Monthly Archives

September 2021

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ : ଯୁବକ ଗିରଫ

କଳାହାଣ୍ଡି, (ପି.କେ. ସାହୁ) : ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚିଲିଗୁଡା ଗ୍ରାମର ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ନେଇ ପୀଡିତାଙ୍କ ପିତା
Read More...

ବିଜେଡିର ସାଉରିଆ ପଞ୍ଚାୟତ କର୍ମୀ ସମ୍ମିଳନୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେଲା ପରେ ଏହି ନିର୍ବାଚନ ମଣ୍ଡଳୀରେ ସବୁ ରାଜନୈତିକ ଉଷ୍ମତା ଦେଖାଦେଇଛି । ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥିକୁ ବିପୁଳ ସଂଖ୍ୟାରେ ଭୋଟ ବ୍ୟବଧାନରେ
Read More...

ଗତ ୨୪ ଘଂଟାରେ ୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୬୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୫ ଜଣ ୦ ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୭୩୬ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୬୧ ଜଣ ଆଂଚଳିକ
Read More...

ଗଞ୍ଜାମ ଜିଲ୍ଲାପାଳଙ୍କ ସାନଖେମୁଣ୍ଡି ବ୍ଲକ୍ ଗସ୍ତ : ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶନିବାର ସାନଖେମୁଣ୍ଡି ବ୍ଲକ୍ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଥିଲେ । ଟି. ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଶ୍ରୀରାମ ନଗର ଠାରେ ନିର୍ମିତ ହୋଇଥିବା ଗାଈ ଗୁହାଳ, ଛଣମେରି ଠାରେ
Read More...

ମନୋରମା ମହାପାତ୍ରଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ବିଶିଷ୍ଟ ସମାଜସେବୀ ତଥା ଯଶସ୍ୱୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଆଜି ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ମିଳିଛି । ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ
Read More...

ବ୍ୟଙ୍ଗାତ୍ମକ ଭାବେ ମୁହଁରେ ମୁହଁରେ ଗୀତ ବୋଲୁଛନ୍ତି କାର୍ତ୍ତିକ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକର କୋଷାଗୁମୁଡା ପଞ୍ଚାୟତର ଭେଲୁଆ ଗୁଡା ଗ୍ରାମରେ ଜଣେ ନିରକ୍ଷର ବ୍ୟକ୍ତି ଯିଏକି କାର୍ତ୍ତିକ ଭତରା ନାମରେ ଅଞ୍ଚଳରେ ସୁପରିଚିତ । ବ୍ୟକ୍ତି ଜଣକ ଆଞ୍ଚଳିକ ଆଦିବାସୀ ଭାଷାରେ ଦୈନଦିନ ଜୀବନରେ
Read More...

ତେନ୍ତୁଳିମୁଣ୍ଡାରେ ୨୬ ତମ ବିଶ୍ଵକର୍ମା ପୂଜା ଉପଲକ୍ଷେ ଡେନ୍ସ ପ୍ରତିଯୋଗିତା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଗ୍ରାମରେ ବିଶ୍ଵକର୍ମା ପୂଜା କମିଟିଙ୍କ ଆନୁକୁଲ୍ୟରେ ୨୬ ତମ ଡେନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦେବେନ୍ଦ୍ର ମଲ୍ଲିକ, ଭକ୍ତିରାମ ମଲ୍ଲିକ, ଡୋଲାମଣି ନାଗ,
Read More...

ଖୁସି ଚାରିଟେବୁଲ ଟ୍ରଷ୍ଟ ଏବଂ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡିର ସମାଜସେବୀମାନଙ୍କ ଦ୍ଵାରା ଏକ ବୃଦ୍ଧା ମହିଳା…

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ରିସିଗାଁ ନିକଟରେ ଏକ ଅଜଣା ଅସହାୟ ମହିଳା କିଛିଦିନରୁ ପଡିରହିଥିଲେ । ସେ ଦୀର୍ଘ ଛଅରୁ ସାତ ଦିନ ହେଲା ଖାଇ ନଥିବା କହୁଥିଲେ । ସୂଚନା ଅନୁସାରେ ଏହି ରାସ୍ତା କଡରେ ଦୈନିକ ହଜାର ହଜାର ଲୋକ ଯିବା ଆସିବା
Read More...

ବିଷଧର ସାପ କାମୁଡ଼ାରେ ବୃଦ୍ଧ ମୃତ

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡା ବ୍ଲକର କେ. ସେମଳା ଗାଁରେ ସାପ କାମୁଡାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ମନଧର ଚଲାଣ(୬୦) ମନଧର ନିଜ ଜମିରେ ଘାସ କାଟୁଥିବା ବେଳେ ସାପଟି ତାଙ୍କ ଗୋଡକୁ କାମୁଡ଼ି ଦେଇଥିଲା । ମନଧରଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପାଇଁ ପରିବାର ଲୋକ
Read More...

ସୁବଲୟା ହାଇସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳିତ

ସୁବଲୟା, (କେପିଏନ୍‌ଏସ୍‌) : ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଲୟା ହାଇସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏବଂ ଜୁନିଅର ରେଡକ୍ରସ ସାଧନକର୍ମୀ ଚନ୍ଦ୍ରମଣି ବାଘଙ୍କ ନେତୃତ୍ୱରେ ବିଦ୍ୟାଳୟରେ ୧୫ ଦିନ
Read More...