Yearly Archives

2020

ନିଯୁକ୍ତି ଦାବୀରେ ବଡ଼ମାଲ୍ ଗୋଳାବାରୁଦ କାରଖାନା ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିସ୍ଥାପିତଙ୍କ ଧାରଣା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ବଡ଼ମାଲ୍ ଗୋଳାବାରୁଦ କାରଖାନା ଆଗରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆର‌ମ୍ଭ ହୋଇଛି ଧାରଣା । ନିଯୁକ୍ତି ଦାବୀରେ ବିସ୍ଥାପିତଙ୍କ କାରଖାନା ଗେଟ୍ ଆଗରେ ଧାରଣା ଚାଲିଥିବା ବେଳେ ହାଇକୋର୍ଟ ଓ ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦେଶନାମାକୁ କାର୍ୟ୍ୟକାରୀ
Read More...

ମାଗଣା ସିଲେଇ ଶିକ୍ଷା ଦେଉଛନ୍ତି ମୋତିରାମ

ଟିଟିଲାଗଡ, (ଗୌରବ ଦର୍ଜୀ) : ମୁରିବାହାଲ ବ୍ଲକର ଟୁପାଉଡା ପଞ୍ଚାୟତର ଟୁପାଉଡା ଗାଁରେ ନିଃଶୁଳ୍କ ସିଲେଇ ଶିକ୍ଷା ପ୍ରଦାନ କର୍ରୁଛନ୍ତି ମୋତିରାମ ପୋଢ଼ । ସେ ୨୦୧୬ ମସିହାରୁ ଗାଁ ଗାଁ ଯାଇ ମାଗଣାରେ ସିଲେଇ ଶିକ୍ଷା ଦେଉଛନ୍ତି । ଏ ପର୍ୟ୍ୟନ୍ତ ପ୍ରାୟ ଦୁଇ ଶହରୁ ଅଧିକ ମହିଳାଙ୍କୁ ସିଲେଇ
Read More...

କଂଟାବାଂଜି ସାମ୍ବାଦିକ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

କଂଟାବାଂଜି, (ଗୁରୁଦୟାଲ ହଂସ) : କନ୍ଧମାଳ ଜିଲ୍ଲାରେ କାର୍ୟ୍ୟରତ ସାମ୍ବାଦିକ ତାରଣୀ ପାଢ଼ୀଙ୍କ ଆଜି ଏକ ଭୁବନେଶ୍ୱରର କିମ୍‌ସ୍‌ ଘରୋଇ ହସ୍ପିଟାଲରେ ବିୟୋଗ ହୋଇଯାଇଛି । ସେ ତିନି ଚାରି ଦିନ ହେବ ଅସୁସ୍ଥ ଅବସ୍ଥାରେ ଫୁଲବାଣୀ କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିଲେ ଏବଂ ଗତକାଲି
Read More...

ୟୁପି ଯୁବତୀଙ୍କୁ ବର୍ବର ଧର୍ଷଣ ଓ ହତ୍ୟା ଘଟଣା : ହତ୍ୟାକାରୀମାନଙ୍କୁ ଫାଶି ଦାବୀରେ ଏଆଇଡିଏସ୍‌ଓ, ଏଆଇଡିୱାଇଓ,…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତର ପ୍ରଦେଶର ହଥରାସ ଠାରେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କର ବର୍ବର ଧର୍ଷଣ ଓ ହତ୍ୟା ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀମାନଙ୍କୁ ଫାଷ୍ଟଟ୍ରାକ୍‌ କୋର୍ଟରେ ତୁରନ୍ତ ବି·ର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, ଅଶ୍ଲିଳ ସିନେମା, ସଂଗୀତ ୱେବ୍‌ସାଇଟ୍‌ ସଂପୂର୍ଣ୍ଣ
Read More...

କରୋନା ନିୟନ୍ତ୍ରଣ କମିଟି ତରଫରୁ କୃତଜ୍ଞତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ପ୍ରଶାସନର ତ୍ୱରିତ ପଦକ୍ଷେପ ଯୋଗୁଁ ଜିଲ୍ଲା ପ୍ରଶାସନ, ବଲାଙ୍ଗିର ଜନସାଧାରଣ, ସାମାଜିକ ସଂଗଠନ, ରାଜନୈତିକ ଦଳର କର୍ମକର୍ତ୍ତା, ବଣିକ ସଂଘର ସଦସ୍ୟଙ୍କୁ କରୋନା ନିୟନ୍ତ୍ରଣ କମିଟି ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସଂପୃକ୍ତ କମିଟି ପକ୍ଷରୁ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ : ବଲାଙ୍ଗିର ପୌରାଂଚଳରେ ୪୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରେ ପଜିଟିଭ୍‌ଙ୍କ ସଂଖ୍ୟା ୪୧ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ରୁ ୨, ୨ରୁ ୪, ୩ରୁ ୨, ୪ରୁ ୫, ୬ରୁ ୩, ୭ରୁ ୩,
Read More...

ତଲିଉଡାର-ଉପରବାହାଲ-ରେଙ୍ଗାଲି ରାସ୍ତା : ବିଭାଗୀୟ ଅବହେଳା ଯୋଗୁଁ ଟେଣ୍ଡର ହୋଇନି, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ…

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଗମନା ଗମନ ଦୃଷ୍ଟିରୁ ବହୁ ପଛରେ ପଡିଛି ଲୋଇସିଂହା ବ୍ଲକର ୩୪ ନମ୍ବର ଜୋନ । ଏପରିକି ୨୦୧୪-୧୫ ମସିହାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତା ପୂର୍ତ ବିଭାଗକୁ ହସ୍ତାନ୍ତରିତ ହୋଇ ସାରିଛି । କିନ୍ତୁ ଜାଣିଶୁଣି ବିଭାଗୀୟ ଅଧିକାରୀ ଏହି
Read More...

ଆବାସ ଯୋଜନା ବଂଟନରେ ଅନିୟମିତତା ଅଭିଯୋଗ : ତଦନ୍ତ ଦାବୀ କଲେ ବାଦ୍‌ ପଡିଥିବା ହିତାଧିକାରୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ତାଲିକାରେ ନାମ ଅଛି । ପଂଚାୟତ କାନ୍ଥରେ ନାମ ରହିଛି । ତଥାପି ବର୍ଷ ବର୍ଷ ଧରି ବାଦ୍‌ ପଡିଥିବା କିଛି ଆବାସ ହିତାଧିକାରୀ ବଂଟନରେ ଅନିୟମିତତା ଅଭିଯୋଗ ଆଣିବା ସହିତ ତଦନ୍ତ ଦାବୀ କରିଛନ୍ତି । ଲୋଇସିଂହା ବ୍ଲକ ଅନ୍ତର୍ଗତ ରତାଖଣ୍ଡି ପଂଚାୟତ ଅଧୀନସ୍ଥ
Read More...

ଅର୍ଥାଭାବରୁ ହୋଇପାରୁନି ହୃଦୟ ଆଇସିଆର୍ ରୋଗର ଅସ୍ତ୍ରୋପଚାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ଖଇରପାଲି ଗ୍ରାମରେ ରୁହନ୍ତି ଅବନୀ ବରିହା ଓ ଉରକୁଲି ବରିହାଙ୍କ ପରିବାର । ପରିବାର କହିଲେ ଦୁଇ ଝିଅ ଓ ଗୋଟିଏ ପୁଅ ଆଉ ସ୍ୱାମୀ ସ୍ତ୍ରୀ । ପାଞ୍ଚ ପ୍ରାଣୀର ତେଲଲୁଣର ସଂସାର । ହସ ଖୁସିରେ ଚାଲିଥିଲା
Read More...

ଫପ୍‌ସିରେ ରକ୍ତଦାନ ଶିବିର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଫପ୍‌ସି(ବଡ଼ମାଲ) ଶିଶୁ ମନ୍ଦିର ଠାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଆହ୍ୱାନ କ୍ରମେ ମନ୍ତ୍ରୀଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗଙ୍କ
Read More...