Monthly Archives

September 2021

ଇସ୍କନ ପ୍ରତିଷ୍ଠାତା ପ୍ରଭୁ ପାଦଙ୍କ ଜୟନ୍ତୀ ଉତ୍ସବ

ବରଗଡ଼, (ସତ୍ୟନାରାୟଣ ପଧାନ) : ବିଶ୍ୱରେ ଶ୍ରୀକୃଷ୍ଣଙ୍କ ପ୍ରଚାରକ ତଥା ଶ୍ରୀକୃଷ୍ଣଙ୍କ ପରମ ଭକ୍ତ ଇସ୍କନର ପ୍ରତିଷ୍ଠାତା ଶ୍ରୀଲା ପ୍ରଭୁପାଦଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବରଗଡ଼ ସ୍ଥିତ ଇସ୍କନର ସଭ୍ୟସଭ୍ୟା ମାନେ ଶ୍ରୀକୃଷ୍ଣଙ୍କ ନାମ ଧରି ଏକ
Read More...

ସାଲେଭଟା ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ସାଲେଭଟା, (ସୁଶିଲ ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଗୁରୁ ଦିବସ ପ।ଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ୍‌ ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ୟ୍ୟକ୍ରମରେ ଡ. ସର୍ବପଲ୍ଲୀ
Read More...

ଅଭିନନ୍ଦନ ସାହିତ୍ୟ ପରିଷଦ ବଲାଙ୍ଗିରର ପ୍ରତିଷ୍ଠା ଦିବସ ଓ ପ୍ରଥମ ଅଧିବେଶନ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ତେଲିଗୋଟପଡା ଠାରେ ଅଭିନନ୍ଦନ ସାହିତ୍ୟ ପରିଷଦ ବଲାଙ୍ଗିରର ପ୍ରତିଷ୍ଠା ଦିବସ ଓ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ସତ୍ୟବନ୍ତ ବେଦବାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି
Read More...

ଭଟଲି ଦଧିବାମନ କଲେଜର ୧୧ଜଣ ଛାତ୍ରଛାତ୍ରୀ ୟୁନିଭର୍ସିଟି ଟପ୍ପର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ବିଭିନ୍ନ ବିଷୟ ସମ୍ମାନରେ ଭଟଲି ଦଧିବାମନ ମହା ବିଦ୍ୟାଳୟର ୧୧ ଜଣ ଛାତ୍ରଛାତ୍ରୀ ସଫଳତା ପାଇଛନ୍ତି । ଏଥିପାଇଁ କଲେଜରେ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ଅଭିଭାବକ ଓ
Read More...

କ୍ଷୀରଧରକୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୁରେନା ବାସିନ୍ଦା କ୍ଷୀରଧର ନିଆରିଙ୍କୁ ୬୭ ବୟସ ହେଲାଣି, କିନ୍ତୁ ସରକାରୀ ଭତ୍ତା ଯୋଜନାରୁ ବଞ୍ଚିତଥିବା ଅଭିଯୋଗ ହେଉଛି । ସରକାରଙ୍କ ଘୋଷଣା ଅନୁଯାୟୀ କେହିବି ଗରୀବ ବରିଷ୍ଠ ନିରାଶ୍ରୟ
Read More...

ଶ୍ରୀ ଶ୍ରୀ ଜଗନ୍ନାଥ କ୍ଳବ ଶାନ୍ତିନଗର ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ଜଗନ୍ନାଥ କ୍ଲବ ଶାନ୍ତିନଗର ପକ୍ଷରୁ ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ପଦ୍ମପୁର ବନ ବିଭାଗର ରେଞ୍ଜର ପୂର୍ଣ୍ଣଚନ୍ଦ୍ର ମହନ୍ତ ଶୁଭାରମ୍ଭ
Read More...

ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ ନିୟମ ପାଳନ କରି ଗୁରୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଉପସ୍ଥାପିତ ସର୍ବପଲ୍ଲୀ ରାଧାକୃଷ୍ଣନ ତଥା ଅନ୍ୟ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପୂଜନ ପରେ ପ୍ରଧାନ
Read More...

ଦାଖଲ କାଗଜ ପତ୍ରରେ ଜାଲିଆତି ନେଇ ଗ୍ରାମବାସୀଙ୍କ ଅଭିଯୋଗ

ସିନାପାଲି, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ରାଣିମୁଣ୍ତା ପଞ୍ଚାୟତ ମହେଶ୍ୱର ଗ୍ରାମର ମାଝିପଡାରେ ନୂତନ ଭାବେ ଅଙ୍ଗନବାଡି କର୍ମୀ ପଦବୀ ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନା ସିନାପାଲି ଦ୍ୱାରା ବିଜ୍ଞାପନ ହୋଇଥିଲା । ହେଲେ ଜାଲିଆତି କାଗଜପତ୍ର ଦେଇ ମହେଶ୍ୱର
Read More...

ପବିତ୍ର ଗୁରୁଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ
Read More...

ଭଗ୍ନ ଅବସ୍ଥାରେ କେନାଲ : ଚାଷ ଜମିକୁ ଆସୁନି ପାଣି, ଚିନ୍ତାରେ ଚାଷୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ସହ ଜଳ ସେଚନର ସୁବ୍ୟବସ୍ଥା ନ ଥିବାରୁ ଗଞ୍ଜାମ ଜିଲ୍ଲାର ଚାଷ ଜମିଗୁଡିକରେ ମରୁଡି ପରିସ୍ଥିତି ଉପୁଜିଛି । ଚାଷୀ କୂଳ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଛତ୍ରପୁର ବ୍ଲକର ବିପୁଳିଙ୍ଗି
Read More...