om academy

ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇ ଦିନିଆ କର୍ମଶାଳା ଉଦଘାଟିତ

jsm

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ଠାରେ ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । ଭାରତର ବିଭିନ୍ନ ବନ୍ଦରରେ ଥିବା ଶ୍ରମିକ ସଂଗଠନର ମୁଖ୍ୟ ଏଥିରେ ଯୋଗ ଦେଇ ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଶ୍ରମିକ ସଂଗଠନ ମାନେ ସବୁବେଳେ ପ୍ରୟାସ କରୁଛନ୍ତି । କିନ୍ତୁ ବନ୍ଦର ପ୍ରଶାସନ ସବୁବେଳେ ଶ୍ରମିକଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ବୋଲି ମତ ପ୍ରକାଶ କରିଥିଲେ ଶ୍ରମିକ ସଂଗଠନର ମୁଖ୍ୟ । ଏହି କର୍ମଶାଳା ମାଧ୍ୟମରେ ସମସ୍ତ ସମସ୍ୟା ଓ ଏହାର ସମାଧାନ କରିବାର ସୁତ୍ର ବାହାର କରିବା ନେଇ ଆଲୋଚନା ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.