ଜାମସେଠରେ କାଳୀପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ-୧୯ କଟକଣା ମଧ୍ୟରେ ଜାମସେଠ କାଳୀପୂଜା ଅନୁଷ୍ଠିତ ହୋଇଯାଇଅଛି। ଏ ବର୍ଷ କର୍ତା ଦାୟିତ୍ୱରେ ଗଙ୍ଗେଶ୍ବର ନେଉରା ଓ ପତ୍ନୀ ଗୌରୀ ନେଉରା ପୂଜାରେ ବସିଛନ୍ତି। ଏବର୍ଷ କୋଭିଡ -୧୯ ଯୋଗୁଁ ସାଂସ୍କୃତିକ କାର୍ୟ୍ୟକ୍ରମାନ ବନ୍ଦ କରାଯାଇଛି । ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.