Daily Archives

ଜଣକ ଉପରେ ଗୋଟିଏ ଦିନରେ ଦୁଇ ଥର ଆକ୍ରମଣ : ଦୁଇ ଜଣ ଗୁରୁତର

ଟିଟିଲାଗଡ, (ଗୋରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର୍ ପଞ୍ଚାୟତର ମାଲିଝର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ସଙ୍ଘବଦ୍ଧ ଭାବେ ଗୁରୁତର ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଦେବସିଙ୍ଗ ମାଝୀ(୫୫) କୌଣସି କାମ ପାଇଁ
Read More...

ଅର୍ଣ୍ଣବଙ୍କ ଗିରଫ ଉପରେ ଅମିତ ଶାହାଙ୍କ ମ‌ନ୍ତବ୍ୟ : କଂଗ୍ରେସ ଏବଂ ସହଯୋଗୀମାନେ ପୁଣିଥରେ ଗଣତନ୍ତ୍ରକୁ ଲଜ୍ଜିତ…

ନୂଆଦିଲ୍ଲୀ : ମୁମ୍ବାଇ ପୋଲିସ ପକ୍ଷରୁ ରିପବ୍‌ବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମାଲୋଚନା କରିଛନ୍ତି । ସେ ମହାରାଷ୍ଟ୍ରର କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କୁ ରିପବ୍ଲିକ୍ ଟିଭି ଏବଂ ଏହାର ସମ୍ପାଦକ ଅର୍ଣ୍ଣବ
Read More...

ୟୁପିର କୁଶୀନଗରରେ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ : ଦମ୍ପତିଙ୍କ ସମେତ ୪ ମୃତ୍ୟୁ, ୧୨ ଆହତ

କୁଶୀନଗର : ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାର ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଯୋଗୁଁ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ବୁଧବାର ସକାଳେ କୁଶୀନଗରର କପ୍‌ତାନ୍‌ଗଂଜ ଅଂଚଳରେ ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ହେତୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ
Read More...

ଭାରତ-ୟୁକେ ମଧ୍ୟରେ ଭେଷଜ ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ବୁଝାମଣାପତ୍ରକୁ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ-ୟୁକେ ମଧ୍ୟରେ ଭେଷଜ ସାମଗ୍ରୀ ନିୟନ୍ତ୍ରଣ କ୍ଷେତ୍ରରେ ହୋଇଥିବା ବୁଝାମଣାପତ୍ରକୁ ମଞ୍ଜୁରି ମିଳିଛି । ଭାରତୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ
Read More...

ଭାରତରେ ହ୍ରାସ ପାଇବାରେ ଲାଗିଛି କରୋନା ସକ୍ରିୟ ମାମଲା : କ୍ରମାଗତ ଷଷ୍ଠ ଦିନରେ ସକ୍ରିୟ ମାମଲା ୬ ଲକ୍ଷ ତଳେ

● ସୁସ୍ଥତା ହାର ୯୨ ପ୍ରତିଶତ ଅତିକ୍ରମ କଲା ନୂଆଦିଲ୍ଲୀ, (ପିଆଇବି) : ଭାରତରେ ପ୍ରତିଦିନ କୋଭିଡ ଆକ୍ରାନ୍ତମାନେ ଅଧିକରୁ ଅଧିକ ସୁସ୍ଥ ହେଉଥିବାରୁ ଏବଂ ମୃତ୍ୟୁହାର ହ୍ରାସ ପାଉଥିବାରୁ ସକ୍ରିୟ ମାମଲାର ନିମ୍ନମୁଖୀ ଧାରା ମଧ୍ୟ ଜାରି ରହିଛି । କ୍ରମାଗତ ଷଷ୍ଠ ଦିନରେ ଦେଶରେ କରୋନା ସକ୍ରିୟ
Read More...

ଶ୍ରମିକ କାର୍ଡ଼ ରିନ୍ୟୁ ହେଉ ନଥିବାରୁ ଅସନ୍ତୋଷ : ଆମ ଆଦମୀ ପାର୍ଟି ପକ୍ଷରୁ ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : କରୋନା କାଳରେ ଶ୍ରମିକ ମନେ ଦୁର୍ଦ୍ଦିନରେ ସମୟ କାଟୁଥିବା ବେଳେ ଏବେ ଲେବର କାର୍ଡ ରିନ୍ୟୁ ହେଉ ନଥିବାରୁ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ ଠାରେ ଆମ ଆଦମୀ ପାର୍ଟି ଅଭିଯୋଗ କରିଛି । ବରଗଡ଼ ଜିଲ୍ଲା ଶ୍ରମ ଅଧିକାରୀଙ୍କ
Read More...

ଆଖିରୁ ପାଣି ବୋହୁଥିଲେ ଏହି ଘରୋଇ ଉପଚାର କରନ୍ତୁ : ଶୀଘ୍ର ମିଳିବ ଆରାମ

କ୍ରମାଗତ ଭାବରେ କାର୍ଯ୍ୟ କରିବା ବେଳେ ଅନେକ ଥର ଏଭଳି ସମସ୍ୟା ଦେଖାଦିଏ । ହଠାତ୍ ଆଖିରୁ ପାଣି ବାହାରିବା ଆରମ୍ଭ ହୁଏ । ସମସ୍ୟା ଏମିତି ହୋଇଯାଏ ଯେ କୌଣସି କାମ କରିବା କଷ୍ଟକର ହୋଇଯାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ସଫା ପାଣିରେ ବାରମ୍ବାର ଆଖି ଧୋଇଥାନ୍ତି । କିନ୍ତୁ ସମସ୍ୟା ଦୂର ହୋଇ
Read More...

ବରିଷ୍ଠ ଆଇନଜୀବୀ ଗୋବର୍ଦ୍ଧନ ପୂଜାରୀଙ୍କ ପରଲୋକ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ବରିଷ୍ଠ ଆଇନଜୀବୀ ଗୋବର୍ଦ୍ଧନ ପୂଜାରୀଙ୍କ ଆଜି ପରଲୋକ ହୋଇଯାଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବରୁ ସେ କୋଭିଡ୍‌ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା କୁହାଯାଇଛି । ତେବେ ତାଙ୍କ ପରଲୋକରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି
Read More...

ଗାନ୍ଧୀ ପ୍ରଗତି ପ୍ରତିଷ୍ଠାନ ତରଫରୁ କରୋନା ଓ ନିଶା ନିବାରଣ ପାଇଁ ପଦଯାତ୍ରା

ଡେ଼ଲାଙ୍ଗ : ଗାନ୍ଧୀ ପ୍ରଗତି ପ୍ରତିଷ୍ଠାନ ତରଫରୁ କରୋନା ଓ ନିଶା ନିବାରଣ ପାଇଁ ୧୮.୧୦.୨୦୨୦ ଠାରୁ କରାଯାଉଥିବା ସଚେତନତା ପଦଯାତ୍ରା ଡେଲାଙ୍ଗ ବ୍ଲକର ୧୮ଟି ପଂଚାୟତ ପରିକ୍ରମା କରି ଆଜି ଶ୍ରୀପୁରୁଷୋ‌ତ୍ତମପୁର ପଂଚାୟତରେ ପହଂଚିଥିଲା । ଗ୍ରାମବାସୀମାନେ ପିଲାମାନଙ୍କ ଦ୍ବାରା ପଦଯାତ୍ରୀ
Read More...

ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ସିଂହଙ୍କ ପରଲୋକ

କଳାହାଣ୍ଡି (ପି.କେ.ସାହୁ): ଛାତ୍ର ଜୀବନରୁ ସମାଜସେବାକୁ ବ୍ରତ ଏବଂ ବୃତ୍ତି ଭାବେ ଗ୍ରହଣ କରିଥିବା ରାମଚନ୍ଦ୍ର ସିଂହଙ୍କ ଆଜି ପରଲୋକ ହେଇଯାଇଛି । କଳାହାଣ୍ଡି ଜିଲ୍ଲା ମ.ରାମପୁରଠାରେ ଅବସ୍ଥାନ କରୁଥିବା ସ୍ୱର୍ଗତ ସିଂହ ରମାଦେବୀ ରିଲିଫ କମିଟୀରେ ଛାତ୍ରାବସ୍ଥା ପରେ ପରେ ଯୋଗଦେଇ ଓଡ଼ିଶାର
Read More...
error: Content is protected !!