ଗାନ୍ଧୀ ପ୍ରଗତି ପ୍ରତିଷ୍ଠାନ ତରଫରୁ କରୋନା ଓ ନିଶା ନିବାରଣ ପାଇଁ ପଦଯାତ୍ରା

ଡେ଼ଲାଙ୍ଗ : ଗାନ୍ଧୀ ପ୍ରଗତି ପ୍ରତିଷ୍ଠାନ ତରଫରୁ କରୋନା ଓ ନିଶା ନିବାରଣ ପାଇଁ ୧୮.୧୦.୨୦୨୦ ଠାରୁ କରାଯାଉଥିବା ସଚେତନତା ପଦଯାତ୍ରା ଡେଲାଙ୍ଗ ବ୍ଲକର ୧୮ଟି ପଂଚାୟତ ପରିକ୍ରମା କରି ଆଜି ଶ୍ରୀପୁରୁଷୋ‌ତ୍ତମପୁର ପଂଚାୟତରେ ପହଂଚିଥିଲା । ଗ୍ରାମବାସୀମାନେ ପିଲାମାନଙ୍କ ଦ୍ବାରା ପଦଯାତ୍ରୀ ମାନଙ୍କୁ ପୁସ୍ପମାଲ୍ୟ ଦେଇ ସ୍ବାଗତ କରିଥିଲେ ।

Leave A Reply

Your email address will not be published.