Daily Archives

ମିର୍ଦ୍ଧାପାଲି ପଂଚାୟତ ଅଂଚଳରେ ଆବାସ ଯୋଜନା ଦୁର୍ନୀତି ବିରୁଦ୍ଧରେ ଭିଆଇପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମିର୍ଦ୍ଧାପାଲି ପଂଚାୟତ ସରକାରୀ ଆବାସ ଯୋଜନା ଦୁର୍ନୀତି ବିରୁଦ୍ଧରେ ଆଜି ବଲାଙ୍ଗିର ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆ ପାର୍ଟିର ନେତୃତ୍ୱରେ ପଂଚାୟତର ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀ ବିକ୍ଷୋଭ କରି ବଲାଙ୍ଗିର ବ୍ଲକ ବିଡିଓଙ୍କ ଜରିଆରେ
Read More...

ମୋବାଇଲ୍‌ ହଜିଛି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଚନ୍ଦ୍ରଶେଖରନଗର ନିବାସୀ ଅନନ୍ତ ନାରାୟଣ ପାଣିଗ୍ରାହୀଙ୍କ ଝିଅ ସ୍ୱପ୍ନତା ପାଣିଗ୍ରାହୀ ଶାନ୍ତିପଡ଼ା ଛକ ଅଂଚଳରେ ତାଙ୍କ ସାମସଙ୍ଗ ମୋବାଇଲ୍‌ ଆଜି ଅପରାହ୍ନ ୨ଟାରୁ ୨ଟା ୩୦ ମିନିଟ୍‌ ଭିତରେ ହଜେଇ ଦେଇଥିବା କହିଛନ୍ତି । ଯଦି କୌଣସି ସୁହୃଦୟ
Read More...

ଭେଙ୍ଗରାଜପୁରରେ ବାଜୁବନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ଫସଲ ବୀମାକୁ ନେଇ ଗତ ୭ ତାରିଖ ଦିନ ଭେଙ୍ଗରାଜପୁର, ବାଦିକଟା, ଲଖମରା ତିନୋଟି ପଞ୍ଚାୟତରୁ ଏକ କୃଷି ପ୍ରତିନିଧି ଦଳ ଦିଲ୍ଲୀ ଅଭିମୁଖେ ଯାଇଥିଲେ ଏବଂ ୯ ତାରିଖ ଦିନ କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଦ୍ୱୟଙ୍କୁ ସାକ୍ଷାତ ଆଲୋଚନା କରିଥିଲେ ।
Read More...

ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ବଲାଙ୍ଗିର ଝିଅ ଶୁଭଶ୍ରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫେମିନା ମିସ୍‌ ଇଣ୍ଡିଆ ତରଫରୁ ଅନୁଷ୍ଠିତ ହେବାକୁ ଥିବା ମିସ୍‌ ଇ‌ଣ୍ଡିଆ ପ୍ରତିଯୋଗିତାରେ ଓଡିଶାର ଟପ୍‌ ୫ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ବଲାଙ୍ଗିରର ଝିଅ ଶୁଭଶ୍ରୀ ରାୟଗୁରୁ ମନୋନୀତ ହୋଇଛନ୍ତି । ସେ ବଲାଙ୍ଗିରର ସ୍ପେସିଆଲ ଜୁଡ଼ିସିଆଲ୍‌ ମାଜିଷ୍ଟ୍ରେଟ୍‌
Read More...

ଆଦିବାସୀଙ୍କ ପ୍ରତି ସରକାରଙ୍କ ପାତର ଅନ୍ତର ନୀତି ପ୍ରତିବାଦରେ ନଭେମ୍ବର ୨୫ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀମାନଙ୍କ ପ୍ରମୁଖ ସମସ୍ୟା ଗୁଡିକ ସମାଧାନ ହେଉ ନାହିଁ । ନକଲି ଆଦିବାସୀମାନଙ୍କୁ ସରକାର ·କିରୀରୁ ବହିଷ୍କାର କରୁନାହିଁ । ଆଦିବାସୀଙ୍କ ଧର୍ମ, ସଂସ୍କୃତି, ପ୍ରଥା ପରମ୍ପରା, ଭାଷା, ଦେବାଦେବୀ ପୂଜାପୀଠର ସୁରକ୍ଷା, ସଂରକ୍ଷଣ କରୁନାହିଁ । ଜଙ୍ଗଲ ଜମିର
Read More...

ଗଣ୍ଡାବଜା କଳାକାରଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ସାରା ବିଶ୍ୱକୁ ଦୋହଳାଇ ଜୀବନର ଗତିବିଧି ବଦଳାଇ ଦେଇଛି । ଏହି ଦୁଃସମୟ ସମସ୍ତ ଶ୍ରେଣୀର ଜନସାଧାରଣଙ୍କୁ ପରିବାର ପୋଷଣ କରିବା ଦିଗରେ ଘଡିସନ୍ଧି ମୁହୂର୍ତ୍ତରେ ଠିଆ କରି ଦେଇଥିବା ବେଳେ ଓଡିଶା ସରକାର କେତେକ ଶ୍ରେଣୀର ଲୋକମାନଙ୍କ ପାଇଁ
Read More...

ବ୍ରିଟିଶ ସଂଗୀତଜ୍ଞଙ୍କ ପିଆନୋ ବାଦନରେ ବିଭୋର୍‌ ହେଲେ ବଣୁଆ ମାଙ୍କଡ଼

ଲଣ୍ଡନ : ଥାଇଲ୍ୟାଣ୍ଡର ଐତିହାସିକ ଅଟ୍ଟାଳିକା ଦଖଲ କରୁଥିବା ମାଙ୍କଡମାନଙ୍କୁ ଶାନ୍ତ ରଖିବା ପାଇଁ ବ୍ରିଟିଶ ସଂଗୀତଜ୍ଞ ପଲ୍ ବର୍ଟନ୍ ଏକ ନିଆରା ଉପାୟ ପ୍ରସ୍ତୁତ କରିଛନ୍ତି । ଏହି ପଦ୍ଧତିର ସାହାଯ୍ୟରେ ମାଙ୍କଡମାନେ କେବଳ ଶାନ୍ତ ହୋଇନଥିଲେ ବରଂ ଅନେକେ ଶୋଇ ପଡ଼ିଥିଲେ ମଧ୍ୟ । ଲୋପବୁରୀ
Read More...

ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ମୁମ୍ବାଇ କୋର୍ଟରୁ ପାଇଲେ ଜାମିନ

ମୁମ୍ବାଇ : ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ ମୁମ୍ବାଇର ଏକ କୋର୍ଟରୁ ଜାମିନ ପାଇଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ପ୍ରସଙ୍ଗରେ ଫିଲ୍ମ ଏବଂ ଟିଭି ଜଗତର ଅନେକ ସେଲିବ୍ରିଟିଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦ୍ୱାରା ପଚରା
Read More...

ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଟିଟିଲାଗଡ ଥାନା ଅଧିକାରୀଙ୍କ ବଦଳି ଦାବୀ : ବିକ୍ଷୋଭ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ଼ ସହରରେ ଆଜି ଆଦିବାସୀ ସଂଘ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଟିଟିଲାଗଡ଼ ଉପଜିଲ୍ଲାପାଳ ଅଫିସ ଏବଂ ଟିଟିଲାଗଡ଼ ଥାନାକୁ ଘେରାଓ କରିବା ସହ ଥାନାଧିକାରୀଙ୍କ ବଦଳି ଦାବୀ କରିଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି ଯେ, ଟିଟିଲାଗଡ଼ ଥାନା
Read More...

ଲାଠୋର ଲାନ୍ଥ ନଦୀ ବ୍ରିଜ୍ ପାଖରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଖପ୍ରାଖୋଲ, (କୃଷ୍ଣା ସେଠୀ) : ଲାଠୋର ଗ୍ରାମ ସୀମାରେ ବହି ଯାଉଥିବା ଲାନ୍ଥ ନଦୀ ବ୍ରିଜ୍ ପାଖରେ ଆଜି ସକାଳୁ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି । ସୂଚନା ଅନୁସାରେ ସେ ବ୍ୟକ୍ତି ଜଣକ କିଏ, କେଉଁଠୁ ଆସିଥିଲେ କେହି ଜାଣି ନାହାନ୍ତି । ସେ ବ୍ୟକ୍ତି ଜଣକ କିଛି ଦିନ ହେଲା ଲାନ୍ଥ ନଦୀ
Read More...
error: Content is protected !!