Daily Archives

ସରସରା କଲେଜରେ ବିଶ୍ଵ ଏଡସ୍‌ ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ସରସରା ମିଳିତ ଗ୍ରାମ ପଞ୍ଚାୟତ କଲେଜ୍‌ଠାରେ ଆଜି ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇଯାଇଛି । ଅଧ୍ୟାପିକା ତଥା ରେଡକ୍ରସ କାଉନସିଲର ସୁଶ୍ରୀ ରାଜଶ୍ରୀ ମିଶ୍ରଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ଦିବସରେ ମୁଖ୍ୟ ଅତିଥି ଭାବେ
Read More...

ସୋହେଲା ବ୍ଲକ ଭୁଲିଆ ସମାଜ ସାଂଗଠନିକ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବେହେରାପାଲିଠାରେ ସୋହେଲା ବ୍ଲକ ଭୁଲିଆ ସମାଜର ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଗଜରାଜ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା ଭୁଲିଆ ସମାଜର ସଭାପତି ଡ ସୁବାସ ମେହେର, ବାନ୍ଧ ଶିଳ୍ପୀ
Read More...

୧୧ ତମ ଭିଏସ୍‌ଏସ୍‌ କ୍ରିକେଟ କପ୍‌ ବୁଧାପାଲି ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁଧାପାଲିର ମା' ଭାରତୀ ଖେଳ ପଡିଆଠାରେ ୧୧ ତମ ବୀର ସୁରେନ୍ଦ୍ର ସାଏ କ୍ରିକେଟ କପ୍‌ର ମୁଖ୍ୟ ଅତିଥି ବୁଧାପାଲି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରତାପ ସାହୁଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ
Read More...

ଗଞ୍ଜାମ ଜିଲ୍ଲାରେ ଏଡସର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ଲାଗି ପ୍ରୟାସ : ସଚେତନତା ହିଁ ଏକମାତ୍ର ମାଧ୍ୟମ –…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଶ୍ୱ ଏଡସ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମୁଖ୍ୟଅତିଥି ରୂପେ ଯୋଗଦାନ କରି
Read More...

ମା’ ଲକ୍ଷ୍ମୀ ଦେବୀଙ୍କ ମନ୍ଦିର ଶିଳାନ୍ୟାସ ଉତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ କଲେଜ ରୋଡ଼ କାଦମ୍ବିନୀ ମଣ୍ଡପ ପରିସରରେ ଗତକାଲି ମା' ଲକ୍ଷ୍ମୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜ ରୋଡ଼ ସ୍ଥିତ ମା' ଗଜ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭର
Read More...

ୟୁଥ୍ ହଷ୍ଟେଲର ଏଡସ୍‌ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ପ୍ରତିବଦ୍ଧତା ଯୋଗୁଁ ୟୁଥ୍ ହଷ୍ଟେଲ, ରାଉରକେଲା ତରଫରୁ ସେକ୍ଟର ୨ ବିଜୁ ପଟ୍ଟନାୟକ ଛକଠାରେ ଏଡସ୍‌ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ବିଶ୍ୱ ଏଡସ୍‌ ଦିବସ ପାଳନ ଅବସରରେ ୟୁଥ୍ ହଷ୍ଟେଲର ସାଧାରଣ ସଂପାଦକ ନିରଞ୍ଜନ ସାମଲଙ୍କ
Read More...

ପୂଜ୍ୟପୂଜା ସେବା ସଂଗଠନର ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିରରେ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କୁ ପୂଜ୍ୟ ପୂଜା ସେବା ସଂଗଠନ ତରଫରୁ ଗତକାଲି ସନ୍ଧ୍ୟାରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଡାକ୍ତର ଅଶୋକ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅମର ଆତ୍ମାର
Read More...

ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଏଡସ୍‌ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଗତକାଲି୧୧ଟା ସମୟରେ ବିଶ୍ୱଏଡସ୍‌ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରାମେଶ ପ୍ରଧାନୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟର ଭେଷଜ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଦୁର୍ଗା ମନ୍ଦିର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ବାଇକ୍ ଆରୋହୀ ଚଟିଆପଡ଼ାର ନିର୍ମଳ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଗତ ରାତି ପ୍ରାୟ ସାଢ଼େ ୧୦ଟାରେ
Read More...

ଆଗଲପୁର ବ୍ଲକ ଓଷ୍ଟା କନଭେନସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଉପରବାହାଲଠାରେ ଆଗଲପୁର ଓଷ୍ଟାର କନଭେନସନ ବ୍ଲକ ସଭାପତି ଚମରା ଚୌହାନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସଭାରେ ବ୍ଲକ ସଂପାଦକ ତାରାକାନ୍ତ ମିଶ୍ରଙ୍କ ସଂଯୋଜନାରେ ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ
Read More...