ମଦୁଆଙ୍କ ଆଡ୍ଡା ପାଲଟିଛି ସଇଁନ୍ତଳା ବିଦ୍ୟୁତ କାର୍ୟ୍ୟଳୟ
ସଇଁତଲା, (ପ୍ରଶାନ୍ତ କୁମାର ମେହେର) : ବଲାଙ୍ଗିର ଜିଲ୍ଲା ସଇଁତଲା ବିଦ୍ୟୁତ କାର୍ୟ୍ୟଳୟ ଏବେ ମଦୁଆଙ୍କ ଆଡ୍ଡା ପାଲଟିଛି।ଏହି ଅଫିସ କାର୍ୟ୍ୟଳୟ ଆଗରେ କୁଢ଼ କୁଢ଼ ବିଅର ବୋତଲ ପଡି ରହିଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି । ତେବେ ଏହି ଅଫିସ ସମ୍ମୁଖରେ ଏକ ଆଧାର କାର୍ଡ ସଂଶୋଧନ!-->…
Read More...
Read More...