Daily Archives

ଯୁବକଙ୍କୁ ଶୀଘ୍ର ଟୀକାକରଣ ପାଇଁ ଚିଠି ଲେଖିଲେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରୀତେଶ କୁମାର ବହିଦାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନର ଘଡି ସନ୍ଧି ମୁହର୍ତ୍ତରେ ଦିନକୁ ଦିନ କୋଭିଡ ସ୍ଥିତି ବିଗିଡ଼ିବାରେ ଲାଗିଥିବା ବେଳେ ସାରା ରାଜ୍ୟରେ ତଥା ମୁଖ୍ୟତଃ ପଶ୍ଚିମ ଓଡିଶାରେ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଜନ ସାଧାରଣଙ୍କ ମଧ୍ୟରେ ବର୍ତ୍ତମାନ ଭୟର
Read More...

ରଘୁମଣି ପାଣ୍ଡିଆଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ମୂଳନିବାସୀ ରଘୁମଣି ପାଣ୍ଡିଆଙ୍କ ବୁର୍ଲା ମେଡିକାଲରେ ପରଲୋକ ହୋଇଯାଇଛି । ଦୁଇ ଦିନ ପୂର୍ବରୁ ଅସୁସ୍ଥତା ଅନୁଭବ କଲାପରେ ସେ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହେଉଥିଲା । ସେ ଗତ ୨୫ ବର୍ଷ ଧରି
Read More...

ଗପ : କାଳ ବୈଶାଖୀ

ବିଜୟ ପ୍ରଧାନ ସକାଳୁ ସବୁ ଠିକ ଥିଲା। ହଠାତ କେଜାଣି କୋଉଠୁ ମାଡ଼ିଆସିଲା କଳାହାଣ୍ଡିଆ ମେଘ। ଚଉଦିଗ ଅନ୍ଧାର। ସାଥିରେ ଝଡ଼ ପ୍ରମାଣେ ପବନ। ଗାଁଦାଣ୍ଡରେ ଚକା ଭଉଁରୀ ଖେଳି ଉଡ଼ି ବୁଲିଲେ ପରିତ୍ୟକ୍ତ କାଠି କୁଟା, ପ୍ଲାଷ୍ଟିକ ଜରି, ଗୁଡଖା ଖୋଳ ଇତ୍ୟାଦି ଇତଃସ୍ତତ। ବାଡ଼ିର ସଜନା ଗଛସହ କଦଳୀ
Read More...

ବଲାଙ୍ଗିର ଜିଲ୍ଲାରେ ୧୯୮ ନୂଆ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୧୯୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୧୬ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେହିପରି ଆଗଲପୁର ବ୍ଲକରୁ ୨ ଜଣ, ବଲାଙ୍ଗିର ବ୍ଲକରୁ ୨ ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ,
Read More...

ଅଦିନିଆ ବର୍ଷାରେ ରାସ୍ତା ବେହାଲ : ବର୍ଷା ଦିନରେ କଣ ହେବ ?

ମ.ରାମପୁର, (ହେମନ୍ତ ସାହୁ) : କାଳ ବୈଶାଖୀର ପ୍ରଭାବରେ ହେଇଥିବା ଅଳ୍ପଟିକିଏ ବର୍ଷାରେ ରାସ୍ତାର ହାଲ ବେହାଲ ହେଇପଡ଼ିଛି । ତେବେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ବର୍ଷା ଦିନେ ଏହି ଗାଁର ଲୋକେ ଭୋଗିବେ ରାସ୍ତାର ଦୁର୍ଦ୍ଦଶା । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ପଂଚାୟତର
Read More...

କରୋନାରେ ସମାଜସେବୀଙ୍କ ପରଲୋକ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଂହପୁର ପଂଚାୟତ କୁଟୃପଲା ଗ୍ରାମର ସମାଜସେବୀ ଭୋଜରାଜ ପାତ୍ର(୬୦)ଙ୍କ କରୋନାରେ ଗତକାଲି ବଲାଙ୍ଗିର କୋଭିଡ଼ ହସପିଟାଲରେ ପରଲୋକ ହେଇଯାଇଛି । ସେଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତେବେ ସ୍ୱର୍ଗତ ପାତ୍ର
Read More...

ପଲ୍ଲୀ ଆଲୋକ ପାଠାଗାର ତରଫରୁ ମାସ୍କ ବଣ୍ଟନ ଓ ହାତ ଧୋଇବା ଉପରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାମାରୀ କରୋନାର ପ୍ରକୋପ ଦିନକୁ ଦିନ ଭୟଙ୍କର ଭାବରେ ବଢ଼ିବାରେ ଲାଗିବା ସହିତ ସାରା ଦେଶକୁ ଆତଙ୍କିତ କରି ରଖିଛି । ଏହି ଭୁତାଣୁ କବଳରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ନୀତିନିୟମ ନିର୍ଦ୍ଧାରଣ କରିବା ସହିତ ଅନେକ ସମୟରେ ଲକ୍‌ଡାଉନ, ସଟ୍‌ଡାଉନ ପରି
Read More...

ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବରେ ଆଜି ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ସେଠୀ ବିଭାଗର ଅଧିକାରୀମାନଙ୍କ ସହ କୋଭିଡ୍ ସଚେତନତା
Read More...

ବିଜୁ ଜନତା ଦଳର ମହାନତା : ଭୋକିଲା ପେଟକୁ ନିୟମିତ ଦାନା ଯୋଗାଉଛନ୍ତି ଦଳର ସଦସ୍ୟ ଗଣ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବିଜୁ ଜନତାଦଳର ମହାନତା । ଅନାହାର ମୁହଁରେ ମୁଠାଏ ଦାନା ଦେବାକୁ ଅଣ୍ଟା ଭିଡ଼ିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜୁଜନତା ଦଳର ସଦସ୍ୟମାନେ । ସାରା ଦେଶରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିବାକୁ ଲାଗିଥିବାବେଳେ ସଂକ୍ରମଣ ଚେନ୍
Read More...

ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଲେ ସ୍ୱାମୀ ସ୍ତ୍ରୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ରକ୍ତର ଘୋର ଅଭାବ ମଧ୍ୟ ରହିଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନର ଚେଷ୍ଟାରେ ଆଜି ଜଣେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି ସ୍ୱାମୀ ସ୍ତ୍ରୀ । ସୂଚନା ମତେ
Read More...