରାପ ହୋଇ ଯାଇଥିବାରୁ ତାକୁ ବ୍ଳିଚିଙ୍ଗ ପାଉଡର ଓ ଚୁନ ପକାଇ ସଫା କରାଯାଇଛି । ସୂଚନା ଅନୁସାରେ ଏହି ପୋଖରୀ ପାଣି
Read More...

ସର୍ବଭାରତୀୟ କରାଟେରେ ଟିଟିଲାଗଡ଼ ୪୬ ଓ ସଇଁନ୍ତଲା ୩ ପଦକ ହାସଲ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜଧାନୀ ଭୁବନେଶ୍ୱରରେ ଉତ୍କଳ କରାଟେ ସ୍କୁଲଠାରେ ସର୍ବଭାରତୀୟ କେରାଟେ ଚାମ୍ପିୟାନସିପ୍‌ ତିନି ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟରୁ ବାଳକ ଓ ବାଳିକା ମିଶି ୬ ଶହରୁ ଅଧିକ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ତେବେ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ରାଜନୈତିକ ଅଭିସନ୍ଧି : ହେମନ୍ତ ପଣ୍ଡା

ଗରିବଙ୍କ ସହାୟତା ପାଇଁ ଉଦ୍ଦିଷ୍ଟ ଯୋଜନାରେ ହୀନ ରାଜନୈତିକ ଉଦ୍ଦେଶ୍ୟରାଜ୍ୟକୁ ୫ ବର୍ଷରେ ଅର୍ଥ ଆବଣ୍ଟନ ଅନୁପାତରେ ମିଳିଛି ଅଧେ ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ରାଜ୍ୟମାନଙ୍କୁ ଅର୍ଥ ଆବଣ୍ଟନ ଓ ଅର୍ଥ ପ୍ରଦାନର ତଥ୍ୟକୁ ଅନୁଧ୍ୟାନ କଲେ
Read More...

ଶଙ୍ଖନାଦ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ସିମିଳିପଦର ଗ୍ରା.ପ. ପତ୍ରପାଲିର ସାଂସ୍କୃତିକ ଅନୁଷ୍ଠାନ ଶଙ୍ଖନାଦ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅବସରରେ ବହୁଚର୍ଚିତ ନାଟକ ସଂଧ୍ୟାତାରା ଅନୁଷ୍ଠିତ ଗତକାଲି ହୋଇଯାଇଛି । ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ ପ୍ରଧାନ
Read More...