Yearly Archives

2020

କ୍ୟାନ୍‌ସର୍‌ ପୀଡିତାଙ୍କୁ ସାହାଯ୍ୟର ହାତ ବଢ଼ାଇଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ନାରାୟଣ ବୁଦ୍ଧିଆଙ୍କ ସ୍ତ୍ରୀ କୁନ୍ତୀ ବୁଦ୍ଧିଆ(୫୮) ଦୀର୍ଘ ଦିନରୁ ଲିଭର ସଂକ୍ରମଣ ରୋଗରେ ପୀଡିତ ଥିଲେ । ଟଙ୍କା ଅଭାବରୁ ତାଙ୍କର ଚିକତ୍ସା କରିବାରେ ଅସମର୍ଥ ପ୍ରକାଶ କରିଥିଲେ ପରିବାରବର୍ଗ । ଗତ ୧୨ତାରିଖରେ
Read More...

ଅନୁଷ୍ଠିତ ହେଲା ଘଟଗାଁ ମା’ ତାରିଣୀଙ୍କ ପୀଠରେ ଦଶହରା ଓ ନବରାତ୍ରୀ ପୂଜା

କେ‌ନ୍ଦୁଝର : ଘଟଗାଁ ମା' ତରିଣୀଙ୍କ ପୀଠରେ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ଦଶହରା ଓ ନବରାତ୍ରୀ ପୂଜା । ନ' ଦିନ ଧରି ପୀଠରେ ନୀତିକା‌ନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି । ଦଶହରା ଅବସରରେ ସପ୍ତମୀ ଦିନ ଠାରୁ ଦଶମୀ ପୂଜା ପର୍ୟ୍ୟନ୍ତ ମା'ଙ୍କୁ ସୁନାବେଶରେ ସଜ୍ଜିତ କରାଯିବା
Read More...

ଯବାନଙ୍କ ‌ଦ୍ୱାରା ମାଟି ତଳୁ ମାଓ ସାମଗ୍ରୀ ଜବତ

ଚିତ୍ରକୋଣ୍ଡ : ମାଟି ତଳୁ ଗଚ୍ଛିତ ମାଓ ସାମଗ୍ରୀ ଜବତ କରିବାରେ ଯବାନଙ୍କୁ ମିଳିଛି ସଫଳତା । ଚିତ୍ରକୋଣ୍ଡ ବ୍ଲକ ସ୍ୱାଭିମାନ ଅଂଚଳର ଗୁରାସେତୁ, ମୁକୁଡିପାଲି, ବେଜିଂ ଅଂଚଳରେ ମାଓବାଦୀମାନେ ମାଟି ତଳେ ପୋତି ରଖିଥିବା ବିସ୍ଫୋରକ ଯବାନଙ୍କ ‌ଦ୍ୱାରା ଜବତ ହୋଇଛି । ସୂଚନା ଅନୁସାରେ ଗୋଟିଏ
Read More...

ମାଁ ଜଗଦମ୍ବା ଯୁବକ ସଂଘ ତରଫରୁ ଅନ୍ଧ କଳାକାର ସୁଦାମ ପୁଟେଲଙ୍କୁ ଆର୍ଥିକ ସାହାଯ୍ୟ

ପାଟଣାଗଡ଼, (କେପିଏନ୍‌ଏସ୍‌) : କୀର୍ତ୍ତନ କଳାକାର ସୁଦାମ ପୁଟେଲ୍ ବାଲ୍ୟକାଳରୁ ଅନ୍ଧ । ହେଲେ ସେ ଏପରି କୀର୍ତ୍ତନ ଖୋଲ ବଜାନ୍ତି ଏବଂ ଗାଆନ୍ତି ଯେ ଦର୍ଶକ ବିଭୋର ହୋଇ ଯାଆନ୍ତି । ମୃଦୁ‌ଙ୍ଗ ବଜେିବାରେ ସେ ଯେମିତି ଧୁର‌ନ୍ଧର, ଗୀତ ଗାଇବାରେ ବି ସେମିତି ମାହିର୍‌ । ତା‌ଙ୍କୁ ଦେଖିଲେ କେହି
Read More...

ନିଟ୍ ପରୀକ୍ଷାରେ ସଫଳତା ହାସଲ କଲେ ସାହିଲ ଅଗ୍ରୱାଲ

ବଙ୍ଗୋମୁଣ୍ଡା/କଣ୍ଟାବାଞ୍ଜି ( ଅର୍ଜୁନ କୁମାର ହଂସ ଓ ମନୀଷ ହଂସ)- ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା(ନିଟ୍) ରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ସାହିଲ ଅଗ୍ରୱାଲ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କ ରୁ ୬୬୬ ମାର୍କ ରଖି ସେ ଜିଲ୍ଲା ତଥା ସହର ପାଇଁ ଗୌରବ
Read More...

ଆଜି ପୂଜା ସରିଲା : କରୋନା କଟକଣାରେ ଭିତରେ ଭକ୍ତ ହେଲେ ଭାବ ବିହ୍ୱଳ, ପୁଣି ଆର ବର୍ଷକୁ ଅପେକ୍ଷା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଗତ ପାଞ୍ଚଦିନ ଧରି ଚନ୍ଦନଭାଟି ଅଞ୍ଚଳର ବଘଲା, ଚନ୍ଦନଭାଟି ଏବଂ କଅଗାଁ ରେ ସୁରୁଖୁରୁରେ ସମ୍ପନ୍ନ ହୋଇଯାଇଛି ମା'ଙ୍କ ପୂଜା । କରୋନା କଟକଣା ଯୋଗୁଁ ପୂଜା ମାହୋଲ ଜାକଜମକ ହୋଇନଥିଲେ ମଧ୍ୟ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଥିଲା । ଅନ୍ୟ ବର୍ଷ ଭଲି
Read More...

ବଜାରରେ ଅଛି ମହୁରିର ଶାରଦୀୟ ସଂଖ୍ୟା ୨୦୨୦

ଭବାନୀପାଟଣା, (କେପିଏନ୍‌ଏସ୍‌) : ପବିତ୍ର ଦଶହରାରେ ପ୍ରକାଶ ପାଇଲା ଓଡ଼ିଆ ପତ୍ରିକା ଜଗତର ମଉଡ଼ମଣି, କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ “ମହୁରି” । ଏଥର ମହୁରିର ପୃଷ୍ଠା ସଂଖ୍ୟା ୪୦୦ ଆଉ ମୂଲ୍ୟ ମାତ୍ର ରହିଛି ୧୦୦ଟଙ୍କା । ଏଇ ୧୦୦ ଟଙ୍କାରେ ଆପଣଙ୍କୁ ମିଳିବ ୩ଟି ସଂପୂର୍ଣ୍ଣ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୪୪ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରେ ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୫ ଜଣ ସଂକ୍ରମିତ ହୋଇଥିବା ସରକାରୀ ସ୍ତରରେ ସୂଚନା ଦିଆଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୨ରୁ ୧, ୫ରୁ ୧, ୧୮ରୁ ୧, ୧୯ରୁ ୧ ଏବଂ ୨୦ରୁ ୧ ଜଣ
Read More...

ଜିଲ୍ଲା ଯାଦବ ଭବନ ନୂତନ ସଭାଗୃହ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଯାଦବ ସମାଜର ନୂତନ ସଭାଗୃହ ସ୍ଥାନୀୟ ଯାଦବ ଭବନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି । ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କର ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବଲାଙ୍ଗିର ଲୋକସଭା ସାଂସଦ କଳିକେଶ ନାରାୟଣ ସିଂହଦେଓ, ସମ୍ମାନିତ
Read More...

ମଦୁଆ‌ଙ୍କ ଆକ୍ରମଣରେ ୨ ଚାଷୀ ଲହୁଲୁହାଣ

ବାଲେଶ୍ୱର : ୪ ଜଣ ମଦୁଆ‌ଙ୍କ ଆକ୍ରମଣରେ ୨ ଜଣ ଚାଷୀ ଲହୁଲୁହାଣ ହୋଇଥିବା ଭଳି ଏକ ଖବର ଆସିଛି । ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଖବର ପାଇ ପୁଲିସ ଦୁଇ ଆହତ ଚାଷୀଙ୍କୁ ଉଦ୍ଧାର କରି ଡ଼ା‌କ୍ତରଖାନାରେ ଭର୍ତ୍ତି କରିଛି । ସଂପୃକ୍ତ
Read More...