Browsing Tag

titilagarh news

ଟିଟିଲାଗଡ଼ ଆଇସେକ୍ଟ କମ୍ପ୍ୟୁଟର ସେଣ୍ଟରର ବାର୍ଷିକ ଉତ୍ସବରେ ଯୋଗ ଦେଲେ ବିଧାୟକ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ସର୍ବ ପୁରାତନ ତଥା ବିଶ୍ୱାସ ଯୋଗ୍ୟ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଓ ସ୍କିଲ ଡେଭଲପ୍‌ମେଣ୍ଟ ସେଣ୍ଟରର ବାର୍ଷିକ ଉତ୍ସବ ପରିଚାଳକ ଶିବାନନ୍ଦ ଦୀକ୍ଷିତଙ୍କ ସଭାପତିତ୍ୱରେ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଶୁକ୍ରବାର ସନ୍ଧ୍ୟାରେ
Read More...

ଆମ୍ବୁଲାନ୍ସ ଚାଳକଙ୍କ ମହାନତା : ଗର୍ଭବତୀ ମହିଳାଙ୍କ ପାଇଁ କଲେ ରକ୍ତଦାନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ନାରେନ ଗ୍ରାମର ଅନିଲ ସ୍ୱାଇଁ । ସେ ପେଶାରେ ଜଣେ ଆମ୍ବୁଲାନ୍ସ ଚାଳକ । ରାଜ୍ୟ ଜରୁରୀକାଳୀନ ୧୦୮ ଆମ୍ବୁଲାନ୍ସ ମହାସଂଘ, ବଲାଙ୍ଗିର ଜିଲ୍ଲା ଖୋଲାଣ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୫୬୯ ଆମ୍ବୁଲାନ୍ସରେ କାର୍ଯ୍ୟରତ ଚାଳକ ଅନୀଲ ସ୍ୱାଇଁ
Read More...

ବଜ୍ରକାପ୍ତା ଉଦ୍ଧାର : ୫ ଗିରଫ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଉଦ୍ୟମ କଲା ବେଳେ ମାଡ଼ିବସିଲା ବନ ବିଭାଗ । ଟିଟିଲାଗଡ ବନାଞ୍ଚଳ ଅନ୍ତର୍ଗତ ବେଲଗାଁ ମାଲପଡ଼ା ଗାଁର ଦେବରାଜ ଭୋଇ ଓ ପିଲୁ ଭୋଇ ଜଙ୍ଗଲରୁ ବଜ୍ରକାପ୍ତା ଧରି ଘରେ ଲୁଚାଇ ବିକ୍ରି କରିବା ପାଇଁ ଯୋଜନା କରିଥିଲେ । ପରେ
Read More...

ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲ କ୍ୟାମ୍ପସ ଠାରେ କଳିଙ୍ଗ ବଡି ବିଲଡ଼ିଂ ଚମ୍ପିଆନ୍‌ସିପ୍‌ ଅନୁଷ୍ଠିତ

ଏସ୍‌.ଏମ୍‌. କ୍ଲାସିକ ୨୦୨୪ ହେଲେ ଶଙ୍କର ମେହେର ଓ ଅନିତା ମିଶ୍ର ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କଳିଙ୍ଗ ବଡି ବିଲ୍ଡିଂ ଆସୋସିଏସନର ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ ରବିବାର ସଂଧ୍ୟାରେ ଟିଟିଲାଗଡ଼ ନିକଟସ୍ଥ ଚାରଭଟା ଠାରେ ଥିବା ଓମ ଭ୍ୟାଲି ସ୍କୁଲ
Read More...

ଓମ ଭ୍ୟାଲି ସ୍କୁଲର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭିତରେ ଓମ ଭ୍ୟାଲି ସ୍କୁଲ ଅନ୍ୟତମ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୁଇଦିନ ବ୍ୟାପୀ ବାର୍ଷିକ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ଦୃଢ଼ତା ତଥା ନୈତିକ ଉନ୍ନତି ପାଇଁ
Read More...

ଓମଭେଲି ବିଦ୍ୟାଳୟରେ ଦ୍ଵି-ଦିବସୀୟ ବାର୍ଷିକ କ୍ରୀଡ଼ା ଆରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମଭେଲି ବିଦ୍ୟାଳୟର ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରା ମୁକ୍ତ ଆକାଶର ସୁରମ୍ୟ ସବୁଜିମା କ୍ରୀଡାଙ୍ଗନରେ ଅପୂର୍ବ ହର୍ଷୋଲ୍ଲାସରେ ଶୁଭାରମ୍ଭ ହୋଇଛି ବାର୍ଷିକ କ୍ରୀଡା ମହୋତ୍ସବ । ପ୍ରତିଯୋଗୀମାନଙ୍କ ମନରେ ପ୍ରବଳ ଉତ୍କଣ୍ଠା
Read More...

ଟିଟିଲାଗଡ଼ ବହି ହାଟ କମିଟି ପୁନଃ ଗଠନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବହିହାଟ କମିଟିର ଉପସ୍ଥିତ ସଭ୍ୟମାନଙ୍କୁ ନେଇ ସ୍ଥାନୀୟ ଆଦିବାସୀ ଭବନରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସର୍ବ ପ୍ରଥମେ ଦିବଂଗତ ସଭ୍ୟମାନଙ୍କ ଆତ୍ମାର ସଦଗତି ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ପରେ କମିଟି
Read More...

ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲରେ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ସାମାଜିକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ଓମଭ୍ୟାଲି ସ୍କୁଲ ପରିସରରେ ଗୁରୁବାର ଦିନ ବିଜ୍ଞାନ, କଳା, ସାମାଜିକ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟାର ଭବ୍ୟ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ବିଦ୍ୟାର୍ଥୀଙ୍କ ବ୍ୟକ୍ତିତ୍ଵର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ କୁନି
Read More...

ତୁର୍ଲା ଜୟ ହନୁମାନ କ୍ଲବ ତରଫରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ : ଉଦ୍‌ଘାଟନୀ ମ୍ୟାଚରେ ସିହିନୀ ବିଜୟୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଜଗୁଆ ଗ୍ରାମପଞ୍ଚାୟତର ତୁର୍ଲା ଗ୍ରାମ ପାଓମେକ୍ସ ନିକଟ ଖେଳ ପଡ଼ିଆରେ ଜୟ ହନୁମାନ କ୍ଲବ ତରଫରୁ ଗୁରୁବାର ଅପରାହ୍ନରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଜେପି
Read More...

ଟିଟିଲାଗଡ଼ କଂଗ୍ରେସ ତରଫରୁ ଆଇଜିଙ୍କ ନିକଟକୁ ଦାବିପତ୍ର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଟିଟିଲାଗଡ଼ ସହର ବଢିବାକୁ ଲାଗିଛି । ଅପରାଧ ଓ ଅପରାଧୀଙ୍କୁ ନିୟନ୍ତ୍ରଣ ଓ ଅସୁବିଧା ସମୟରେ ଅତି ଶୀଘ୍ର ଉପସ୍ଥିତ ରହିବା ପୋଲିସ ପ୍ରଶାସନ ପାଇଁ ନିତ୍ୟାନ୍ତ ଆବଶ୍ୟକ । ସହରର ଜନସଂଖ୍ୟା ୬୦ ହଜାରରୁ ଅଧିକ ହୋଇସାରିଛି । ଅପର ପକ୍ଷରେ ବିଭିନ୍ନ
Read More...