ରୋଗୀଣା ବୃଦ୍ଧା ମା’ଙ୍କୁ ଚିକତ୍ସା ପରିବର୍ତ୍ତେ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ହାବୁଡ଼ରେ ଛାଡି ଦେଲେ ପରିବାର ଲୋକେ
ବରଗଡ଼, (ନିରୋଜ କୁମାର ପାଣୀ) : ରୋଗୀଣା ବୃଦ୍ଧା ମା'ଙ୍କୁ ଚିକିତ୍ସା କରାଇବା ପରିବର୍ତ୍ତେ ଜଙ୍ଗଲରେ ବନ୍ୟ ଜନ୍ତୁଙ୍କ ହାବୁଡ଼ରେ ଛାଡ଼ି ଦେଲେ ପରିବାର ଲୋକେ । ଦୀର୍ଘ ୧୫ ଦିନ ଧରି ବାରପାହାଡ ଜଙ୍ଗଲରେ ୮୦ ବର୍ଷୀୟା ବୃଦ୍ଧା ମା' ଏକାକୀ ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରିଆସୁଥିଲେ । ବରଗଡ!-->…
Read More...
Read More...