Monthly Archives

September 2021

ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରେଡ୍‌କ୍ରସ ଶାଖା ସୌଜନ୍ୟରେ ଛତ୍ରପୁର ସ୍ଥିତ ପଣ୍ଡିତନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ କରୋନା ସଚେତନତା ସଭା ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନାରୁ ରକ୍ଷା ପାଇବାକୁ ହେଲେ ମାସ୍କ
Read More...

ଅଞ୍ଚଳ ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଅଞ୍ଚଳ ମହାବିଦ୍ୟାଳୟ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତର ଯୁକ୍ତ ୩ ଶେଷ ବର୍ଷ ସେମିଷ୍ଟର ପରୀକ୍ଷାର ପ୍ରକାଶିତ ଫଳରେ ଅଞ୍ଚଳ ମହାବିଦ୍ୟାଳୟର ଆଠ ଜଣ ଛାତ୍ରଛାତ୍ରୀ କୃତିତ୍ୱ ସହ ବିଭିନ୍ନ ବିଭାଗରେ ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠ
Read More...

ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସ୍ଥାନୀୟ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଶନିବାର ବିଜୟଲକ୍ଷ୍ମୀ ପାଣିଗ୍ରାହୀ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ପ୍ରତାପପୁର ସ୍ଥିତ ଆର.ଟି. ବିଦ୍ୟାପୀଠରେ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ
Read More...

ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇ ଦିନିଆ କର୍ମଶାଳା ଉଦଘାଟିତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ଠାରେ ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । ଭାରତର ବିଭିନ୍ନ ବନ୍ଦରରେ ଥିବା ଶ୍ରମିକ ସଂଗଠନର ମୁଖ୍ୟ ଏଥିରେ ଯୋଗ ଦେଇ ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଶ୍ରମିକ ସଂଗଠନ ମାନେ ସବୁବେଳେ ପ୍ରୟାସ କରୁଛନ୍ତି
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଗରିବ ଅସହାୟ ବୃଦ୍ଧ ଅରଛୁ ବାରିକ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାର ବ୍ୟବସ୍ଥା କରିଥିବା ବେଳେ ପ୍ରଶାସନ ଓ ସରକାରୀ କର୍ମଚାରୀଙ୍କ ଚରମ ଉଦାସୀନ ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଂଚିତ । ନିଜ ଭାଗ୍ୟକୁ ଆଦରି ଝାଟିମାଟି କୁଡ଼ିଆରେ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୪୦ଜଣକୁ ବୃଦ୍ଧି ପାଇଛି । ଅନୁଗୁଳ ଓ ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ
Read More...

ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୨-୦ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରଧାନମନ୍ତ୍ରୀଙ୍କ "ଫିଟନେସ୍ କା ଡୋଜ୍ ଆଧା ଘଣ୍ଟା ରୋଜ୍" ଆହ୍ବାନକୁ ନେଇ ଜନ୍ ଭାଗିଦାରୀ ତୋ ଜନ୍ ଆନ୍ଦୋଳନ୍ ବାର୍ତ୍ତାରେ ଗତକାଲି ସୁବର୍ଣ୍ଣପୁରର ରୟାଲ୍ ପଡିଆ ଠାରେ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ ୨-୦ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଜନ୍ମ ଦିନରେ ରକ୍ତଦାନ କଲେ ସିଆରପିଏଫ୍ ମଣ୍ଟୁ କରନ୍

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାଏପାଲି ଗାଁର ସିଆରପିଏଫ୍ ମଣ୍ଟୁ କରନ୍‌ ନିଜର ଜନ୍ମ ଦିବସ ଅବସରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲର ରକ୍ତ ଭଣ୍ଡାରରେ ରକ୍ତଦାନ କରି ଏକ ଅମୂଲ୍ୟ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଛନ୍ତି । ଏହି ସମୟରେ ରକ୍ତଦାତା ନିତ୍ୟାନନ୍ଦ ଷଡଙ୍ଗୀ, ଅବନୀ
Read More...

ସଇଁନ୍ତଲା ବଣିକ ସଂଘ ପକ୍ଷରୁ ସଚେତନତା କରିବା ସହ ମାସ୍କ ବଣ୍ଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମାହାମାରୀରକୁ ହରାଇବାକୁ ହେଲେ ସଚେତନତା ନିହାତି ଆବଶ୍ୟକ । ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଯାଇନଥିବା ବେଳେ କରୋନାର ତୃତୀୟ ଲହର ଆସୁଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଲାଣି । ତେବେ ଏଭଳି ପରିସ୍ଥିତିରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୧୫୮ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୩୮ ଜଣ ଆଂଚଳିକ
Read More...