Daily Archives

ଖପ୍ରାଖୋଲ ପ୍ରଶାସନ ନୀରବ ଦ୍ରଷ୍ଟା ପାଲଟିଛି

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଅଙ୍ଗନୱାଡି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟର ସାମ୍ନାରେ କିଛି ବର୍ଷ ଧରି ଅଳିଆ ଗଦା ରହିଛି, କିନ୍ତୁ ପ୍ରଶାସନ ଅନ୍ଧ ଭାବରେ ଚୁପ ରହିଛି, ଯେଉଁଠାରେ ଦେଶର ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ଅଭିଯାନରେ ନିୟୋଜିତ ଅଛନ୍ତି କିପରି
Read More...

ହରିଶଙ୍କର ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟଘାଟ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତିର୍ଥ ସ୍ଥଳୀ ହରିଶଙ୍କର ଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ବ୍ଳକ ସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ ମା' ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହାଙ୍କ
Read More...

ଆଠଗାଁ ଧରମସିଂ ମାନଧାତା ଶୃତି ଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଳକ ଆଠଗାଁ ଧରମସିଂ ମାଝୀ ମାନଧାତାଙ୍କୁ ଐତିହାସିକ ସ୍ୱୀକୃତି ଏବଂ ସଂରକ୍ଷଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏନେଇ ଆଜି ଗାଁର ପାଠାଗାର ଠାରେ ଆୟୋଜିତ ଏକ ବୈଠକ ଗତ କିଛି ଦିନ ତଳେ ରାଜ୍ୟ ପର୍ଯ୍ୟଟନ ଏବଂ ଓଡ଼ିଶା ଭାଷା ସାହିତ୍ୟ ଏବଂ
Read More...

ଭୀମପାହାଡ଼ରେ ବିଜେପିର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୨ଟା ସମୟରେ ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ଗାଁ ନିକଟରେ ଥିବା ପର୍ଯ୍ୟଟନସ୍ତଳୀ ଭୀମପାହାଡ଼ରେ ବିଜେପି ନେତା ତଥା ଗତ ଜିଲ୍ଲା ପରିଷଦ ୧୩ ଜୋନରୁ ସଭ୍ୟ ଭାବେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଡ. ଶଶୀ ଭୂଷଣ ସାହୁଙ୍କ
Read More...

ଜୁନିଅର ରେଡକ୍ରସ ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ବ୍ଲକ ଅନ୍ତର୍ଗତ ଖରଜୁରା ସ୍ଥିତ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡକ୍ରସ ୟୁନିଟ ତରଫରୁ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଲୋକନାଥ ମିଶ୍ରଙ୍କ ଶିବିରରେ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବରେ ଜିଲ୍ଲା
Read More...

ଓବିସି ମୋର୍ଚ୍ଚା ପକ୍ଷରୁ ସ୍ଵଛ ଭାରତ ଅଭିଯାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଶା ପ୍ରଦେଶ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳଙ୍କ ଆହ୍ୟାନ କ୍ରମେ ଗଞ୍ଜାମ ଜିଲ୍ଲା ଓବିସି ମୋର୍ଚ୍ଚା ତରଫରୁ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ୟୁଡିଏସ୍ ପୁର ପଞ୍ଚାୟତର ବେଣୀ ଗୌରୀ
Read More...

୧୦୮ ଆମ୍ବୁଲାନ୍ସ ସେବା ପାଇଁ ଭାଜପା ନେତାଙ୍କ ପ୍ରତିବାଦ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କିଛିଦିନ ହେଲା ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ରହିଥିବା ଯୋଗୁଁ ସ୍ଥାନୀୟ ଭାଜପା ନେତା ମାନେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗଞ୍ଜାମ
Read More...

ଭବିଷ୍ୟତ ସୁରକ୍ଷା ପାଇଁ ଜନ୍ମଦିନ ପାଳନ ଅବସରରେ ବୃକ୍ଷ ରୋପଣ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପରିବେଶର ସୁରକ୍ଷା ଦିଗରେ ଅନେକ ସଚେତନ ହେଲେଣି । ପରିବେଶ ପ୍ରଦୂଷଣ ହିଁ ଆଗାମୀ ଦିନରେ ବଞ୍ଚିବା କଷ୍ଟକର ହୋଇପଡିବ । ତେଣୁ ଏହାର ସୁରକ୍ଷା ତଥା ପ୍ରଦୂଷଣ ନିୟନ୍ତ୍ରଣ ଏକାନ୍ତ ଅପରିହାର୍ଯ୍ୟ । ତେଣୁ ଅଗ୍ରଣୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ବର୍ଷ
Read More...

ଗଞ୍ଜାମ ରେଡ୍ଡୀ ମହାଜନ ସଂଘମର ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଂଚାୟତ ରାଉଳିବନ୍ଧ ଗ୍ରାମ କଲ୍ୟାଣୀ ମଣ୍ଡପ ଠାରେ ଗଞ୍ଜାମ ରେଡ୍ଡୀ ମହାଜନ ସଂଘମ ଆସ୍କା ଜୋନ ସ୍ତରୀୟ ପ୍ରଶିକ୍ଷଣ ଶିବିର ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ସିଏଚ. ଦିଲେଶ୍ଵର
Read More...

ଜିଲ୍ଲା ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ କୁମାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଞ୍ଚଳିକ
Read More...
error: Content is protected !!