Browsing Tag

titilagarh news

ବିଧାୟକଙ୍କ ଇସ୍ତଫା ଦାବି କଲା ଟିଟିଲାଗଡ଼ ବିଜୁ ଜନତା ଦଳ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଧାୟକଙ୍କ ଇସ୍ତଫା ଦାବି କଲା ଟିଟିଲାଗଡ଼ ବିଜୁ ଜନତା ଦଳ । ଟିଟିଲାଗଡ଼ ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ଯେ, ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ତଥା ଟିଟିଲାଗଡ଼ ସହରରେ ଦିନକୁ ଦିନ ଅଶାନ୍ତିର ବାତାବରଣ ସୃଷ୍ଟି ହେଉଛି । ଆଇନ ଶୃଙ୍ଖଳା
Read More...

ବ୍ୟବସାୟୀ ଶିବଦୟାଲ ଜୈନଙ୍କୁ ବୋଲେରୋ ଧକ୍କା ମାରି ହତ୍ୟା ଉଦ୍ୟମ ଘଟଣାରେ ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟ…

ଟିଟଲାଗଡ, (ସଞ୍ଜୟ କୁମାର ନାୟକ) : ୨୮ ତାରିଖ ରାତି ୯ ଟା ୫୯ ମିନିଟ ସମୟରେ ସନ୍‌ଭ୍ୟୁ ହୋଟେଲରୁ ଶିବଦୟାଲ ଜୈନ ନିଜର ସ୍କୁଟି ଯୋଗ ଘରକୁ ଫେରୁଥିବା ସମୟରେ ଘର ପାଖ ବୁଲାଣିରେ ଗୋଟିଏ ଅଜଣା ବୋଲେରୋ ଧକ୍କା ଦେଇ ଫେରାର୍‌ ମାରିଥିଲା । ତେବେ ଘଟଣା କ'ଣ ବୋଲି ପ୍ରଥମେ ଆଚମ୍ବିତ ହୋଇ ଯାଇଥିଲେ
Read More...

ମାହେଶ୍ୱରୀ ଜି.ଏନ୍‌.ଏମ୍‌ ନର୍ସିଂ କଲେଜ ପକ୍ଷରୁ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼ : ଟିଟିଲାଗଡ଼ ସ୍ଥିତ ମାହେଶ୍ୱରୀ ଜି.ଏନ୍‌.ଏମ୍‌. ନର୍ସିଂ କଲେଜ ପରିସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଏକ ସଚେତନତା କାର୍ଯ୍ୟକ୍ରମ ମାହେଶ୍ୱରୀ ଜି.ଏନ୍‌.ଏମ୍‌ କଲେଜର ନିର୍ଦ୍ଦେଶକ ଇ. ପ୍ରଦୀପ୍ତ କୁମାର ମିଶ୍ରଙ୍କ
Read More...

କୁର୍ସୁଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଜନ୍ମଦିନ ଠାରୁ ଅକ୍ଟୋବର ମାସର ଦୁଇ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଟିଟିଲାଗଡ଼ ବ୍ଲକ
Read More...

ଓସିଏସ୍‌ ପାଇଲେ ଟିଟିଲାଗଡ଼ର ହେମରାଜ କୁମ୍ଭାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଇସ୍କୁଲ ପଡ଼ାରେ ରହୁଥିବା ମୁରିବାହାଲ ବ୍ଲକ କନ୍ଦାଖାଲ ଗ୍ରାମର ମାଗି କୁମ୍ଭାରଙ୍କ ପୁଅ ହେମରାଜ କୁମ୍ଭାର ଓସିଏସ୍‌ ପରୀକ୍ଷାରେ ୨୫୪ ର‍୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଖବର ପ୍ରଚାରିତ ହେବା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
Read More...

ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଓମେକ୍ସ ଷ୍ଟିଲ ଡିଭିଜନକୁ ଶିଳ୍ପ ଅଧ୍ୟୟନ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଓମ ଭ୍ୟାଲି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ପାଠ ସାଙ୍ଗକୁ ପ୍ରୟୋଗିକ ଶିକ୍ଷା ମଧ୍ୟ ପ୍ରଦାନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ନିକଟସ୍ଥ ତୁର୍ଲା ଗ୍ରାମରେ ଅବସ୍ଥିତ ଥିବା ପାଓମେକ୍ସ ଷ୍ଟିଲ
Read More...

ଟିଟିଲାଗଡ଼ରେ ଅଗ୍ରସେନ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଅଗ୍ରୱାଲ ସଭା ତରଫରୁ ସେପ୍ଟେମ୍ବର ୨୨ ଅର୍ଥାତ ସୋମବାର ଦିନ ସନ୍ଧ୍ୟାରେ ମହାରାଜା ଅଗ୍ରସେନଙ୍କ ଜୟନ୍ତୀ ପାଳନ ଅବସରରେ ମହାବୀର ପଞ୍ଚାୟତି ଧର୍ମଶାଳା ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁଣି ଥରେ ମହାବୀର ପଞ୍ଚାୟତି
Read More...

ଟିଟିଲାଗଡ଼ ହାଟପଦା ପଡ଼ାର ଭଡ଼ା ଘରୁ ଶିକ୍ଷକ ସିଦ୍ଧାନ୍ତ କୁମାର ସାହୁଙ୍କ ମୃତଦେହ ଉଦ୍ଧାର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ହାଟପଦା ପଡ଼ାର ଜଣଙ୍କ ଭଡ଼ା ଘରେ ରହୁଥିବା ସିଲଣ୍ଡା ଗ୍ରାମରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ସିଦ୍ଧାନ୍ତ କୁମାର ସାହୁଙ୍କ ମୃତ୍ୟୁ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ କିଭଳି ? କେଉଁ ପରିସ୍ଥିତିରେ ? କେଉଁ କାରଣରୁ ତାଙ୍କର
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ୧୪୦୪ ୟୁନିଟ ରକ୍ତ ସଂଗ୍ରହ କରିଥିବାରୁ ଟିଟଲାଗଡ ବିଧାୟକ ନବୀନ ଜୈନଙ୍କୁ…

ଟିଟିଲାଗଡ଼େ, (ସଞ୍ଜୟ କୁମାର ନାୟକ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଏକ ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲେ । ଏହି ମେଗା ରକ୍ତଦାନ ଶିବିର ଆୟୋଜନ କରି ରେକର୍ଡ ସଂଖ୍ୟକ ୧୪୦୪ ୟୁନିଟ ରକ୍ତ ସଂଗ୍ରହ କରିଥିବାରୁ ମୁଖ୍ୟମନ୍ତ୍ରୀ
Read More...

ମାହେଶ୍ୱରୀ ଆଇ.ଟି.ଆଇରେ ବିଶ୍ୱକର୍ମା ପୂଜା

ଟିଟିଲାଗଡ଼ : ଟିଟିଲାଗଡ଼ ବାନ୍ଦୁପଲା ସ୍ଥିତ ମାହେଶ୍ୱରୀ ଆଇ.ଟି.ଆଇରେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅନୁଷ୍ଠାନର ସମ୍ପାଦକ ଇଂ. ପ୍ରଦୀପ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ଦେବବ୍ରତ ଛତର ଓ ସହ ଧର୍ମିଣୀ
Read More...