Monthly Archives

September 2021

ଡେଲାଙ୍ଗରେ ରକ୍ତଦାନ ଶିବିର : ୮୦ ୟୁନିଟ୍‌ ରକ୍ତ ସଂଗ୍ରହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ଅଭିଯାନରେ ଡେଲାଙ୍ଗ ବ୍ଲକର ଘୋରଡିଆ ସ୍ଥିତ ରାଧାମୋହନଦେବ ବିଦ୍ୟାପୀଠ ଠାରେ ଗତକାଲି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୋଭିଡ୍‌ ଗାଇଡ୍‌ଲାଇନ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ
Read More...

ରେଙ୍ଗାଲି ଗ୍ରାମରୁ ୧୧୦ ଲିଟର ଦେଶୀ ରନ୍ଧା ମଦ ସହ ୩ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡସ୍ଥ ଲରମ୍ଭା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମରୁ ଆଜି ଅବକାରୀ ବିଭାଗ ୧୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅବକାରୀ ବିଭାଗର ବଲାଙ୍ଗିର ମୋବାଇଲ ଟିମ୍‌, ବଲାଙ୍ଗିର ସଦର ଟିମ୍‌
Read More...

ବୃକ୍ଷ ହିଁ ମାନବ ଜାତିର ଆଦିମ ଗୁରୁ : ପ୍ରକୃତି ପ୍ରେମୀ ହୃଷୀକେଶ ପାଢୀ

ଡେଲାଙ୍ଗ : ( ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣାଗ୍ରାମରେ ଗଢି ଉଠିଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଗ୍ରାମର ଆରାଧ୍ୟଦେବ ଇଶାଣେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ଥିବା ବହୁ ପୁରାତନ ବକୁଳବୃକ୍ଷ, ବେଲବୃକ୍ଷ, ଅଁଳାବୃକ୍ଷ ପୂଜନ ଉତ୍ସବ କରାଯାଇ ଅଛି ।
Read More...

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ମହିଳା ଶାଖାର ଗୁରୁ ଦିବସ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ମହିଳା ଶାଖା ପକ୍ଷରୁ ଆଜି ଭଟଲି ତେଜାଗଲା ସ୍ଥିତ ଅର୍ବାନ ହୋମ(ବରଗଡ଼ ଏଜୁକେଶନାଲ ହଷ୍ଟେଲ) ପରିସରରେ ପାଳନ କରାଯାଇଥିଲା । ମଞ୍ଚର ସଭ୍ୟ ସଭ୍ୟା ମାନେ ଏହି ଅବସରରେ ପାଠପଢ଼ା ପାଇଁ ଉତ୍ସାହିତ କରିବା ସକାଶେ ସେଠାରେ ରହି ପାଠ
Read More...

ପଦ୍ମପୁର ନିର୍ବାଚନ ମଣ୍ଡଳୀର ବରିକେଲ ମଣ୍ଡଳୀ ଯୁବ ମୋର୍ଚ୍ଚା ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ବରିକେଲ ମଣ୍ଡଳ ବିଜାଡ଼ିହି ଛକ ଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ବରିକେଲ ମଣ୍ଡଳ ସଭାପତି ରାଜେନ୍ଦ୍ର ମର୍ହିଙ୍କ ଅଧକ୍ଷତାରେ ମଣ୍ଡଳ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ବରିକେଳ ମଣ୍ଡଳ ସଭାପତି ସୌକିଲାଲ ସାହା ସଭାକୁ
Read More...

ଆବାସ ଯୋଜନା ତଥା ମନରେଗା ଦୁର୍ନୀତିକୁ ନେଇ ଆନ୍ଦୋଳନ ସଜବାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖଲି ପଞ୍ଚାୟତ ସ୍ତରୀୟ ଏକ ସଭା ଖଳାବାହାଲ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସମସ୍ତ ଗ୍ରାମରୁ ଜନସାଧାରଣ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗାରେ ହେଉଥିବା ଦୁର୍ନୀତି ତଥା ଅନିୟମିତତା
Read More...

ତୃଣମୂଳ ସ୍ତରରୁ କଂଗ୍ରେସକୁ ମଜବୁତ୍ କରିବାକୁ ବରଗଡ଼ ନଗର ଏବଂ ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟନିର୍ବାହୀ ବୈଠକ…

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିଧାନସଭା ପ୍ରାର୍ଥୀ ନିପନ କୁମାର ଦାଶଙ୍କ ନିର୍ଦ୍ଦେଶ କ୍ରମେ ପରିଚାଳିତ କରାଯାଇ ବରଗଡ ନଗର ଏବଂ ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟକାରୀ କମିଟି କାର୍ଯ୍ରନିର୍ବାହୀ ବୈଠକ ଆଜି ନଗର ସଭାପତି ସୁଧୀର ରଞ୍ଜନ ଜେନା ଏବଂ ବ୍ଲକ ସଭାପତି ଅନନ୍ତ ତାଣ୍ଡିଙ୍କ
Read More...

ଗନ୍ଧମାର୍ଦ୍ଦନ ଗୋଶାଳାରେ ବିଶ୍ୱହିନ୍ଦୁ ପରିଷଦର ସ୍ଥାପନା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଶ୍ୱହିନ୍ଦୁ ପରିଷଦର ସ୍ଥାପନା ଦିବସ ତଥା ସ୍ୱାମୀ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଅବସରରେ ଶ୍ରଦ୍ଧେୟ ବିଭୁତି ଭାଇଙ୍କ ଅଧ୍ୟକ୍ଷତାରେ ଗନ୍ଧମାର୍ଦ୍ଧନ ଗୋଶାଳାରେ ପାଳିତ ହୋଇଛି । ଏହି ପର୍ବରେ ମୁଖ୍ୟବକ୍ତା ଭାବରେ ଶ୍ରୀ ଚୁଡାମଣି ସାହୁ ଓ ମୁଖ୍ୟ
Read More...

କସ୍ତୁରବା ଗାନ୍ଧୀ ମାତୃ ନିକେତନରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଠାରେ ପବିତ୍ର ଗୁରୁଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠାନ ଅଧ୍ୟକ୍ଷ ନିର୍ମଲ ଗିରିଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ଭାବରେ ନରେନ୍ଦ୍ର ପାଣିଗ୍ରାହୀ, ଅନୁଷ୍ଠାନ
Read More...

ଅଖିଳ ଭାରତୀୟ ଗ୍ରାହକ ପଂଚାୟତ : ସ୍ୱର୍ଣ୍ଣ ଜୟନ୍ତୀ ପୁର୍ବରୁୁ କାର୍ଯ୍ୟକ୍ଷେତ୍ରରେ ବିସ୍ତାର କରାଯିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ସ୍ଥାପନର ୫୦ ବର୍ଷ ପୂର୍ତ୍ତି କରୁଛି । ସ୍ୱର୍ଣ୍ଣ ଜୟନ୍ତୀ ପୂର୍ବରୁ ଏହାର କାର୍ଯ୍ୟକ୍ଷେତ୍ରକୁ ବିସ୍ତାରିତ କରି ବଲାଙ୍ଗିର ଜିଲ୍ଲାର ତହସିଲ ଏବଂ ପଂଚାୟତ ସ୍ତରକୁ କାର୍ଯ୍ୟକର୍ତ୍ତା ନିର୍ମାଣ କରାଯିବାକୁ ଆଜି ବଲାଙ୍ଗିର
Read More...