Monthly Archives

September 2021

ଗଣ୍ଡାବଜା ପକ୍ଷରୁ ସମ୍ବର୍ଦ୍ଧନା ପର୍ବ

ନବୀନ କୁଅଁର ଓ ଶଙ୍କର ପଧାନ ହେଲେ ସମ୍ବର୍ଦ୍ଧିତପ୍ରତିଭା ଥିଲେ ତାକୁ କେହି ରୋକି ପାରିବେ ନାହିଁଁ- ଅମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାର ପୁରସ୍କୃତ କଣ୍ଟଶିଳ୍ପୀ ନବୀନ କୁଅଁର ଓ ବାଦ୍ୟ ଶିଳ୍ପୀ ଶଙ୍କର ପ୍ରଧାନଙ୍କୁ ବଲାଙ୍ଗିର ଗଣ୍ଡାବଜା
Read More...

ବଲାଙ୍ଗିର ଜିଲ୍ଲା ଓଷ୍ଟା କାର୍ଯ୍ୟକାରିଣୀ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଓଷ୍ଟା କାର୍ଯ୍ୟକାରିଣୀ କମିଟିର ଏକ ବୈଠକ ସଭାପତି ଛାୟାକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସଂପାଦକ କୁଶଧ୍ୱଜ ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ
Read More...

ସାମ୍ବାଦିକଙ୍କ ବିରୁଦ୍ଧରେ ରୁଜୁ ମିଥ୍ୟା ମାମଲା ପ୍ରତ୍ୟାହାର ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା…

ବଲାଙ୍ଗିର, (କେପିଏନ୍‌ଏସ୍‌) : କାର୍ଯ୍ୟରତ ସାମ୍ବାଦିକଙ୍କ ବିରୁଦ୍ଧରେ ରୁଜୁ ମିଥ୍ୟା ମାମଲା ପ୍ରତ୍ୟାହାର ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୁକ୍ତକୁ ଗିରଫ ପାଇଁ ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ଶାଖା ପକ୍ଷରୁ ପୁଲିସ ମହାନିର୍ଦ୍ଦେଶକ, ଓଡିଶାଙ୍କୁ ପତ୍ରଲେଖି ନିବେଦନ
Read More...

୨୨ରେ ମୁଖ୍ୟମନ୍ତ୍ରୀଙ୍କ ଟିଟିଲାଗଡ଼ ଗସ୍ତ : ଋଣ ଛାଡ ଘୋଷଣା କରିବେ କି ମୁଖ୍ୟମନ୍ତ୍ରୀ, ଚାଷୀ ମହଲରେ ଆଲୋଚନା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଆସନ୍ତା ୨୨ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟିଟିଲାଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରଶାସନିକ ଅଧିକାରୀ ତଥା ଶାସକ ଦଳ ନେତାଙ୍କ ମଧ୍ୟରେ ଜୋର ଉତ୍ସାହ ଦେଖିବାକୁ ମିଳିଛି । ତେବେ ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ଅଞ୍ଚଳର ଚାଷୀ
Read More...

କୋଭିଡ ଟିକାକରଣ କେନ୍ଦ୍ର ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଳକ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନରେ ସମ୍ପୂର୍ଣ୍ଣ ଭାବେ ଲୋକଙ୍କୁ ଟିକାକରଣ ସୁବିଧାକୁ ଦୃଷ୍ଟିରେ ରଖି ପାଇକମାଲରେ ଦୁଇଟି, ମାଣ୍ଡୋସିଲରେ ଗୋଟିଏ, ଲଖମରାରେ ଗୋଟିଏ ଏବଂ ହେର୍ଡକ୍ୱାଟର ବୁକୁରାମୁଣ୍ଡାରେ ସମୁଦାୟ ୫ ଗୋଟି
Read More...

ଅମୃତ ମହୋତ୍ସବ ପାଇଁ ନେହେରୁ ଯୁବକ କେନ୍ଦ୍ରର ଫିଟ୍ ଇଣ୍ଡିଆ ଫ୍ରିଡମ ଫର୍ ରନ୍ କାର୍ଯ୍ୟକ୍ରମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ପରୀପ୍ରେକ୍ଷୀରେ ଆଜି କେନ୍ଦ୍ର ଖେଳ ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟର ବରଗଡ଼ ସ୍ଥିତ ନେହେରୁ ଯୁବକ କେନ୍ଦ୍ର ପକ୍ଷରୁ ଫିଟ୍ ଇଣ୍ଡିଆ ଫ୍ରିଡମ ଫର୍ ରନ୍ କାର୍ଯ୍ୟକ୍ରମ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମଠାରେ ଆୟୋଜିତ
Read More...

ପୋଖରୀରେ ବୁଡି ଦୁଇ ଶିଶୁପୁତ୍ରଙ୍କ ମୃତ୍ୟୁ, ନାଗଣ ଗ୍ରାମରେ ଶୋକାକୁଳ ପରିବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ଧାନକେରା ଗ୍ରାମପଚାଂୟତ ନାଗଣ ଗ୍ରାମରେ ଶୁକ୍ରବାର ଦୁଇଜଣ ଶିଶୁପୁତ୍ର (ଦୁଇ ଭାଇ) ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ଖବର ମିଳିଛି । ମୃତ ଦୁଇ ଶିଶୁ ଜଣକ ହେଲେ ନାଗଣ ଗ୍ରାମର ସଦାଶିବ ପ୍ରଧାନଙ୍କ ଦୁଇ
Read More...

ନୃସିଂହନାଥ ପୀଠରେ ବିଜେପିର ସେବା ଓ ସମର୍ପଣ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମ ଦିବସକୁ ବିଜେପି ସାରା ଭାରତ ବର୍ଷରେ ସେବା ଓ ସମର୍ପଣ ଅଭିଯାନ ଭାବେ ପାଳନ କରୁଅଛି । ସେପ୍ଟେମ୍ବର ୧୭ ମୋଦୀଙ୍କ ଜନ୍ମ ଦିବସରୁ ଅକ୍ଟୋବର ୭ ତାରିଖ ଯାଏଁ ଏହି ଅଭିଯାନ ଚାଲୁ ରହିବ ସୈନିକ ଓ
Read More...

ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମର ଅନ୍ତିମ ଉପଲବ୍ଧିର ମୂଲ୍ୟାୟନ ସମାପ୍ତ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲାରେ ବିକଳ୍ପ ଶିକ୍ଷା କାର୍ଯ୍ୟକ୍ରମ (ଏ.ଆଇ.ପି)ର ଆଜି ଅନ୍ତିମ ଉପଲବ୍ଧି ମୂଲ୍ୟାୟନ(ଏଣ୍ଡ ଲାଇନ୍ ଏସେସ୍‌ମେଣ୍ଟ) ଇତି ମଧ୍ୟରେ ଶୃଙ୍ଖଳାର ସହ ସମାପ୍ତ ହୋଇଯାଇଛି । ବରଗଡ ଡାଏଟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ମାନେ ନିଜ ନିଜ ଗାଁରେ ଥିବା
Read More...

ଲକ୍ଷ୍ମୀମୁଣ୍ଡାରେ ଗଣେଶ ପୂଜା ଉପଲକ୍ଷେ ଡେନ୍ସ ପ୍ରତିଯୋଗିତା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଗେର୍ଡା ପଞ୍ଚାୟତ ଲକ୍ଷ୍ମୀମୁଣ୍ଡା ଗ୍ରାମର ଗଣେଶ ପୂଜା କମିଟିଙ୍କ ଆନୁକୂଲ୍ୟରେ ଏକ ଡେନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗେର୍ଡା ପଞ୍ଚାୟତ ସମିତି ସଭ୍ୟ ମୋହନ ପଣ୍ଡା ମୁଖ୍ୟ ଅତିଥି, ୱ।ର୍ଡ ମେମ୍ବର
Read More...