Yearly Archives

2020

ଅଭିନନ୍ଦନିକା ‘ମନସ୍ୱୀ ମଧୁସୂଦନ’ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶାର ବିଶିଷ୍ଟ ସାରସ୍ୱତ ସାଧକ, ସ୍ୱନାମଧନ୍ୟ ଶିକ୍ଷାବିତ୍‌ ପ୍ରଫେସର ମଧୁସୂଦନ ପତିଙ୍କ ୮୦ବର୍ଷ ପଦାର୍ପଣ ଉପଲକ୍ଷେ ଏକ ଅଭିନନ୍ଦନିକା ଗ୍ରନ୍ଥ ‘ମନସ୍ୱୀ ମଧୁସୂଦନ’ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଅଧ୍ୟକ୍ଷତାରେ
Read More...

କାଗଜ କଳମରେ ଚାଳିଛି ଭୂମିହୀନଙ୍କୁ ପଟ୍ଟା ବଣ୍ଟନ : ପଟ୍ଟା ପାଇବାର ୨୨ବର୍ଷ ପରେ ମଧ୍ୟ ଚିହ୍ନଟ ହୋଇନି ଜାଗା : ଘର…

ଦେଓଗାଁ, (ମନୀଷ କୁମାର ସାହୁ) : ବର୍ଷ ବର୍ଷ ହେଲା ହାତରେ ପଟ୍ଟା ଧରି ଜାଗାକୁ ଅନାଇ ବସିଛନ୍ତି ଭୂମିହୀନ । କେନ୍ଦ୍ର ଓ ରାଜ୍ୟ ସରକାର ଭୂମିହୀନଙ୍କୁ ଜାଗା ଦେବା ପାଇଁ ଅନେକ ଗୁଡ଼ିଏ ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ପଟ୍ଟା ଧରାଇ ଦେଇ ଜାଗା ଚିହ୍ନ କରୁ ନଥିବାରୁ ଭୂମିହୀନଙ୍କୁ ଜାଗା ଦିଆ
Read More...

ଆଜି ବିହାରରେ ଗଠନ ହେବ ନୂଆ ସରକାର : ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ କୁମାର

ପାଟନା : ଆଜି ବିହାରରେ ଗଠନ ହେବକୁ ଯାଉଛି ନୂଆ ସରକାର । ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର । ତେବେ ସୂଚନା ଅନୁସାରେ ଅପରାହ୍ନ ସାଢେ ୪ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନୀତୀଶ କୁମାର ବୋଲି ସୂଚନାରେ କୁହାଯାଇଛି । ଏହି ଅବସରରେ ରାଜ୍ୟପାଳ
Read More...

ଡା.କୃପାସିନ୍ଧୁ ଭୋଇଙ୍କର ୧୭ତମ ଶ୍ରାଦ୍ଧ ବାର୍ଷିକ ପାଳନ

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଦରଦୀ ବନ୍ଧୁ ସ୍ବର୍ଗତ ଡା କୃପାସିନ୍ଧୁ ଭୋଇଙ୍କର ୧୭ତମ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଥିଲା । ଏହି ସଭାରେ ଡ଼ା ଭୋଇ ଙ୍କ ସ୍ମୃତି ଚାରଣ କରାଯିବା ସହିତ
Read More...

୧୪୫ତମ ଶହୀଦ ବିର୍ସା ମୁଣ୍ଡା ଜୟନ୍ତୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଜିଲ୍ଲା କନ୍ଧ ସମାଜ ଯୁବ ସଙ୍ଗଠନ ବଲାଙ୍ଗୀରର ବଙ୍ଗୋମୁଣ୍ଡା ବ୍ଳକ ଜମିଦାରପଡ଼ା ମାଁ ଜାଡ଼େନ୍ ପିଠ ଠାରେ ଶହୀଦ ବିର୍ସା ମୁଣ୍ଡାଙ୍କ ୧୪୫ତମ ଜୟନ୍ତୀ ପାଳନ ହୋଇଥିଲା । ଉକ୍ତ ସମାରୋହରେ ମୁଖ୍ୟତ କୋଭିଡ଼-୧୯ କୁ ଆଖି ଆଗରେ ରଖି ସାମାଜିକ ଦୂରତା ରକ୍ଷା
Read More...

ପଂଚବଟୀ କାନନରେ ମାସିକ ରଚନା ସଂଧ୍ୟା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାକ୍ସ ପରିଧାନ ଏବଂ ସାମାଜିକ ଦୂରତା ରକ୍ଷା କରି ଆଜି ଦୀର୍ଘ ଛଅ ମାସ ପରେ ବଲାଙ୍ଗିରର ପଥରଚେପା ନିକଟସ୍ଥ ପଂଚବଟୀ କାନନରେ ମାସିକ ରଚନା ସଂଧ୍ୟା ନୂଆ ରୂପରେ ପୂର୍ବାହ୍ନ ୧୦ଟା ୩୦ରେ ଅନୁଷ୍ଠିତ ହୋଇଯାଇଛି । ଆଜିର ସାରସ୍ବତ ସଭାରେ ଅଧ୍ୟାପକ ଜଗନ୍ନାଥ ସାହୁ
Read More...

ମଙ୍ଗଳ ଗ୍ରହରେ ମିଳୁଥିବା ହ୍ରଦରେ ରହିଛି ଜୀବନ ? ଏହାର ଗୁରୁତ୍ୱପୂର୍ଣ୍ଣ ଉତ୍ତର ଭାରତୀୟ ବୈଜ୍ଞାନିକଙ୍କ ରିସର୍ଚ୍ଚରେ…

ନୂଆଦିଲ୍ଲୀ : କିଛି ସମୟ ପୂର୍ବରୁ ମଙ୍ଗଳ ଗ୍ରହର ଦକ୍ଷିଣ ପୋଲରେ ବରଫ ତଳେ ତିନୋଟି ବିଶାଳ ଲୁଣିଆ ହ୍ରଦ ଉପରେ ଏକ ଅଧ୍ୟୟନ ଦେଖିବାକୁ ମିଳିଥିଲା । ସେହିଭଳି ହ୍ରଦ ପୃଥିବୀରେ ବିଦ୍ୟମାନ ରହିଛି, ଯେଉଁଥିରେ ଏକ୍ସଟ୍ରୋମୋଫାଇଲ୍‌ ଯଥା ମାଇକ୍ରୋଅର୍ଗାନ୍ସ ଥାଏ, ଯାହା ଅତ୍ୟଧିକ ଗରମ କିମ୍ବା
Read More...

ବିଜେପି ତରଫରୁ ବୀର ବୀର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ବିଜେପି ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ବୀର୍ସା ମୁଣ୍ଡାଙ୍କର ଜୟନ୍ତୀ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି । ସ୍ଥାନୀୟ ଅଇଁଠାପଲି ଛକରେ ଥିବା ବୀର ବିର୍ଶା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତିଚାରଣ
Read More...

ଖଲିଆପାଲିରେ ୧୫୪ତମ ବିର୍ସାମୁଣ୍ଡା ଜୟନ୍ତୀ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ଦେଓଗାଁ ବ୍ଲକ ଆଦିବାସୀ ସଂଘ ପକ୍ଷରୁବିର୍ସାମୁଣ୍ଡାଙ୍କ ୧୫୪ତମ ଜୟନ୍ତୀ ପାଳନ ସିଂହାମୁଣ୍ଡା ପଞ୍ଚାୟତ ଖଲିଆପାଲିରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଓଗାଁ ବ୍ଲକ କଳାକାର ସଂଘ ଉପ ସଭାପତି ସୁଦାମ ଚରଣ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
Read More...

ଜାମସେଠରେ କାଳୀପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ-୧୯ କଟକଣା ମଧ୍ୟରେ ଜାମସେଠ କାଳୀପୂଜା ଅନୁଷ୍ଠିତ ହୋଇଯାଇଅଛି। ଏ ବର୍ଷ କର୍ତା ଦାୟିତ୍ୱରେ ଗଙ୍ଗେଶ୍ବର ନେଉରା ଓ ପତ୍ନୀ ଗୌରୀ ନେଉରା ପୂଜାରେ ବସିଛନ୍ତି। ଏବର୍ଷ କୋଭିଡ -୧୯ ଯୋଗୁଁ ସାଂସ୍କୃତିକ କାର୍ୟ୍ୟକ୍ରମାନ ବନ୍ଦ କରାଯାଇଛି । ଏଥିରେ ସମସ୍ତ
Read More...