csstore

ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନଂ.୧୨ ଓ ୧୫ କନଟେନମେଣ୍ଟ ଜୋନ ଘୋଷିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ସଂକ୍ରମଣକୁ ଦୃଷ୍ଟିରୁ ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନଂ.୧୨ ଓ ୧୫କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କନଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ତେବେ କନଟେନମେଣ୍ଟ ଜୋନ ଘୋଷିତ ଅଂଚଳକୁ ସର୍ବ ସାଧାରଣଙ୍କ ଯାତାୟାତକୁ ବାରଣ କରାଯାଇଛି। ପ୍ରଦତ୍ତ ସୂଚନା ଅନୁସାରେ ୱାର୍ଡ ନଂ.୧୨ର ଦୁଲ୍ହନ ଶାଢୀ ସେଣ୍ଟରରୁ ସମଲେଶ୍ଵରୀ ମନ୍ଦିର ଛକ ପର୍ଯ୍ୟନ୍ତ ଏବଂ ୱାର୍ଡ ନଂ.୧୫ର ତପୁବାବୁ ଛକରୁ ଦୀନେଶ ଦାଶ ଛକ ଓ ରାମ ମନ୍ଦିରରୁ ମାଲପଡା ସ୍କୁଲ ଛକ ପର୍ଯ୍ୟନ୍ତ କନଟେନମେଣ୍ଟ ଜୋନ ଘୋଷିତ ହୋଇଛି।

jayashree
Leave A Reply

Your email address will not be published.