om academy

ଆସନ୍ତା କାଲି ରହିବନି ବିଜୁଳି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ବିଜୁଳି ରହିବନି ବୋଲି ବଲାଙ୍ଗିର ବିଜୁଳି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଗ୍ରୀଡ୍‌ ରକ୍ଷଣା ବେକ୍ଷଣ ଯୋଗୁଁ ଆସନ୍ତା କାଲି ପୂର୍ବାହ୍ନ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବଲାଙ୍ଗିର ସହରରେ ବିଜୁଳି ସରବରାହ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି ।

Leave A Reply

Your email address will not be published.