Monthly Archives

September 2021

ବ୍ରିସ୍କା ତରଫରୁ ଗୁରୁ ଦିବସ ଅନୁଷ୍ଠିତ : ଗୁରୁ ଜ୍ୟୋତିଙ୍କୁ ମନେ ପକାଇଲେ ଛାତ୍ରଛାତ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବ୍ରିସ୍କା ଅନୁଷ୍ଠାନରେ ଆଜି ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ କରୋନାରେ ପ୍ରାଣ ହରାଇଥିବା ପୂର୍ବତନ ଗୁରୁ ଜ୍ୟୋତି ପାଣୀଗ୍ରାହୀଙ୍କୁ ମନେ ପକାଇବା ସହ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
Read More...

ନାବାଳିକା ଝିଅମାନଙ୍କୁ ଚାଲାଣ ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ିଲେ : ଦୁଇ ଚାଲାଣକାରୀ ଅଟକ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ହଦ ଗାଁର ୬ଜଣ ନାବାଳିକାକୁ ଚାଲାଣ ବେଳେ କୁର୍ତ୍ତମଗଡ଼ ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ି ଅଟକ ଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ୫ହଜାର ଟଙ୍କା ପ୍ରଲୋଭନ ଅର୍ଥ ଦେଖାଇ
Read More...

ଉତ୍ତମ ମାନର ଛତୁଆ ଯୋଗାଉଛନ୍ତି ଶ୍ରୀ ଶ୍ରୀ ଲଷ୍ମୀ ମା’ ଏସ୍‌ଏଚ୍‌ଜି ଦଳ : ୩୦ ପରିବାରଙ୍କୁ ମିଳୁଛି ରୋଜଗାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ପକ୍ଷରୁ ଗର୍ଭବତୀ ମହିଳା ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦେଇଥିବା ବେଳେ ଅନେକ ଏସ୍‌ଏଚ୍‌ଜି ଦଳ ଛୁତୁଆ ପ୍ରସ୍ତୁତି କରି
Read More...

ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ରଣାଙ୍କ ପରଲୋକ

କଳାହାଣ୍ଡି, (ପି. କେ. ସାହୁ) : କଳାହାଣ୍ଡି ଜ଼ିଲ୍ଲା ମ.ରାମପୁର ବ୍ଲକ ଅନର୍ଗତ ଅଲାତରାର ଅବସର ପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ରଣା(୭୮) ବୟସରେ ଶନିବାର ସକାଳ ୫.୩୦ରେ ପରଲୋକ ହୋଇଛି । ସେ ପଞ୍ଚସଖା ଉଚ୍ଚ ବିଦ୍ୟାପୀଠର ପ୍ରତିଷ୍ଠତା ମଧ୍ୟରେ ଜଣେ, ଯେଉଁ ବିଦ୍ୟାଳୟ ଏବେ ସ୍ମାର୍ଟସ୍କୁଲରେ
Read More...

ଓଡିଶା ମୋ ପରିବାର ଆନୁକୂଲ୍ୟରେ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ନେଇ ଲୋଇସିଂହା ଠାରେ ଗୁରୁପୂଜନ ସମାରୋହ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ସ୍ଥିତ ଆଦିବାସୀ ଭବନ ଠାରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଓଡ଼ିଆ ମୋ ପରିବାର ଆନୁକୂଲ୍ୟରେ ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଞ୍ଚଳର ୫୦ରୁ ଉର୍ଦ୍ଧ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ନେଇ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ
Read More...

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରକ୍ତଦାନ କଲେ ବିଏସ୍‌ଏଫ୍‌ ଯବାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ କୁନ୍ଦେଇଗଡ ଗ୍ରାମର ଶଙ୍ଖଜିନୀ ବାରିକ (୨୬) ଗତ ୩ ତାରିଖରୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସିତ ହେଉଥିଲେ । ତାଙ୍କ ଶରୀରରେ ରକ୍ତର ପରିମାଣ ୨.୫ ରହିଥିଲା, ଯଦ୍ୱାରା ଶ୍ରୀମତୀ ବାରିକଙ୍କ ବଡ ଭାଇ
Read More...

ଭାଇଚାରାର ବାର୍ତ୍ତା ଦେଲା ନୂଆଁଖାଇ ଯୋଟ ଯାଟ୍ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇକୁ ଆଉ କେଇ ଦିନ ବାକିଥିବା ବେଳେ ଗରିବ, ଅସହାୟ, ନିଷ୍ପେସିତଙ୍କ ମୁହଁରେ ହସ ଫୁଟେଇବା ପାଇଁ ଅଢ଼ିଆ ଭେଟ ଦେବା କାର୍ଯ୍ୟକ୍ରମ ନୂଆଁଖାଇ ଯୋଟ୍‌ ଯାଟ୍‌ ଅନୁଷ୍ଠିତ ହୋଇଛି । ବରଗଡ଼ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ଏହି
Read More...

ଭର୍ଚୁଆଲ ମୋଡରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ରାମଜୀ ଉଚ୍ଚ ବିଦ୍ୟାଳୟ, କୁରୁଲର ମୋ ସ୍କୁଲ ଅଭିଯାନର ଏକ ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାମଜୀ ଉଚ୍ଚ
Read More...

ପବିତ୍ର ଗୁରୁ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୫୮ୟୁନିଟ୍ ରକ୍ତ ସଂଗୃହୀତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ପବିତ୍ର ଗୁରୁ ଦିବସ ଅବସରରେ ଭେଡେନ ସ୍ଥିତ ଜ୍ଞାନ ଡିଫେନ୍ସ କୋଚିଂ ସେଣ୍ଟର ଓ ନିଷ୍ଠା ପରିବାରର ମିଳିତ ଆନକୂଲ୍ୟରେ ଭେଡେନ, ବରଗଡ଼ ଠାରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଅତିଥି ଭାବରେ ଅରୁଣ କୁମାର ପଣ୍ଡା,
Read More...

୮୪ ଘର ଅଘରିଆ ସମାଜର ମରୁଡି ସ୍ଥିତି ନେଇ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାର ମରୁଡି ପରିସ୍ଥିତି ଘୋଷଣା କରିବା ନେଇ ୮୪ ଘର ଅଘରିଆ ସମାଜ କେନ୍ଦ୍ର କାର୍ୟ୍ୟକାରୀ କମିଟୀ ତଥା କୃଷକ ମଂଚ ତରଫରୁ ରାମଚନ୍ଦ୍ରପୁର ଗୁଡି ଅଧିନ ଜନକପୁର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସଭାପତି ହରିଶଙ୍କର ସାଏଙ୍କ
Read More...