Daily Archives

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଚିତ୍ତରଞ୍ଜନ ଦାସଙ୍କ ୯୯ ତମ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବ ପୁରାତନ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଚିନ୍ତା ନାୟକ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ୯୯ତମ ଜୟନ୍ତୀ ସଂଘର ସଭାଗୃହରେ ମହାସମାରୋହରେ କୋଭିଡ୍ ନିୟମ ଅନୁଯାୟୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଜୟ କୁମାର
Read More...

ଚାଷୀ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତ ରବିବାର ଉତ୍ତର ପ୍ରଦେଶର ଲଖିମପୁର ଖିରୀରେ ଏକ ଦୁର୍ଭାଗ୍ୟ ଜନକ ଘଟଣା ଘଟିଗଲା । ଚାଷୀମାନଙ୍କ ଉପରେ ଗାଡି ଚଲେଇ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ହତ୍ୟା କଲେ, ଏହି ଘଟଣାର ତୀବ୍ର ନିନ୍ଦା କରିଛି ଆମ୍ ଆଦମୀ ପାର୍ଟି ବରଗଡ଼ । ଦୋଷୀଙ୍କ ବିରୋଧରେ ଦୃଢ଼
Read More...

ରୋଟାରୀ କ୍ଲବ ଡିଜିଙ୍କ ରାଉରକେଲା ଗସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଡିଷ୍ଟିକ ୩୨୬୧ର ଡିଜି ସୁନିଲ ପାଠକଙ୍କ ରାଉରକେଲା ଗସ୍ତ ଅବସରରେ ଆଗାମୀ ୨୦୨୧-୨୨ର କାର୍ଯ୍ୟକ୍ରମ ସଂପର୍କରେ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନାରେ ରାଉରକେଲା ସେଣ୍ଟ୍ରାଲର ସଭାପତି ରୋଟାରୀଆନ ଆର.କିରଣ, ଆଗାମୀ ସଭାପତି ରୋଟାରୀଆନ
Read More...

ବରଗାଁ ଠାରେ ବିଜେଡ଼ିର ସ୍ୱଚ୍ଛ ମିଶନ ଅଭିଯାନ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ବରଗାଁ ଗ୍ରାମ ଠାରେ ବିଜେଡି ତରଫରୁ ସ୍ବଚ୍ଛ ମିଶନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟର ସମସ୍ତ
Read More...

ଓସାକା ହାଇଦ୍ରାବାଦ ଭର୍ଚୁଏଲ ନୂଆଁଖାଇ ଭେଟ୍‌ଘାଟ୍‌ରେ ପଶ୍ଚିମ ଓଡିଶାର ହଜି ଯାଉଥିବା ଲୋକକଳା ପ୍ରଦର୍ଶିତ

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶା ବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ ‘ଓସାକା’ ତରଫରୁ ଏହି ବର୍ଷ ଅକ୍ଟୋବର ୩ ତାରିଖ ସନ୍ଧ୍ୟାରେ ଭର୍ଚୁଏଲ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ନିଆରା ଢଙ୍ଗରେ ଆୟୋଜିତ ହୋଇଯାଇଛି । ଏ ବର୍ଷ ‘ଗାଁ ରୁ ଗ୍ଲୋବାଲ’ ବାର୍‌ତା
Read More...

୧୫ ଦଫା ଦାବୀ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା ଜିଲ୍ଲା କୃଷକ ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୧୫ ଦଫା ଦାବୀ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଛି ଜିଲ୍ଲା କୃଷକ ମହାସଂଘ । ମହାସଂଘ ପକ୍ଷରୁ କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା ଏକ ଅନୁନ୍ନତ ମରୁଡି ପ୍ରବଣ ଜିଲ୍ଲା । ବିଭିନ୍ନ ସରକାରୀ ଯୋଜନା ସତ୍ୱେ ଜିଲ୍ଲାରେ କୃଷିର ଉନ୍ନତି ହୋଇ ପାରୁନାହିଁ । ଫଳରେ
Read More...

୧୯୮୨ ମସିହା ମେଟ୍ରିିକ ବ୍ୟାଚ୍‌ର ବନ୍ଧୁ ମିଳନ ପାଇଁ ପ୍ରସ୍ଥୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଘରୋଇ ବସ ସଂଘ କାର୍ୟ୍ୟାଳୟ ପରିସରରେ ୧୯୮୨ ମସିହା ମେଟ୍ରିିକ ବ୍ୟାଚ୍‌ର ପୂର୍ବତନ ଛାତ୍ରମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଛାତ୍ର ହେମନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆଗାମୀ ଦିନରେ ହେବାକୁଥିବା ବନ୍ଧୁ ମିଳନ ସମାରୋହ ପାଇଁ
Read More...

‘କୋଶଳ ପ୍ରବାହ’ର ମହାପ୍ରଭାବ : ଦୀପାଙ୍କ ଟ୍ୱିଟ ପରେ ଉତ୍ତର ରଖିଲା ଗ୍ରାମ୍ୟ ଉନ୍ନୟନ ବିଭାଗ,…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ନିର୍ବାଚନ ମଣ୍ଡଳୀର ବିଜେପୁର ବ୍ଲକ ସ୍ଥିତ ଭଟିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲପତ୍ରା ଗ୍ରାମକୁ ସ୍ଵାଧୀନତାର ୭୫ ବର୍ଷ ପରେ ମଧ୍ୟ ପକ୍କା ରାସ୍ତା ନ ଥିବା ଖବର "କୋଶଳ ପ୍ରବାହ"ରେ ପ୍ରକାଶିତ ହୋଇଥିଲା ।
Read More...

ଗତ ୨୪ ଘଂଟାରେ ୪୦୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୪ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦୭୫ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୩୮ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

କୋଶଳିଆ ମାଳି ସମାଜ ବିକାଶ ବିଜେପୁର ସର୍କଲ ସ୍ତରୀୟ କର୍ମକର୍ତ୍ତାଙ୍କ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳିଆ ମାଳି ସମାଜ ବିକାଶ ପରିଷଦ, ବିଜେପୁର ସର୍କଲ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ଆଜି ଏକ ସୌଜନ୍ୟ ମୂଳକ ବୈଠକ ରଞ୍ଜିତ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନଭେମ୍ବର ମାସ ସୁଦ୍ଧା ସମସ୍ତ ଜୋନାଲ ବୈଠକ
Read More...