Daily Archives

ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ମୁଖ୍ୟ କାରାଗାରକୁ ଟିଭି ଓ ସିଲେଇ ମେସିନ ପ୍ରଦାନ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବରଗଡ଼ ମୂଖ୍ୟ କାରାଗାରକୁ ଆଜି ଗୋଟିଏ ଟଭି ଓ ଗୋଟିଏ ସିଲେଇ ମେସିନ ପ୍ରଦାନ କରାଯାଇଛି । ଏହି ମେସିନ ମହିଳା ବନ୍ଦୀ ମାନଙ୍କ ସହାୟକ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଛି । ଏହା
Read More...

ହଜି ଯାଇଛି କି ମାନବିକତା : ଜାତୀୟ ରାସ୍ତା କଡରେ ଜୀବନ ବିତାଉଛି ଜଣେ ମାନସିକ ଅସୁ‌ସ୍ଥ ମହିଳା

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାରେ ଅସହାୟ ମାନସିକ ଅସୁସ୍ଥ ମଣିଷଙ୍କ ସଂଖ୍ୟା ଶତାଧିକ । ସରକାରଙ୍କ ଦ୍ଵାରା ଅନେକ ଯୋଜନା କାର୍ୟ୍ୟକାରୀ ହେଉଥିବା ବେଳେ ଏବେ ମଧ୍ୟ ଏମାନଙ୍କ ସମସ୍ୟା ଓ ସ୍ଥିତି ସୁଧୁରି ନାହିଁ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଭଦ୍ରା
Read More...

ସ୍କୁଲ ବନ୍ଦ ପ୍ରତିବାଦରେ ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ଅଭିଭାବକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଳାରେ ବନ୍ଦ ହେଉଥିବା ୨୭୩ ଟି ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଠ ପଢାକୁ ନେଇ ଅଭିଭାବକ ମହଲରେ ଚିନ୍ତା ଦେଖାଦେଇଛି । ସୋହେଲା ବ୍ଲକ ବିନ୍ଧନପାଲି ଓ ବରପାଲି ବ୍ଲକ ଟିଙ୍ଗିପାଲି ଗାଁର ଅଭିଭାବକମାନେ ସ୍କୁଲ ବନ୍ଦ ପ୍ରତିବାଦରେ ଜିଲ୍ଳାପାଳଙ୍କ ଠାରେ
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ନିରୋଧ ଟାକ୍ସ ଫୋର୍ସ ଓ କିଶୋରୀ ସଶକ୍ତିକରଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗୀର ଓ ମହିଳା ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବାଲ୍ୟ ବିବାହନିରୋଧ ଓ ଟାସ୍କ ଫୋର୍ସ ତଥା କିଶୋରୀ ସଶକ୍ତିକରଣ
Read More...

ସରପଞ୍ଚ ନିରୁପମା ସିଂଙ୍କ ନିଲମ୍ବନ ଆଦେଶକୁ ଖାରଜ କଲେ ଉଚ୍ଚ ନ୍ୟାୟାଳୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ନିରୁପମା ସିଂଙ୍କ ନିଲମ୍ବନ ଆଦେଶକୁ ଖାରଜ କରି ତାଙ୍କୁ ପୁନର୍ବାର ସରପଞ୍ଚ ପଦରେ ଅବସ୍ଥାପିତ କରିବା ପାଇଁ ଓଡିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବା ପଡିଛି । ଏ ବିଷୟରେ
Read More...

ବ୍ଲକରେ ପିସି ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ ଅକାମୀ : ବିଡିଓ ଓ ଅନ୍ୟ ଅଧିକାରୀଙ୍କ ପିସି ବିରୋଧରେ ସରପଞ୍ଚ ସଂଘ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ୩ବର୍ଷ ତଳେ ବ୍ଲକ ମାନଙ୍କରେ ଚାଲିଥିବା ବ୍ୟାପକ ପିସି କାରବାରକୁ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକରେ ପିସି ବନ୍ଦ ପାଇଁ ଅଧିକାରୀ ମାନଙ୍କୁ କଡା ତାଗିଦ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ତାଗିଦ
Read More...

ବରଗଡ଼ରେ ନିଆଁ ବଲାଙ୍ଗିରରେ ଧୂଆଁ : କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ ଦାବୀରେ ଏକ୍ ହେଉଛି ପଶ୍ଚିମ ଓଡ଼ିଶା

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବରଗଡ଼ ଜିଲ୍ଲାରେ କ୍ୟାନ୍‌ସର୍‌ ହସ୍ପିଟାଲ ସ୍ଥାପନ ଦାବୀ ଆନ୍ଦୋଳନ ତେଜିବାରେ ଲାଗିଛି ଓ ଏହି ଆନ୍ଦୋଳନ ଏବେ ସମଗ୍ର ପଶ୍ଚିମ ଓଡ଼ିଶାରେ ବ୍ୟାପୁଥିବା ଦେଖିବାକୁ ମିଲୁଛି । ଆଜି ଏହାର ପ୍ରଭାବ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଲିଛି । ବେଲପଡ଼ା
Read More...

ଜମା ଟଙ୍କା ଦାବୀରେ ସମସ୍ତ ପଂଚାୟତ ଘେରିବେ ଜମାକାରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜମାକାରୀମାନଙ୍କୁ ତାଙ୍କ ଜମା ଟଙ୍କା ଫେରସ୍ତ ଦାବୀରେ ସମଗ୍ର ବଲାଙ୍ଗିର, ସୁବର୍ଣ୍ଣପୁର ଓ କଳାହାଣ୍ଡିର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରୀୟ ଜମାକାରୀ ଋଣ ସତ୍ୟାଗ୍ରହ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ସଂଗଠିତ କରିବା ପାଇଁ ଆଜି ବଲାଙ୍ଗିର ଠାରେ ଆୟୋଜିତ ଆର୍ଥିକ
Read More...

ପାକିସ୍ତାନ ଏବଂ ୟୁଏଇରେ ଦୂରତା ବୃଦ୍ଧି ହେବାର କାରଣ କ’ଣ ?

ଇସ୍‌ଲାମାବାଦ : ସଂଯୁକ୍ତ ଆରବ ଏମିରେଟ୍ସ ପାକିସ୍ତାନ ସମେତ ୧୨ ଟି ଦେଶର ଯାତ୍ରୀଙ୍କୁ ଭିସା ପ୍ରଦାନ ସାମୟିକ ଭାବେ ବନ୍ଦ କରି ଦେଇଛି । କିନ୍ତୁ ଏହି ଦେଶଗୁଡ଼ିକରେ ଭାରତର ନାମ ସାମିଲ୍‌ ହୋଇ ନଥବା କୁହାଯାଇଛି । ସାମ୍ପ୍ରତିକ ସମୟରେ ଏହା ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ଚାଲିଥିବା କଳହ ସହିତ
Read More...

ରାଉରକେଲାର ବୀର୍‌ସା ଦହର ସରସ୍ୱତୀ ବିଦ୍ୟା ମନ୍ଦିର ଦ୍ୱାରା ଛାତ୍ରଛାତ୍ରୀଙ୍କ ୬ ମାସର ଟ୍ୟୁସନ୍‌ ଫି ଛାଡ଼

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ବୀର୍‌ସା ଦହର ସରସ୍ୱତୀ ବିଦ୍ୟା ମନ୍ଦିର କରୋନା ସ୍ଥିତିକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀଙ୍କ ୬ ମାସର ଟ୍ୟୁସନ୍‌ ଫି ଛାଡ଼ କରିଥିବା ସୂଚନା ମିଳିଛି । ସଂପୃକ୍ତ ସରସ୍ୱତୀ ବିଦ୍ୟା ମନ୍ଦିରର ଚେୟାରମେନ୍‌ ରମେଶ ଅଗ୍ରୱାଲ୍‌ ଜଣାଇଛନ୍ତି ଯେ,
Read More...
error: Content is protected !!