Yearly Archives

2020

ପାକିସ୍ତାନୀଙ୍କ ‌ଦ୍ୱାରା ଗୁଜବ ପ୍ରଚାର : ସୀମା ସଂଘର୍ଷରେ ୨୮ ଭାରତୀୟ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ପାକିସ୍ତାନୀଙ୍କ ‌ଦ୍ୱାରା ଦାବୀ କରାଯାଉଛି ଯେ, ଭାରତ-ପାକ୍ ସୀମାରେ ହୋଇଥିବା ସଂଘର୍ଷରେ ୨୮ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିଛି । ଦାବୀ ସହିତ ଏକ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଦାବୀ କରୁଥିବା ଅଧିକାଂଶ ସୋସିଆଲ ମିଡିଆ ହ୍ୟାଣ୍ଡେଲ ପାକିସ୍ତାନରୁ
Read More...

ଜି -୨୦ ସମ୍ମିଳନୀ ପୂର୍ବରୁ ସାଉଦି ଆରବ ଭାରତର ଭୁଲ ନକ୍‌ସା ଥିବା ବ୍ୟାଙ୍କ ନୋଟ୍ ପ୍ରତ୍ୟାହାର କରିନେଇଛି

ନୂଆଦିଲ୍ଲୀ : ଜି -୨୦ ସମ୍ମିଳନୀ ପୂର୍ବରୁ ସାଉଦି ଆରବ ରିୟାଦଙ୍କ ନୋଟରେ ମୁଦ୍ରିତ ଭାରତର ଭୁଲ ମାନଚିତ୍ର ପ୍ରତ୍ୟାହାର କରିନେଇଛି । ବାସ୍ତବରେ, ୨୦ ଟି ରିୟାଲ୍ ବ୍ୟାଙ୍କ ନୋଟରେ ଭାରତର ଏକ ଭୁଲ ମାନଚିତ୍ର ମୁଦ୍ରିତ ହୋଇଥିଲା, ଯେଉଁଥିରେ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ପୃଥକ ଭାବରେ
Read More...

ଅଭାବନୀୟ ଘଟଣା : ବିଧବାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କେନ୍ଦୁଝର, (କେପିଏନ୍‌ଏସ୍‌) : ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଜଣେ ବିଧବାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଖବର ମିଳିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍‌ ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗ୍ରାମ ପଞ୍ଚାୟତ ବସାସାହିରେ ସ୍ୱର୍ଗତ ରାମ ମୁଣ୍ଡାଙ୍କ ସ୍ତ୍ରୀ ପ୍ରମିଳା
Read More...

ବିଧାନସଭା ଶୀତ ଅଧିବେଶନ ଆରମ୍ଭ ଆଜିଠୁ

ଭୁବନେଶ୍ୱର : ଆଜିଠୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ ହେବ । କୋଭିଡ୍‌ କଟକଣା ମଧ୍ୟରେ ଗୃହ ପ୍ରତ୍ୟହ ଦୁଇଟି ପର୍ୟ୍ୟାୟରେ ୪ ଘଣ୍ଟା ଚାଲିବ। ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ରେ ଗୃହ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ଦିବସରେ ଜାତୀୟ ସଙ୍ଗୀତ ଗାନ ପରେ ପରଲୋକ ସଦସ୍ୟଙ୍କ ଉଦ୍ଦେଶ୍ୟରେ
Read More...

୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ମୁମ୍ବାଇ ଆକ୍ରମଣର ମୁଖ୍ୟ ଆସାମୀ ହାଫିଜ ସଇଦକୁ

ନୂଆଦିଲ୍ଲୀ : ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଆତଙ୍କବାଦୀ ସଙ୍ଗଠନ ଜମାତ୍‌ ଉଦ୍‌ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସଇଦଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ସୂଚନାରେ ପ୍ରକାଶ । ତେବେ ପାକିସ୍ତାନର ଆତଙ୍କବାଦ ବିରୋଧୀ ଅଦାଲତ ଦୁଇଟି ଆତଙ୍କବାଦୀ ମାମଲାରେ ହାଫିଜ
Read More...

ଚୁଡାପାଲି ନଦୀରେ କାଇଁଶ ଫୁଲର ବଗିଚା

ଚୁଡାପାଲି, (ରାଜେଶ ଦଣ୍ଡସେନା) : ଚୁଡାପାଲି ଏବଂ ଢୁଲୁସର ମୁଖ୍ୟ ରାସ୍ତାର ମଝିରେ ଥିବା ନଦୀର ଶୋଭା ବଢାଉଛି କାଇଁଶ ଫୁଲ । ଚୂଡାପାଲି ରାସ୍ତା ଦେଇ କୌଣସି କାମରେ ଗଲା ଲୋକେ ଚୁଡାପାଲି ବ୍ରିଜ ଉପରୁ ଏହି ନଦୀରେ ଥିବା କାଇଁଶଫୁଲ ବଗିଚାକୁ ମନଭରି ଉପଭୋଗ କରନ୍ତି । ଯେ କେହି ବି ଟିକେ ଅଟକି
Read More...

ମୋ ଉପଚାରୀ ବଗିଚା ଯୋଜନାରେ କାମ ଆରମ୍ଭର ୪ ମାସ ପରେ ମଧ୍ୟ ପାରିଶ୍ରମିକ ନ ମିଳିବା ନେଇ ବିଡ଼ିଓଙ୍କୁ ଅଭିଯୋଗ କରିବାର ୨…

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାରଙ୍କ ମୋ ଉପଚାରୀ ବଗିଚା ଯୋଜନାରେ ଦେଓଗାଁ ବ୍ଲକ ଗୌଡ଼ଗୋଠ ପଞ୍ଚାୟତର ୧୫୦ଜଣ ନାମ ପଞ୍ଜିକରଣ କରିଥିଲେ । ସୋମନଙ୍କ ମଧ୍ୟରୁ ୬୦ରୁ ୭୦ଜଣ ହିତାଧିକାରୀ ଗତ ଜୁଲାଇ ମାସରେ ନିଜ ନିଜ ଜମିରେ ନିୟମ ହିସାବରେ ଚାଷ କରିଛନ୍ତି । କିନ୍ତୁ କାମ ଆରମ୍ଭ
Read More...

ରାସ୍ତାରେ ରହିଛି ଖାଲ : ରାସ୍ତାର ଚତୁଃପାର୍ଶ୍ୱରେ ଖେଳ ଖେଳୁଛି ମେଟାଲ୍

ଚୂଡାପାଲି, (ରାଜେଶ ଦଣ୍ଡସେନା) : ଶିବତଲା ମୂଖ୍ୟ ରାସ୍ତାରୁ ଆଡେନଡୁଂଗୁରୀକୁ ଯାଇଥିବା ୨.୨ କି.ମି. ରାସ୍ତାର ଅବସ୍ଥା ନ କହିଲେ ଭଲ । ରାସ୍ତାରେ ରହିଛି ବଡ ବଡ ଖାଲ ଏବଂ ମେଟାଲ୍ ଖେଳୁଛି ଖେଳ । ଆଡେନଡୁଂଗୁରୀ ଗ୍ରାମବାସୀ ପ୍ରତିଦିନ ଶିବତଲା ଗ୍ରାମକୁ ଯିବା ଆସିବା କରୁଥିବା ବେଳେ ନାହିଁ ନ
Read More...

ମାସ୍କ ନପିନ୍ଧିଲେ ଦିଲ୍ଲୀରେ ଗଣିବାକୁ ହେବ ୨ ହଜାର ଟଙ୍କା ଜରିମାନା

ନୂଆଦିଲ୍ଲୀ : ମାସ୍କ ନପିନ୍ଧିଲେ ଦିଲ୍ଲୀରେ ଗଣିବାକୁ ହେବ ୨ ହଜାର ଟଙ୍କା ଜରିମାନା । ନଭେମ୍ବର ମାସ ଆରମ୍ଭରୁ ରାଜଧାନୀ ଦିଲ୍ଲୀରେ ପ୍ରତିଦିନ ୬ରୁ ୭ହଜାର ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସରକାରଙ୍କ ଚିନ୍ତା ବଢି ଯାଇଛି । ରାଜଧାନୀରେ କରୋନା ସଂକ୍ରମଣର ତୃତୀୟ ଲହର ଏବେ ତାର
Read More...

କିଡ୍‌ନୀ ପୀଡିତ ବଚନଙ୍କ ପାଇଁ ଅର୍ଥ ସାଜିଛି ବାଧକ

କୋରାପୁଟ, (କେପିଏନ୍‌ଏସ୍‌) : ବୟସ ମାତ୍ର ୨୦ । କିଡ୍‌ନୀ ରୋଗର ଶିକାର ହୋଇଛନ୍ତି । କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡା ବ୍ଲକ ଅଧୀନସ୍ଥ କୋଲାର ଗ୍ରାମ ପଚାଂୟତ କାଠପଡା ଗାଁର ଭଗବାନ ଖରାଙ୍କ ପୁଅ ବଚନ ଖରା କିଡ଼୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଖୁବ୍‌ କଷ୍ଟ ପାଉଥିବା ଜଣାପଡ଼ିଛି ।
Read More...