om academy

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ନୁତନ ପଞ୍ଚାୟତର ଶୁଭ ଉଦଘାଟନ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଲିଆପାଲି ଗ୍ରାମ ପଞ୍ଚାୟତରେ ନୁତନ ପଞ୍ଚାୟତ କାର୍ୟ୍ୟାଳୟ ପାଇଁ ଆଜି ଶୁଭାରମ୍ଭ କରା ଯାଇଛି । ଏହି ଶୁଭାରମ୍ଭ ଅବସରରେ ପଞ୍ଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଶିବ ପ୍ରସାଦ ସାହୁ, ସରପଞ୍ଚ ଗିରିଧାରୀ ସେଠ, ଏନଆରଜିଏସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଖଲିଆପାଲି ଗ୍ରାମ ପଞ୍ଚାୟତରେ ଇଓ ଶ୍ରୀ ସାହୁଙ୍କ ଉଦ୍ୟମରେ ବହୁତ ଗୁଡାଏ ଉନ୍ନତି ମୂଳକ କାର୍ୟ୍ୟ ମାନ କରାଯାଇଅଛି ।

Leave A Reply

Your email address will not be published.