Daily Archives

କିଡ୍‌ନୀ ପୀଡିତ ବଚନଙ୍କ ପାଇଁ ଅର୍ଥ ସାଜିଛି ବାଧକ

କୋରାପୁଟ, (କେପିଏନ୍‌ଏସ୍‌) : ବୟସ ମାତ୍ର ୨୦ । କିଡ୍‌ନୀ ରୋଗର ଶିକାର ହୋଇଛନ୍ତି । କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରିଗୁଡା ବ୍ଲକ ଅଧୀନସ୍ଥ କୋଲାର ଗ୍ରାମ ପଚାଂୟତ କାଠପଡା ଗାଁର ଭଗବାନ ଖରାଙ୍କ ପୁଅ ବଚନ ଖରା କିଡ଼୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଖୁବ୍‌ କଷ୍ଟ ପାଉଥିବା ଜଣାପଡ଼ିଛି ।
Read More...

ଶୋଚନୀୟ ଅବସ୍ଥାରେ ତେଲେନପାଲି-ପୁଟକେଲ୍‌ଚୁଆଁ ରାସ୍ତା : ହନ୍ତସନ୍ତ ଗ୍ରାମବାସୀ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି ତେଲେନପାଲିରୁ ପୁଟକେଲ୍‌ଚୁଆଁ ରାସ୍ତା । ପ୍ରଶାସନର ଦ୍ୱାରସ୍ଥ ହୋଇ ହୋଇ ଥକି ଗଲେଣି ଗ୍ରାମବାସୀ, ହେଲେ ସରକାର ଶୁଣୁନାହନ୍ତି ଗୁହାରୀ । ଏଠାରେ ସୂଚନା ଯେଗ୍ୟ ଯେ, ଏହି ରାସ୍ତାର ଉନ୍ନତି ପାଇଁ ୨୦୦୧ ମସିହାରୁ ଦାବୀ ହୋଇ
Read More...

ଅବ୍ୟବସ୍ଥା ଘେରରେ ଚାଷୀ : ସମାଧାନ ପାଇଁ ଉପଜିଲ୍ଲାପାଳଙ୍କୁ ଜଣାଇଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଲିଖିତ ଚରମପତ୍ର ଟିଏ ପ୍ରଦାନ କରାଯାଇଛି । ଅନେକ ସମସ୍ୟାରେ ଜର୍ଜରିତ ହୋଇ ଆଜି ଅପରାହ୍ନ ୨ ଘଟିକା ସମୟରେ ସ୍ଥାନୀୟ ଗୋରୁ ବଜାର ପ୍ରାଙ୍ଗଣରେ ରାଜବୋଡାସମ୍ବର କୃଷକ
Read More...

କଳାର ପୂଜାରୀ ଶ୍ୟାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଦହିତା ଗ୍ରାମ ପଞ୍ଚାୟତ ଭାଲୁଡୁଙ୍ଗୁରୀ ଗ୍ରାମର ଶ୍ୟାମ ସୁନ୍ଦର ମେହେର ଜଣେ କଳାର ପୂଜାରୀ । ସେ ନିଜ ଉଦ୍ୟମରେ ଏକ ସାଂସ୍କୃତିକ ସଂଙ୍ଗଠନ ପ୍ରତିଷ୍ଠା କରି ଗ୍ରାମାଞ୍ଚଳ ମାନଙ୍କରରେ ବେଶ୍‌ ପରିଚିତ ହୋଇ ପାରିଛନ୍ତି । ବିଭିନ୍ନ
Read More...

ବାଲୁକା କଳା ମାଧ୍ୟମରେ କ୍ୟାନସର ହସ୍‌ପିଟାଲ୍‌ ପ୍ରତିଷ୍ଠା ପାଇଁ ଦାବୀ ଜଣାଇଲେ ଶିଳ୍ପୀ

ଭେଡେନ, (କେପିଏନ୍‌ଏସ୍‌) : ବର୍ତ୍ତମାନ ସମୟରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ହେଲେ କ୍ୟାନସର ହସପିଟାଲ ଆଖପାଖରେ ନାହିଁ । ତେବେ ଚିକିତ୍ସା ପାଇଁ ଦୂର ସ୍ଥାନକୁ ଯିବା କ୍ଷେତ୍ରରେ ଜଣେ ଗରିବ କ୍ୟାନ୍‌ସର ରୋଗୀ ପାଇଁ କଷ୍ଟସାଧ୍ୟ ହେଉଛି । ଯାହା ପାଖରେ ପଇସା ଅଛି ତ’ ସେ
Read More...

ପାଳନ ହେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟରେ ସଭାପତି ଦିଲୀପ ବେହେରାଙ୍କ ସଭାପତିତ୍ୱରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପରେ ମହିୟସୀ ଇନ୍ଦିରା
Read More...

ଆସନ୍ତା କାଲି ରହିବନି ବିଜୁଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ବିଜୁଳି ରହିବନି ବୋଲି ବଲାଙ୍ଗିର ବିଜୁଳି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗ୍ରୀଡ୍‌ ରକ୍ଷଣା ବେକ୍ଷଣ ଯୋଗୁଁ ଆସନ୍ତା କାଲି ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବଲାଙ୍ଗିର ସହରରେ ବିଜୁଳି ସରବରାହ ବନ୍ଦ ରହିବା ନେଇ ଘୋଷଣା
Read More...

ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ସମାରୋହ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଦିଲୀପ କଲ୍ୟାଣ ମଣ୍ଡପ ପରିସରରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ସମାରୋହ ପାଳନ କରାଯାଇଥିଲା । ଏହି ଅବସରରେ ଅନଲାଇନ ମାଧ୍ୟମରେ ପ୍ରତିଯୋଗିତା କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ
Read More...

ସରକାରୀ ପ୍ରାଣୀ ଚିକିତ୍ସାଳୟରେ ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ ସମୟରେ ଗୋ-ଚାଷୀଙ୍କ ଆକ୍ରୋଶ ପ୍ରଦର୍ଶନ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡରେ ଥିବା ଉପଖଣ୍ଡୀୟ ପ୍ରାଣୀ ଚିକିତ୍ସାଳୟରେ ଆଜି ଗୋ-ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି । ଏହି ସମୟରେ ଟିଟିଲାଗଡ ଅଞ୍ଚଳରେ ଗାଈ ପାଳନ କରୁଥିବା କିଛି ଚାଷୀ ଆସି ଉତ୍ତେଜନା ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା । ଯେଉଁ ଗାଈ ଚାଷୀମାନଙ୍କ ପାଇଁ
Read More...

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ନୁତନ ପଞ୍ଚାୟତର ଶୁଭ ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତରେ ନୁତନ ପଞ୍ଚାୟତ କାର୍ୟ୍ୟାଳୟ ପାଇଁ ଆଜି ଶୁଭାରମ୍ଭ କରା ଯାଇଛି । ଏହି ଶୁଭାରମ୍ଭ ଅବସରରେ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଶିବ ପ୍ରସାଦ ସାହୁ, ସରପଞ୍ଚ ଗିରିଧାରୀ ସେଠ, ଏନଆରଜିଏସ କର୍ମଚାରୀ ମାନେ
Read More...