Browsing Tag

titilagarh news

ଟିଟିଲାଗଡ଼ ରାମକୃଷ୍ଣ ମିଶନ ଆଶ୍ରମରେ କାଳୀ ପୂଜା ଧୁମଧାମରେ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୁକ୍ତିଧାମ ପଛ ପଟେ ଥିବା ରାମକୃଷ୍ଣ ମିଶନ ଆଶ୍ରମ ପରିସର ଭିତରେ ଥିବା କାଳୀ ମନ୍ଦିରରେ ମା' କାଳୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ମା' କାଳୀଙ୍କ ପୂଜା ଦୀପାବଳୀ ରାତିରେ କରାଯାଇଥାଏ । ଏହି ଅବସରରେ ମା'
Read More...

ପ୍ରଜ୍ଞାନ ମିଶନ ତରଫରୁ ଆୟୋଜିତ ହୋଇଥିବା ଗୀତା ଆବୃତ୍ତି ପ୍ରତିଯୋଗିତାରେ ଟିଟିଲାଗଡ଼ ଓମଭେଲି ସ୍କୁଲର…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ର ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଜ୍ଞାନ ମିଶନ ତରଫରୁ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାର ବିଷୟ ଥିଲା ପଞ୍ଚମ ଅଧ୍ୟାୟ, କର୍ମ ସନ୍ନ୍ୟାସ ଯୋଗ ଉପରେ ଗୀତା ଆବୃତ୍ତି କରିବା । ବିଭିନ୍ନ ବିଦ୍ୟାଳୟର
Read More...

ଆଇସେକ୍ଟ ଦ୍ୱାରା ଆୟୋଜିତ କୌଶଳ ବିକାଶ ଯାତ୍ରା ୨୦୨୫ ସଫଳତାର ସହ ଆରମ୍ଭ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଇସେକ୍ଟ ଓଡ଼ିଶା ଶାଖା ଏବଂ ଆଇସେକ୍ଟ ସ୍କିଲ ସେଣ୍ଟର ଟିଟିଲାଗଡ ଶାଖାର ମିଳିତ ଉଦ୍ୟମରେ କୌଶଳ ବିକାଶ ଯାତ୍ରା ଏବଂ ଏଆଇ ସାକ୍ଷରତା ମିଶନ ସରକାରୀ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ(ଖୋଲାନ) ଏବଂ ଟିଟିଲାଗଡ଼ ମହିଳା ଡିଗ୍ରୀ କଲେଜ ଠାରେ ସଫଳତାର ସହ ଆୟୋଜିତ
Read More...

ଧରତି ଆବ୍ୱା ଏକ୍ସପ୍ରେସରୁ ୭୦ ଲକ୍ଷ ଟଙ୍କା ଜବତ ଘଟଣା – ତଦନ୍ତ କଲାପରେ ଛାଡ଼ିଲେ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ସକାଳ ନ'ଟା ବେଳକୁ ଟିଟିଲାଗଡ଼ ରେଳ ଷ୍ଟେସନରେ ଧରତୀ ଆବ୍ୱା ଏକ୍ସପ୍ରେସରେ ଟିଟିଲାଗଡ଼ ରେଳ ସୁରକ୍ଷା ବଳର ଅଧିକାରୀ ଏବଂ କର୍ମଚାରୀମାନେ ଟ୍ରେନ ଭିତରକୁ ଯାଇ ଯାଞ୍ଚ କରିବା ପରେ ଦୁଇ ଜଣଙ୍କୁ ସନ୍ଦେହରେ ଖାନ୍‌ତଲାସୀ କଲା ବେଳେ ତାଙ୍କ ବ୍ୟାଗ୍
Read More...

ଓମ ଭ୍ୟାଲି ସ୍କୁଲର ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମହାବୀର ପେପର ମିଲକୁ ଶିଳ୍ପ ସମ୍ବନ୍ଧୀୟ ଭ୍ରମଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଓମ ଭ୍ୟାଲି ସ୍କୁଲ ସଦାବେଳେ ବିଦ୍ୟାର୍ଥୀଙ୍କ ପାଠପଢା ପାଇଁ ନୂତନ ପଦ୍ଧତି ଅବଲମ୍ବନ କରିବା ସହ ନୂତନ ଜ୍ଞାନ କୌଶଳ ପାଇଁ ପ୍ରାୟୋଗିକ ବିଦ୍ୟା ପ୍ରଦାନ କରାଯାଇଥାଏ । ସ୍କୁଲର ଛାତ୍ରଛାତ୍ରୀ କିପରି ଭଲ ପାଠ
Read More...

ମାନିବାକୁ ପଡ଼ିବ, ଗଂଜେଇ ଚାଲାଣର ନୂଆ ଟ୍ରିକ୍‌ : ୬ ଜଣ ଯୁବକଙ୍କୁ କାବୁ କଲା ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମାନିବାକୁ ପଡ଼ିବ, ଗଂଜେଇ ଚାଲାଣର ନୂଆ ଟ୍ରିକ୍‌ । ଖୁବ୍‌ ହୁସିଆର୍‌ରେ ନିଜ ଦେହରେ ଗଂଜେଇ ବାନ୍ଧି ଚାଲାଣ କରୁଥିଲେ ଗଂଜେଇ । ମାଡ଼ି ବସିଲା ରେଳବାଇ ପୋଲିସ । ଟିଟିଲାଗଡ଼ ରେଳ ଷ୍ଟେସନ ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ସମୟରେ ଜିଆର୍‌ପି ପୋଲିସ
Read More...

ବାନ୍ଧୁପଲା ଓ ବୁର୍ଡିପଡ଼ା ରାସ୍ତା ମଝିରେ ମନୀଷ ମାଝୀଙ୍କୁ ଅପହରଣ, ଲୁଟ ଏବଂ ହତ୍ୟା ଉଦ୍ୟମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ବୁର୍ଡିପଡ଼ା ଗ୍ରାମର ରାଜକୁମାର ମାଝୀଙ୍କ ପୁଅ ମନୀଷ ମାଝୀ ଟିଟିଲାଗଡ଼ର ପ୍ରସିଦ୍ଧ ସମ୍ବଲପୁରୀ ଦୋକାନ ଏସ୍‌ପିୟୁ କ୍ରିଏସନରେ କାର୍ଯ୍ୟ କରୁଛନ୍ତି । ପ୍ରତ୍ୟେକ ଦିନ ସକାଳ ୯ଟାରେ ଗାଆଁରୁ ବାହାରି ଦୋକାନକୁ କାମ କରିବାକୁ
Read More...

ମାଷ୍ଟର ମାଇଣ୍ଡ ଅଙ୍କୁର ଅଗ୍ରୱାଲଙ୍କ ନାଁରେ ଆଉ ଏକ ମାମଲା ରୁଜୁ : ମହିଳାଙ୍କ ନଗ୍ନ ଫଟୋ ଛାଡ଼ି ଦେବା ପାଇଁ କହି…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଗତ ୨୮ ତାରିଖ ରାତିରେ ଟିଟିଲାଗଡ଼ର ହୋଟେଲ ବ୍ୟବସାୟୀ ଶିବଦୟାଲ ଜୈନଙ୍କୁ ନମ୍ବର ପ୍ଲେଟ ବିହୀନ ବୋଲେରୋ ଗାଡ଼ିରେ ଧକ୍କା ମାରି ହତ୍ୟା ଉଦ୍ୟମ ଘଟଣାରେ ଟିଟିଲାଗଡ଼ର ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରିଥିଲା ପୋଲିସ । ସଂପୃକ୍ତ ମାମଲାରେ ବେଲ୍‌ ନାମଞ୍ଜୁର
Read More...

ଓମ୍ ଭ୍ୟାଲି ସ୍କୁଲର ପୂର୍ବତନ ଛାତ୍ରଙ୍କ ଆନ୍ତର୍ଜାତୀୟ ସ୍ତରରେ ଏବଂ ପ୍ରଶିକ୍ଷକଙ୍କ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରି…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସହରର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଓମ୍‌ ଭ୍ୟାଲି ସ୍କୁଲରେ ଶିକ୍ଷା ସହ ଖେଳକୁଦ ପ୍ରତି ରୁଚି ରଖୁଥିବା ଛାତ୍ରଛାତ୍ରୀଙ୍କୁ ବିଶେଷ ତାଲିମ ପ୍ରଦାନ କରାଯାଇଥାଏ । ଯାହାକି ଏଠାରୁ ପାଠ ପଢ଼ି ବାହାରକୁ ଗଲା ପରେ ବି ତାହା କାମରେ ଆସିଥାଏ । ଏହି ସ୍କୁଲର
Read More...

ଟିଟିଲାଗଡ଼ ପଦ୍ମନାଭପୁରରେ ୪୮ ତମ ଗଜଲକ୍ଷ୍ମୀ ପୂଜା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ଼ ସହରର ପଦ୍ମନାଭପୁର ଯାହାକି କଟକିଆ ପଡ଼ା ବୋଲି ଲୋକେ ଜାଣନ୍ତି, ସେଠାରେ ୪୮ତମ ଗଜଲକ୍ଷ୍ମୀ ପୂଜା ଆଜିଠାରୁ ଆରମ୍ଭ ହୋଇଯାଇଛି । ସକାଳୁ ପୂଜାର୍ଚ୍ଚନା ସରିବା ପରେ ସ୍ଥାନୀୟ ମହିଳାମାନେ ମା' ଲକ୍ଷ୍ମୀ ପୁରାଣ
Read More...