Daily Archives

ପଶ୍ଚିମ ଓଡିଶାର ପ୍ରାଚୀନ କୀର୍ତ୍ତି ନୃସିଂହନାଥ ମନ୍ଦିରକୁ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଟଣା ମହାରାଜ ବୈଜଳ ଦେବଙ୍କ ଦ୍ୱାରା ୧୩ ଶହ ଶତାଦ୍ଦୀରେ ନିର୍ମିତ ପଶ୍ଚିମ ଓଡିଶାର ପ୍ରାଚୀନ କୀର୍ତ୍ତି ନୃସିଂହନାଥ ମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗକୁ ହସ୍ତାନ୍ତର କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ୨ ଦିନ
Read More...

ରକ୍ଷକ ପ୍ରକଳ୍ପ ତାଲିମ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିକାଶ ସ୍କୁଲ କ୍ୟାମ୍ପସରେ ଗୁରୁବାର ଦିନ ରକ୍ଷକ ପ୍ରକଳ୍ପର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ପାଇଁ ପ୍ରଥମ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ସମୟ ମଧ୍ୟରେ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଗଲେ
Read More...

ପ୍ରାଥମିକ ଶିକ୍ଷକ ଟିକେଶ୍ଵର ପ୍ରଧାନଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ବାଦିବାହାଲ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଟିକେଶ୍ଵର ପ୍ରଧାନଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା ଶିକ୍ଷକ ମାଧବ ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ
Read More...

ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ୨୦୧୮-୨୧ ଶିକ୍ଷା ବର୍ଷର +୩ ଛାତ୍ରଛାତ୍ରୀମାନଙ୍କ ଗ୍ରାଜୁଏସନ୍ ସେରେମୋନି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେଏସ୍‌ଏମ୍‌, ବାଣିଜ୍ୟ ମହାବିଦ୍ୟାଳୟର ୨୦୧୮-୨୧ ଶିକ୍ଷା ବର୍ଷର +୩ ଛାତ୍ରଛାତ୍ରୀମାନଙ୍କ ଗ୍ରାଜୁଏସନ୍ ସେରେମୋନି ମହାବିଦ୍ୟାଳୟର ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମା, ପ୍ରଧାନ ମିହିର ପଟନାୟକ, ଚେତନା
Read More...

ସ୍ୱେଚ୍ଛାସେବୀ ଅଭୟଙ୍କ ପ୍ରୟାସରେ ଦୁଇ ହିତାଧିକାରୀ ପାଇଲେ ସରକାରୀ ଭତ୍ତା

ବରଗଡ, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାର ଗରୀବ ଲୋକଙ୍କ ପାଇଁ ସରକାରୀ ସ୍ତରରେ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଲୋକଙ୍କ ସଚେତନତା ଅଭାବରୁ କୁହନ୍ତୁ ବା ସରକାରୀ ବାବୁମାନଙ୍କ ଅପାରଗତା ଲାଗି ହେଉ ଅନେକ ସ୍ଥଳରେ ପ୍ରକୃତ ହିତାଧିକାରୀ ଏହାର ସୁବିଧା ଉଠାଇ ପାରନ୍ତିନାହିଁ । ଏମିତି ହିଁ
Read More...

ଗୋପାଳପୁର ବନ୍ଦର ଦ୍ୱାରା ଉଦ୍ଦିଷ୍ଟ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କେନ୍ଦ୍ର ଟାକିରିଆ ବ୍ରହ୍ମପୁରଠାରେ ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ପ୍ରଦାୟର ଉନ୍ନତ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ସୁନିଶ୍ଚିତ କରିବା ପାଇଁ ଗୋପାଳପୁର ବନ୍ଦର ଲିମିଟେଡ୍ (ଜିପିଏଲ୍) ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ବୋଧ (ସିଏସ୍ଆର୍) ୱିଙ୍ଗ୍ ଅଧୀନରେ ଏକ ନୂତନ ନିର୍ମିତ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ
Read More...

ରାଜ୍ୟର କୃଷି ଓ ବୈଷୟିକ ବିଜ୍ଞାନ ମହାବିଦ୍ୟାଳୟ ଓ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରେ ନିୟୋଜିତ ଡକ୍ଟରେଟ, ଅଧ୍ୟାପକମାନଙ୍କ…

ଓୟୁଏଟି ଶିକ୍ଷକ ସଂଘ ଆନ୍ଦୋଳନକୁ ମାସେ ଟପିଲା ଏବେ ସୁଦ୍ଧା ୧୮ ଦଫାଦାବୀ ପୂରଣ ନିମନ୍ତେ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ହେତୁ ସାଧାରଣରେ ଗଭୀର ଉଦବେଗ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟର କୃଷି ଓ ବୈଷୟିକ ବିଜ୍ଞାନ ମହାବିଦ୍ୟାଳୟ ଓ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟରେ
Read More...

କୋଭିଡ୍ ଭାରିଆଣ୍ଟ ଓମିକ୍ରନ ସମ୍ପର୍କିତ ସୂଚନା

‘ବିପଦ ରହିଥିବା’ ଦେଶରୁ ଆସିଥିବା ୧୧ଟି ଆନ୍ତର୍ଜାତିକ ବିମାନର ୩୪୭୬ ଜଣ ଯାତ୍ରୀଙ୍କୁ ଯାଞ୍ଚ କରାଯିବା ପରେ ୬ ଟି କୋଭିଡ୍-୧୯ ପଜିଟିଭ୍ କେସ୍ ବିଷୟରେ ସୂଚନା ଦିଆଯାଇଛିପଜିଟିଭ୍ ଯାତ୍ରୀଙ୍କର ନମୁନାକୁ ଜେନୋମିକ୍ ସିକୁଏନ୍ସିଂ ପାଇଁ ପଠାଯାଇଛିପରିବର୍ତ୍ତିତ ପରିସ୍ଥିତି ଉପରେ ଭାରତ ସରକାର
Read More...

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ନିମନ୍ତେ ଡିସେମ୍ବର ୧/୨୦୨୧ରେ ଏନସିଏମସି ବୈଠକ…

• ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ମନ୍ତ୍ରଣାଳୟ/ଏଜେନ୍ସି ଏବଂ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା ନିମନ୍ତେ କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ୟ୍ୟୟ ପ୍ରଶମନ ସମିତି (ଏନସିଏମସି)ର
Read More...

ନଭେମ୍ବର ମାସରେ ମୋଟ୍ ୧,୩୧,୫୨୬ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗ୍ରହ

ନଭେମ୍ବର ୨୦୨୧ରେ ଜିଏସଟି ସଂଗ୍ରହ ଗତ ମାସରେ ସଂଗୃହିତ ରାଜସ୍ୱକୁ ଟପିଲାଜିଏସଟି କାର୍ୟ୍ୟକାରୀ ହେବା ପରଠାରୁ ରାଜସ୍ୱ ସଂଗ୍ରହ ପରିମାଣ ଦ୍ୱିତୀୟ ସର୍ବାଧିକନଭେମ୍ବର ମାସରେ ସଂଗୃହିତ ଜିଏସଟି ପରିମାଣ ଗତବର୍ଷର ସମାନ ମାସ ତୁଳନାରେ ୨୫ ପ୍ରତିଶତ ଅଧିକ ଏବଂ ୨୦୧୯-୨୦ ତୁଳନାରେ ୨୭ ପ୍ରତିଶତ
Read More...