om academy

ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ସମାରୋହ ପାଳନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଦିଲୀପ କଲ୍ୟାଣ ମଣ୍ଡପ ପରିସରରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଝାନ୍‌ସୀ ରାଣୀ ଲକ୍ଷ୍ମୀବାଈ ଜୟନ୍ତୀ ସମାରୋହ ପାଳନ କରାଯାଇଥିଲା । ଏହି ଅବସରରେ ଅନଲାଇନ ମାଧ୍ୟମରେ ପ୍ରତିଯୋଗିତା କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡଃ ପ୍ରମୋଦ କୁମାର ପାଢୀ ଏବଂ ମୁଖ୍ୟବକ୍ତା ଭାବେ ଆଇନଜୀବୀ ପ୍ରଶାନ୍ତ ମାଝି ଯୋଗ ଦେଇଥିଲେ । ଗୃହରକ୍ଷୀ ପୂର୍ଣଚଦ୍ର ପଟେଲଙ୍କୁ ଉତ୍ତମ ବ୍ୟବହାର ଓ ନିଷ୍ଠାର ସହିତ କତ୍ତବ୍ୟ ନିଷ୍ଠା ପାଇଁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.