Yearly Archives

2020

ୱେସ୍କୋର ଘରୋଇକରଣକୁ ନେଇ ବିରୋଧ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଦେଶରେ ତଥା ରାଜ୍ୟରେ ବିଭିନ୍ନ ବିଭାଗକୁ ଘରୋଇକରଣ କରାଯିବା ପ୍ରକ୍ରିୟା ଜାରି ରହିଛି । ଓଡ଼ିଶାରେ ବିଭିନ୍ନ ବିଭାଗକୁ ଘରୋଇକରଣ କରିବା ପରେ ପାଳି ଆସିଛି ବିଦ୍ୟୁତ୍ ବିଭାଗର । ବିଦ୍ୟୁତ୍ ବିଭାଗକୁ ରାଜ୍ୟ ସରକାର ଟାଟା ପାୱାରକୁ ବିକ୍ରି କରିଦେଉଥିବା ଅଭିଯୋଗ…
Read More...

ମାର୍କେଟ୍‌କୁ ଯିବା ଆଗରୁ ଜାଣିନେବା ଆସନ୍ତୁ ଆଜିର ପାଖାପାଖି ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାର୍କେଟ୍‌ରେ ଆଜିର ପନିପରିବା ଦର କିଲୋ ପିଛା ପାଖାପାଖି ଯାହା ରହିଛ, ଜାଣିନେବା ଆସନ୍ତୁ । ଫୁଲକୋବି - ୩୦ ଟଙ୍କା, ବଂଧାକୋବି - ୩୦ ଟଙ୍କା, ଅଦା - ୮୦ ଟଙ୍କା, ରଷୁଣ - ୧୩୦ ଟଙ୍କା, ଆଳୁ - ୪୦ ଟଙ୍କା, ପିଆଜ - ୫୦ ଟଙ୍କା, କେପ୍‌ସିକମ୍‌ -…
Read More...

ମାଣବସା ଗୁରୁବାରରେ ଘରେ ଘରେ ପୂଜା ପାଉଛନ୍ତି ମହାଲକ୍ଷ୍ମୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମାଣବସା ଗୁରୁବାର ଓଷା ଓଡ଼ିଶାରେ ଘରେ ଘରେ ପୂଜା ପାଆନ୍ତି ମା' ମହାଲକ୍ଷ୍ମୀ । ତେବେ ମାର୍ଗଶିର ମାସର ଗୁରୁବାର ଦିନ ଓଡ଼ିଆ ନାରୀମାନେ ଏହାକୁ ପାଳନ କରିଥାନ୍ତି । ଗାଁ ଗାଁ ଉତ୍ସବ ମୁଖର ହୋଇ ଉଠିଥାଏ ଓଡ଼ିଶାରେ । ହେଲେ ଚଳିତ ବର୍ଷ ଅନେକ ପୁରୁଷ ମହିଳା…
Read More...

ଝରିଆଲରେ ମାଣ୍ଡିଆ ମଣ୍ଡି ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଝରିଆଲ ଠାରେ ସିଡିଏଓ ବଲାଙ୍ଗିର ଡିଆରସିଏସ୍‌ ବଲାଙ୍ଗିରଙ୍କ କର କମଳରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି । ବଙ୍ଗୋମୁଣ୍ଡା ବ୍ଲକରେ ୫ ଗୋଟି ମଣ୍ଡି ବଙ୍ଗୋମୁଣ୍ଡା, ଝରିଆଲ, ବେଲପଡା, ଚାନ୍ଦୋତରା ଓ ମୁଣ୍ଡପଦର ଠାରେ…
Read More...

ଗାଁ ପରିସର ସଫା ସୁତୁରା କରିବାକୁ ଆଗେଇ ଆସିଲେ ସିଆଳବାହାଲି ଗାଁର ଯୁବଗୋଷ୍ଠୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ସିଆଲବାହାଲି ଗାଁର ଜଗନ୍ନାଥ କ୍ଳବର ଯୁବକମାନେ ନିଜ ଗାଁର ବିଭିନ୍ନ ସ୍ଥାନକୁ ସଫା ସୁତୁରା କରିଛନ୍ତି । ଏହି ସଫେଇ କାର୍ୟ୍ୟକ୍ରମ କ୍ଲବର ସଦସ୍ୟ ବିଭୁ ଷାଣ୍ଢ ଓ ପଦ୍ମଲୋଚନ ବାଗଙ୍କ ତତ୍ତ୍ଵାବଧାନରେ ସାଥୀ ଅଙ୍କୁଶ…
Read More...

ଖରିଦପିପଳ ସେବା ସମବାୟ ସମିତିର ଧାନମଣ୍ଡି ଉଦ୍‌ଘାଟିତ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅଧୀନସ୍ଥ ଖରିଦପିପଳ ସେବା ସମବାୟ ସମିତିର ଧାନମଣ୍ଡି ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁରାଣୀ ବେହେରା ଯୋଗଦେଇ ଧାନମଣ୍ଡିକୁ ଉଦ୍ଘାଟନ କରି ଚାଷୀ…
Read More...

ଆରବିଏସ୍‌କେ ଶିବିର : କୃତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବଣ୍ଟନ

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ଜିଲ୍ଲା ‌ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଦୁଇ ଦିନିଆ ଶିବିର ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଭିନ୍ନ ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଶିଶୁ…
Read More...

ଫ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ତାଲିମ ଶିବିର : ୨୦୨୧ଫେବୃଆରୀ ମାସରେ ସାରା ଜିଲ୍ଲାରେ ଫ୍ୟାଲେରିଆ ନିରାକରଣ…

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁବର୍ଣ୍ଣପୁର ତରଫରୁ ଫ୍ୟାଲେରିଆ ନିରାକରଣ ପାଇଁ ଜିଲ୍ଲା ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ଜିଲ୍ଲା ଏବଂ ବ୍ଲକ…
Read More...

ନରସିଂହଙ୍କ ଅଚାନକ ମଣ୍ଡି ପରିଦର୍ଶନ : ଚାଷୀଙ୍କୁ ଲୁଟ କରୁଛନ୍ତି ଅଧିକାରୀ ଓ ମିଲ୍‌ ମାଲିକ, ଧାନକିଣା ଦୁର୍ନୀତିରେ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଅଚାନକ ସ୍ଥାନୀୟ ଚୁଡାପାଲି ସ୍ଥିତ ଧାନ ମଣ୍ଡି ପରିଦର୍ଶନରେ ଯାଇଥିଲେ । ଦିନ ଏଗାରଟା ହୋଇ ସାରିଥିଲେ ସୁଦ୍ଧା ଧାନ ମଣ୍ଡିରେ ମଣ୍ଡି ସଂପାଦକ କିମ୍ବା ସଭାପତି ଅନୁପସ୍ଥିତ ଥିବାରୁ ଧାନ କିଣା କାମ ଆରମ୍ଭ ହୋଇନଥିଲା ।…
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଏସ୍‌ଏଚ୍‌ଜି ସମୀକ୍ଷା ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରେ ବଙ୍ଗୋମୁଣ୍ଡା ବ୍ଲକ ଓଡିଶା ଜୀବିକା ମିଶନର ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସିନ୍ଧେକେଲା,…
Read More...