pakka

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ମହିଳା ଶାଖାର ଗୁରୁ ଦିବସ ପାଳନ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ମହିଳା ଶାଖା ପକ୍ଷରୁ ଆଜି ଭଟଲି ତେଜାଗଲା ସ୍ଥିତ ଅର୍ବାନ ହୋମ(ବରଗଡ଼ ଏଜୁକେଶନାଲ ହଷ୍ଟେଲ) ପରିସରରେ ପାଳନ କରାଯାଇଥିଲା । ମଞ୍ଚର ସଭ୍ୟ ସଭ୍ୟା ମାନେ ଏହି ଅବସରରେ ପାଠପଢ଼ା ପାଇଁ ଉତ୍ସାହିତ କରିବା ସକାଶେ ସେଠାରେ ରହି ପାଠ ପଢୁଥିବା ଅନ୍ତେବାସୀ ବାଳକ ବାଳିକାମାନଙ୍କୁ ପାଠ୍ୟପୁସ୍ତକ, ଖାତା, କଲମ ବଣ୍ଟନ କରିଥିଲେ । ସେହିପରି ଆଶ୍ରମ ପରିବେଶକୁ ସବୁଜ ସୁନ୍ଦର କରିବା ପାଇଁ ଅନ୍ତେବାସୀଙ୍କ ସହ ବୃକ୍ଷ ରୋପଣ ମଧ୍ୟ କରିଥିଲେ । ଅର୍ବାନ ହୋମର ତତ୍ୱାବଧରକ ସିମୋନ ନନ୍ଦଙ୍କ ସହ ମଞ୍ଚର ସଭ୍ୟା ମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 + 9 =

error: Content is protected !!