Yearly Archives

2020

ଲକ୍‌ ଡାଉନ୍‌ ବେଳେ ମନରେଗା କାମ କରି ପାଉଣା ପାଇ ନଥିବା ଅଭିଯୋଗ

ତୁରେକେଲା (କୈଳାଶ ସଗ୍ରିଆ) : ଗତ ଲକ୍‌ ଡାଉନ୍‌ ସମୟରେ ମନରେଗା ମାଟି କାମ କରି ଶ୍ରମିକମାନେ ପାଉଣା ପାଇ ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ତୁରେକେଲା ବ୍ଲକ୍‌ର ଲର୍କି ଗାଁର ଯଶୋବନ୍ତୀ ଭାଟି, କଶରୀ ଭାଟି, କାର୍ତ୍ତିକ ଭାଟି, ଟଙ୍କ ହଂସ, ମନବୋଧ ମାଝି, ବାଲମତି ବାଗ, ଶାନ୍ତି ସେଠ,
Read More...

ଗତ ୨୪ ଘଂଟାରେ ଦେଶରେ ୮୬,୫୦୮ ଜଣ ଆକ୍ରାନ୍ତ : ୧୧୨୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୭ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି । ଏହି ସଂକ୍ରମଣରେ ୯୧ ହଜାରରୁ ଅଧିକ ଲୋକଙ୍କ ମୂଲ୍ୟବାନ ଜୀବନ ଚାଲିଯାଇଛି । ସାରା ବିଶ୍ୱରେ ଆମେରିକା ପରେ ଭାରତରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି । ତଥାପି
Read More...

ହ୍ୱାଟ୍‌ସ୍‌ଆପ୍‌ ଚାଟ୍‌ସ୍‌ ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କୁ ଡ୍ରଗ୍ସ ଏଜେନ୍ସିର ତଦନ୍ତ ପରିସରକୁ ଟାଣି ଆଣିଲା

ମୁମ୍ବାଇ : ବଲିଉଡ଼୍‌ ଅଭିନେତ୍ରୀ ଦୀପିକା ପାଦୁକୋଣ ଏବଂ ଶ୍ରଦ୍ଧା କପୁରଙ୍କୁ ୨୦୧୭ର ହ୍ୱାଟ୍‌ସ୍‌ଆପ୍‌ ଚାଟ୍‌ସର ଆଧାରରେ ପଚରା ଉଚୁରା ପାଇଁ ଡକା ଯାଇଥିଲା । ଏହି ଚାଟ୍‌ସ୍‌ ଟେଲେଣ୍ଟ ଏଜେଣ୍ଟ ଜୟା ସାହାଙ୍କ ମୋବାଇଲ୍‌ ଫୋନ୍‌ରୁ ମିଳିଥିବା ସୂଚନାରେ କୁହାଯାଇଛି । ଏହାକୁ ନେଇ ସୁଶାନ୍ତ ସିଂହ
Read More...

ଦିଲ୍ଲୀ ଚିକିତ୍ସାଳୟ ଗୁଡ଼ିକରେ ଅକ୍ସିଜେନ୍‌ର ଅଭାବ

ନୂଆଦିଲ୍ଲୀ : ଦିଲ୍ଲୀ ଚିକିତ୍ସାଳୟ ଗୁଡ଼ିକରେ ଅକ୍ସିଜେନ୍‌ର ଅଭାବ ହେଉଥିବା ଭଳି ସ୍ଥିତି ଉପୁଜିଥିବା ସୂଚନା ମିଳିଛି । ଏ ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଅକ୍ସିଜେନ୍‌ର ଅଭାବ ନାହିଁ । କିନ୍ତୁ କିଛି ସପ୍ଲାଅର୍‌ଙ୍କୁ କୁହାଯାଇଛି ଯେ, ରାଜସ୍ଥାନକୁ ପ୍ରଥମେ
Read More...

ସାମ୍ବାଦିକ ପ୍ରତାପ ଚନ୍ଦ୍ର ଦାସଙ୍କ ପରଲୋକ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଖୋର୍ଦ୍ଧା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାମ୍ବାଦିକ ପ୍ରତାପ ଚନ୍ଦ୍ର ଦାସଙ୍କ ଗତ ରାତିରେ ପରଲୋକ ହୋଇ ଯାଇଥିବା ସୂଚନା ମିଳିଛି । ତେବେ ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ
Read More...

ଅଙ୍ଗନୱାଡ଼ି କେନ୍ଦ୍ର ସମସ୍ୟାର ସମାଧାନ କରିବା ପାଇଁ ମିଶନ ଶକ୍ତି ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କଲେ…

ଦେଓଗାଁ (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌଡଗୋଠ ଗାଁରେ ୪ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି । ସେହି ୪ଟି କେନ୍ଦ୍ର ମଧ୍ୟରୁ(କ) କେନ୍ଦ୍ରଟି ପୁରୁଣା ହୋଇଥିବାରୁ ରାଜ୍ୟ ସରକାରଙ୍କ ତରଫରୁ ଅନ୍‌ସେଫ୍‌ ଘୋଷଣା କରି କୋଠାକୁ ଭାଙ୍ଗି ସେଠାରେ ନୂଆଁ କୋଠା ନିର୍ମାଣ କରିବାକୁ ଟଙ୍କା
Read More...

ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନଂ.୧୨ ଓ ୧୫ କନଟେନମେଣ୍ଟ ଜୋନ ଘୋଷିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣକୁ ଦୃଷ୍ଟିରୁ ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନଂ.୧୨ ଓ ୧୫କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କନଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ତେବେ କନଟେନମେଣ୍ଟ ଜୋନ ଘୋଷିତ ଅଂଚଳକୁ ସର୍ବ ସାଧାରଣଙ୍କ ଯାତାୟାତକୁ ବାରଣ କରାଯାଇଛି। ପ୍ରଦତ୍ତ ସୂଚନା ଅନୁସାରେ
Read More...

ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା କରୋନା ପଜିଟିଭ୍‌ ଚିହ୍ନଟ

ବରଗଡ଼, (ନିରୋଜ କୁମାର ପାଣୀ) : ଓଡିଶାର ଜଣାଶୁଣା କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଆଜି କରୋନା ପୋଜିଟିଭ ଚିହ୍ନଟ ହୋଇ ବରଗଡ଼ସ୍ଥିତ ବିକାଶ ହସ୍ପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଆଜି ସନ୍ଧ୍ୟାରେ ଶ୍ରୀ ଦେବତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କ ପୁଅ
Read More...

ସାମାଜିକକର୍ମୀ ଭିକାରୀ ପଟେଲଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକର ଉପାନ୍ତ ଗାଁ ବେନିଆଁଚାଲର ସାମାଜିକକର୍ମୀ ଭିକାରୀ ପଟେଲଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଗତ କିଛି ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।
Read More...

ସଂକ୍ରମଣ ରୋକିବାକୁ ବ୍ୟବସାୟିକ ପ୍ରତିଷ୍ଠାନର ପଦକ୍ଷେପ : ଶୁକ୍ରବାରରୁ ୭୨ ଘଣ୍ଟା ବିଜେପୁର ସଟଡାଉନ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ସଂକ୍ରମଣ ସଂଖ୍ୟା କ୍ରମଶଃ ବ୍ରୁଦ୍ଧି ପାଇବାକୁ ଲାଗିଛି । ଏହା ଜନସାଧାରଣଙ୍କ ସମେତ ବୁଦ୍ଧିଜୀବୀ ମହଲକୁ ଆଲୋଡିତ କରିଛି। ଫଳରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ସଭାକକ୍ଷରେ ଏହାର ପ୍ରତିକାର ନିମିତ୍ତ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...