Yearly Archives

2020

ହୋଟେଲ ମାଲିକଙ୍କ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ

ପାଟଣାଗଡ, (ଅଜିତ ପୁରୋହିତ) : କରୋନା କଟକଣା ଆଳରେ ବାରମ୍ବାର ହୋଟେଲ ମାଲିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଏବଂ ବାକି ଦୋକାନକୁ ଛାଡି କେବଳ ହୋଟେଲଗୁଡିକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରି ଆଜି ପାଟଣାଗଡ ହୋଟେଲ ମାଲିକ ସଂଘ କର୍ମକର୍ତ୍ତା
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୫୩ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୧୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୫୩ ଜଣ କରୋନା ପଜିଟିଭ୍‌ ବାହାରିଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲି ଅଂଚଳରୁ ୧୨ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୧ରୁ ୧, ୧୨ରୁ ୧, ୧୮ରୁ ୪ ଏବଂ ୨୦ରୁ ୬ ଜଣ ସଂକ୍ରମିତ
Read More...

ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କ ଏବେ ସହରରେ ଲାଗିବ ପୋଷ୍ଟର : ଯୋଗୀ ସରକାରଙ୍କ ନିଷ୍ପତ୍ତି

ଲଖ୍‌ନଉ : ଉତ୍ତର ପ୍ରଦେଶର ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉତ୍ତର ପ୍ରଦେଶରେ ମହିଳାମାନଙ୍କ ଉପରେ ଦୁର୍ବ୍ୟବହାର ପ୍ରଦର୍ଶନ ମାମଲା ସାମ୍ନାକୁ ଆସିବା ପରେ ଏହି ମାମଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ରାଜ୍ୟ ସରକାର । ମହିଳାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କ ଉପରେ
Read More...

ଫିଟ୍‌ ରହିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ମନ୍ତ୍ର : ‘ଫିଟ୍‌ନେସ୍‌ କି ଡୋଜ୍‌, ଆଧା ଘଂଟା ରୋଜ୍‌’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍‌ ଲାଇନ୍‌ ଫିଟ୍‌ ଇଣ୍ଡିଆ ଡାଇଲଗ୍‌ ଅବସରରେ ବିରାଟ କୋହଲି, ରୂଜୁତା ଦିବେକର ଭଳି କେତେକ ସୁନାମଧନ୍ୟ ବ୍ୟକ୍ତିଙ୍କ ସହ ଲାଇଭ୍‌ ଚାର୍ଟ କରିଛନ୍ତି ଏବଂ ଜନସାଧାରଣଙ୍କୁ ଫିଟ୍‌ ରହିବା ପାଇଁ ମନ୍ତ୍ର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ
Read More...

ଆଗଲପୁର ବ୍ଲକ ବିଜେପି ପକ୍ଷରୁ ଚାଷୀମାନଙ୍କ ଫସଲବୀମା ଟ‌ଙ୍କା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଷୀମାନଙ୍କୁ କୃଷିବୀମା ଟଙ୍କା ପ୍ରଦାନ କରାନଯିବା ଓ ୟୁରିଆ ସାର କଲାବଜାର ହୋଇଥିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଆଗଲପୁର ବ୍ଲକ
Read More...

କେନ୍ଦ୍ର ସରକାରଙ୍କ କୃଷକ ନୀତିକୁ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ବିରୋଧ : ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ସରକାରଙ୍କ କୃଷକ ନୀତିକୁ ବଲାଙ୍ଗିର ୟୁନିଟ୍‌ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ
Read More...

ଫାଟକ ପାଖରୁ ଜନୈକ ଡ୍ରାଇଭରଙ୍କ ରକ୍ତ ଭିଜା ଶବ ଉଦ୍ଧାର : ପରିବାର ପକ୍ଷରୁ ହତ୍ୟା ସନ୍ଦେହ

ଦେଓଗାଁ (ମନୀଷ କୁମାର ସାହୁ) : ଦେଓଗାଁ ରେଳ ଷ୍ଟେସନ ଫାଟକ ରାସ୍ତାରେ ଥିବା ଏକ କଲଭଟ ନିକଟରୁ ବୁଧୁବାର ଦିନ ଏକ ଗାଡ଼ି ଡ୍ରାଇଭରଙ୍କ ରକ୍ତ ଭିଜା ଶବ ଉଦ୍ଧାର ହୋଇଥିବା ଜଣାପଡିଛି । ଖବର ପାଇ ଦେଓଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ଏକ
Read More...

ଅବିବାହିତା ନିରୀହ ମହିଳାଙ୍କୁ ସହାୟତା ଦାବୀ

ତୁରେକେଲା (କୈଳାଶ ସଗ୍ରିଆ) : ତୁରେକେଲା ବ୍ଳକ୍‌ ଅନ୍ତର୍ଗତ ଲର୍କି ଗ୍ରାମର ଅବିବାହିତା ନିରୀହ ମହିଳା ପାଞ୍ଚ ପ୍ରଧାନ(୫୫)ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ସୂଚନା ଅନୁସାରେ ପାଞ୍ଚ ପ୍ରଧାନଙ୍କ ନିଜ ଲୋକ କହିଲେ କେହିନାହାନ୍ତି । କୁଲି ମଜୁରୀ କରି ଗୁଜୁରାଣ
Read More...

ଅଗ୍ନିକାଣ୍ଡରେ ଚାରି ବଖରା ଘର ଜଳିଗଲା : ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ

ମାହାଙ୍ଗା : ଅଗ୍ନିକାଣ୍ଡରେ ଚାରି ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ବିରୂପା ଗେଙ୍ଗୁଟି ଦୀପାଂଚଳର ବେନୁପୁରା ଗାଁରେ ଗତକାଲି ଅଗ୍ନିକାଣ୍ଡ ଘଟିଛି । ଗାଁର କପିଳ ଚରଣ ସାହୁ ଓ ନବ
Read More...

ବଢ଼ି ଚାଲିଛି ସଂକ୍ରମଣ : ଗତ ୨୪ ଘଂଟାରେ ଓଡ଼ିଶାରେ ୪୩୪୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଓଡ଼ିଶାରେ ୪୩୪୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୫୧୭ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ
Read More...