Monthly Archives

September 2021

ସାଲେଭଟା ପ୍ରାଥମିକ ସ୍କୁଲରେ ଓଜେନ ଦିବସ ପାଳିତ

ସାଲେଭଟା, (ସୁଶୀଲ କୁମାର ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ପ୍ରାଥମିକ ସ୍କୁଲର ଇକୋ କ୍ଲବ ଆନୁକୂଲ୍ୟରେ କୋଭିଡ ଗାଇଡଲାଇନ ଅନୁପାଳନ କରି ଓଜେନ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ଦୂର୍ଯ୍ୟୋଧନ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ବିଜେପି ତରଫରୁ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ ଓ ମହାପୁରୁଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ତରଫରୁ ସାରା ଭାରତ ବର୍ଷରେ ଆରମ୍ଭ ହୋଇଥିବା 'ସେବା ଏବଂ ସମର୍ପଣ' ଅଭିଯାନ କାର୍ଯ୍ୟକ୍ରମ ଆଜି ବରଗଡ ବିଜେପି ତରଫରୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ବିଷୟରେ
Read More...

ଦୁବାଇ- ୟୁଏଇରେ ନୂଆଁଖାଇ ଭେଟଘାଟର ସ୍ୱତନ୍ତ୍ର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁବାଇ, ୟୁଏଇ ମଧ୍ୟରେ ଚଳିତ ବର୍ଷ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ୨୦୨୧ କୋଭିଡ-୧୯ ନିୟମାନୁସାରେ ଏକ ଭିନ୍ନ ସ୍ୱତନ୍ତ୍ରତା ମଧ୍ୟରେ କୋଇଲା ଲଞ୍ଜେଷ ଠାରେ ଆୟୋଜନ କରାଯାଇଥିଲା ଯେଉଁଠି ପ୍ରାୟତଃ ଏକ ଶହରୁ ଉର୍ଦ୍ଧ୍ୱ ପଶ୍ଚିମ ଓଡିଶାର ପରିବାର ସମୂହ
Read More...

ବିଜୟାନନ୍ଦ ଚିନିକଳ ସମ୍ମୁଖରେ ଭିଆଇପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଚିନିକଳ ପୁନଃ ପ୍ରଚଳନ ପାଇଁ ୨୨ରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ୭ବର୍ଷ ହେଲା ବନ୍ଦ ଥିବା ବିଜୟାନନ୍ଦ ସମବାୟ ଚିନିକଳକୁ ପୁନଃ ପ୍ରଚଳନ କରିବା ପାଇଁ ଗତ୧ରୁ ଚିନିକଳ ସମ୍ମୁଖରେ ଧରଣାରେ ବସିଥିବା ଭିଲେଜର୍ସ ଇଣ୍ଡିଆ ପାର୍ଟିର ସଭାପତି ଶନିବାର ୨ଟା ସମୟରେ ଏକ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି ଯେ, ଗଣତନ୍ତ୍ର
Read More...

ହାତୀସରା ଦଶମ ବାର୍ଷିକ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଓ କମିଟି ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ଗାଁର ମାଉସୀ ମନ୍ଦିର ସମ୍ମୁଖରେ ଗତ ବୁଧବାର ରାତିରେ କରୋନା କଟକଣା ଯୋଗୁଁ ସାମାଜିକ ଦୂରତା ପାଳନ କରି ଚଳିତ ବର୍ଷ ହେବାକୁ ଥିବା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ସହ ନୂତନ କମିଟି ଗଠନ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସ୍ୱତନ୍ତ୍ର ଆଇନ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକ ବଡ଼ବନ୍ଧ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରାଧିକରଣର ସଚିବ ଦେବାଶିଷ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ
Read More...

ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ଓ କାର୍ଯ୍ୟକାରିତା ସଂପର୍କରେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଂଜ ବିହାରୀ ଧଳ ଆଜି ପୂର୍ବାହ୍ନରେ ସ୍ଥାନୀୟ ସର୍କିଟ୍‌ ହାଉସ୍‌ ଠାରେ ବିଭିନ୍ନ ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ଓ ଅଗ୍ରଗତି ସଂପର୍କରେ ସବିଶେଷ ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଥିବା ମେଗା
Read More...

ନବଜାତ ଶିଶୁକୁ ପାଣିରେ ଭସାଇ ଦେଲା ନିଷ୍ଠୁର ମା’

ପଦ୍ମପୁର, (ନିରୋଜ କୁମାର ପାଣୀ) : ହଜିଗଲା ମାନବିକତା ସରିଗଲା ମଣିଷ ପଣିଆ ନିଜ ଜନ୍ମ କଲା ନବଜାତ ଶିଶୁକୁ ନାଳରେ ଭସାଇ ଦେଲା ନିଷ୍ଠୁର ମା' । ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ଅନ୍ତର୍ଗତ ଜାମମାଲ ଓ ଡାଙ୍ଗବାହାଲ ମଝିରେ ଥିବା ଗଡିଆ ଜୋର୍
Read More...

ବରଗଡ଼ ଜିଲ୍ଲାରେ ଶିଳ୍ପ ସ୍ଥାପନରେ ବ୍ୟାପକ ସୁଯୋଗ ରହିଛି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଶିଳ୍ପଦ୍ୟୋଗୀ ସ୍ଥାପନରେ ବ୍ୟାପକ ସୁଯୋଗ ରହିଛି ବୋଲି ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ ମତବ୍ୟକ୍ତ କରିଥିଲେ । କେନ୍ଦ୍ର ଓ ରାଜ୍ୟ
Read More...

ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ୩୫୩ନଂ ଜାତୀୟ ରାଜପଥ ଚକାଡ଼ଙ୍ଗର ଠାରେ ଅଜଣା ବୋଲେରୋ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ମତେ ବୋଡେନ ଥାନା ଅନ୍ତର୍ଗତ ବଳଧାଁ ଗ୍ରାମର କ୍ଷୀରସିନ୍ଧୁ କରୁଆ (୨୭) ଏକ ବାଇକ ଯୋଗେ ଖଡ଼ିଆଳରୁ କାମ ସାରି
Read More...