Monthly Archives

September 2021

କୋଭିଡ ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିଚାଳନା

ସାଲେଭଟା, (କେପିଏନ୍‌ଏସ୍‌) : ଦୀର୍ଘ ୨ବର୍ଷ ପାଖାପାଖି କୋଭଡି ଭୟରେ ରାଜ୍ୟ ସରକାର ପ୍ରାଥମିକ ସ୍କୁଲରେ ଶ୍ରେଣୀ ଗୃହ ଶିକ୍ଷାଦାନକୁ ଅନୁମତି ଦେଇପାରି ନାହାନ୍ତି । ୟୁଟ୍ୟୁବ ଲାଇଭ କ୍ଲାସ ଓ ବିଭିନ୍ନ ବୈକଳ୍ପିକ ସାଧନ ମାଧ୍ୟମରେ ପାଠପଢା ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସାଲେଭଟା
Read More...

କବି ହେମନ୍ତ ଦାଶ ସମ୍ମାନୀତ

ତୁଷୁରା, (ଅଜିତ କୁମାର ସାହୁ) : ଦୈନିକ ଖବର କାଗଜ ସମ୍ବାଦ ପକ୍ଷରୁ ଆୟୋଜିତ "ମାତୃ ଦିବସ" ସନ୍ଦେଶ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୋଷରାର ଆଶୁକବି ହେମନ୍ତ ଦାଶ ବିଜେତା ହୋଇଛନ୍ତି । ତାଙ୍କୁ ସମ୍ବାଦ ପକ୍ଷରୁ ଏକ ରୌପ୍ୟ ମୁଦ୍ରା ପୁରସ୍କାର ସ୍ୱରୂପ ଭେଟି
Read More...

ଜୁନିଅର ରେଡକ୍ରସ ୟୁନିଟ ଗଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସ୍ଥାନୀୟ ପଂଚାୟତ ଉଚ୍ଚ ବିଦ୍ୟାଳୟ, ମାୟାବର୍ହାରେ ଜୁନିଅର ରେଡକ୍ରସ ୟୁନିଟ ଗଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟର ରାଜ୍ୟ ପୁରସ୍କାର ପ୍ରାପ୍ତ ଜୁନିଅର ରେଡ୍‌କ୍ରସ
Read More...

ବନବାସୀ ସୁରକ୍ଷା ସଂଗଠନ ପକ୍ଷରୁ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ବୈଠକ ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ରଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନବାସୀ ସୁରକ୍ଷା ସଂଗଠନ ପକ୍ଷରୁ ପ୍ରଶାନ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ
Read More...

ରାଜ ବୋଡାସମ୍ବର ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡସମ୍ୱର ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବେ ଧର୍ମକୁମାର ଶତପଥୀ (ଓଇଏସ୍‌- ଆଇଆଇ) ଯୋଗଦାନ କରିଛନ୍ତି । ଶ୍ରୀ ଶତପଥୀ ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଲୁଥୁରବନ୍ଧରେ ସିନିୟର୍ ଏସ.ଇ.ଏସ ଭାବେ
Read More...

ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟରେ ନିଆଁ

ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ବିଦ୍ୟୁତ ସଟ ସର୍କିଟ ଯୋଗୁଁ ପାଟଣାଗଡ଼ ଗୋଷ୍ଠୀ ଉନ୍ନୟନ କାର୍ୟ୍ୟାଳୟର ଗ୍ରାମୀଣ ଗୃହ ପ୍ରକୋଷ୍ଠ କାର୍ଯ୍ୟାଳୟରେ ନିଆଁ ଲାଗି ଯାଇ କମ୍ପ୍ୟୁଟର ସହିତ ବିଭିନ୍ନ ଜରୁରୀ
Read More...

ପେଟ୍ରୋଲିଂ ସମୟରେ ଦୁଇ ଚୋରଙ୍କୁ କାବୁ କଲା ପଦ୍ମପୁର ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୋଲିସ ପକ୍ଷରୁ ପଦ୍ମପୁର ଥାନା ଅଧିକାରୀ ରାଜେନ୍ଦ୍ର ସିଆଲ ଓ ତାଙ୍କ ଟିମ ରାତ୍ରୀକାଳୀନ ପେଟ୍ରୋଲିଂ ସମୟରେ ପଦ୍ମପୁର ବଜାରପଡାର ବଲିଆର ମଲ୍ଲିକ ଓ ରଜାପଡାର ଦୀପକ ପଧାନ ନାମକ ଦୁଇ ଜଣ ଯୁବକ ବୁଲୁଥିବା ଦେଖି ଯୁବକ ମାନଙ୍କୁ ପଚରା ଉଚରା କରିଥିଲେ
Read More...

ଗୁରୁମୁନି ଗାଁକୁ ରାଜସ୍ୱ ମାନ୍ୟତା ଦାବୀରେ ତହସିଲଦାର ଓ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଗୁରୁମୁନି ଗାଁକୁ ରାଜସ୍ୱ ମାନ୍ୟତା ମିଳିନଥିବା ବେଳେ ଆଜି ଏନେଇ ସଇଁନ୍ତଲା ବିଡ଼ିଓ ଦେବାଶିଷ ସାମଲ ଓ ତହସିଲଦାର ଯୁଗେଶ୍ଵର ଧରୁଆଙ୍କୁ ଏକ ଦାବୀପତ୍ର ପ୍ରଦାନ
Read More...

୨୦୨୧ ଜାତି ଭିତ୍ତିକ ଗଣନାରେ ଓବିସି ସମ୍ପ୍ରଦାୟର ଜନଗଣନା କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ‘ଜନଗଣନା ୨୦୨୧’ରେ (ଓବିସି) ଅନ୍ୟାନ୍ୟ ପଛୁଆ ବର୍ଗ ସହ ଜାତି ଭିତ୍ତିକ ଜନଗଣନାକୁ ଅନ୍ତର୍ଭୁକ୍ତ କରାଯିବା ନିମନ୍ତେ ଶନିବାର ଗଞ୍ଜାମ ଜିଲ୍ଲା ଷୋହଳଖଣ୍ଡ ଗୋପାଳ ସମାଜ ପକ୍ଷରୁ ଭାରତର
Read More...

ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ଗୁଗୁଲ ମିଟ୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଦିବା ଘ.୧୧ ସମୟରେ ବଲାଙ୍ଗିର ପୁଇଁନ୍ତଲା ବ୍ଲକ ଅଧୀନସ୍ଥ ରାମଜୀ ଉଚ୍ଚ ବିଦ୍ୟାଳୟ କୁରୁଲର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମର ଏକ ଗୁଗୁଲ ମିଟ୍ କାର୍ଯ୍ୟକ୍ରମ ବିଦ୍ୟାଳୟର ଆଲୁମିନୀମାନଙ୍କ ସହ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର
Read More...