Browsing Tag

titilagarh news

ଆନ୍ତଃରାଜ୍ୟ ସ୍ତରୀୟ ସି.ବି.ଏସ୍.ଇ ଫୁଟ୍‌ବଲ୍ କ୍ଲଷ୍ଟର ୨ ଖେଳ ପ୍ରତିଯୋଗିତାର ଚତୁର୍ଥ ଦିବସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ଟିଟିଲାଗଡ଼ ଚାରଭଟା ଓମ୍ ଭେଲି ଶିକ୍ଷାନୁଷ୍ଠାନ ରେ ସିବିଏସ୍‌ଇ କ୍ଲଷ୍ଟର -୨ ଆନ୍ତଃରାଜ୍ୟ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତାରେ ଖେଳାଳୀମାନେ ଅତ୍ୟନ୍ତ ଉତ୍ସାହ ଓ ଆତ୍ମବିଶ୍ୱାସର ସହିତ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ଏବଂ ବିଭିନ୍ନ ବର୍ଗର
Read More...

ସଫେଇ କର୍ମଚାରୀଙ୍କ ଟଙ୍କା ଦେବ ଠିକାଦାର ସୁରେନ୍ଦ୍ର ବାରିକ : ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କୁ ଧନ୍ୟବାଦ ଦେଲେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦର ସଫେଇ କର୍ମଚାରୀମାନଙ୍କ ଏକ ବର୍ଷର ଇପିଏଫ୍‌ ଟଙ୍କା ପୁରୁଣା ଠିକାଦାର ସୁରେନ୍ଦ୍ର ବାରିକ ଦେଇ ନ ଥିବାରୁ ସଫେଇ କର୍ମଚାରୀ କାର୍ଯ୍ୟ ବନ୍ଦ ଡାକରା ଦେଇଥିଲେ । ପୌର ପରିଷଦର ନିର୍ବାହୀ ଅଧିକାରୀ ଚନ୍ଦନ କୁମାର ଶତପଥୀ ପହଞ୍ଚି
Read More...

ଆନ୍ତଃରାଜ୍ୟ ସ୍ତରୀୟ ସି.ବି.ଏସ୍.ଇ ଫୁଟ୍‌ବଲ୍ କ୍ଲଷ୍ଟର : ୨ଖେଳ ପ୍ରତିଯୋଗିତାର ତୃତୀୟ ଦିବସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଚାରଭଟା ଓମ୍ ଭେଲି ଶିକ୍ଷାନୁଷ୍ଠାନରେ ସିବିଏସଇ କ୍ଲଷ୍ଟର ଦ୍ୱିତୀୟ ଆନ୍ତଃରାଜ୍ୟ ସ୍ତରୀୟ ଫୁଟବଲ୍ କ୍ରୀଡ଼ା ପ୍ରତିଯୋଗିତାରର ତୃତୀୟ ଦିବସରେ ଅତ୍ୟନ୍ତ ଉତ୍ସାହର ସହିତ ପ୍ରାୟ ବିଭିନ୍ନ ବର୍ଗର ୨୪ଟି ଦଳ ଖେଳ ଖେଳିଥିଲେ ।୧.ୱାଇଡନର ମେମୋରିଆଲ୍
Read More...

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ରବିବାର ସନ୍ଧ୍ୟାରେ ଏକ୍‌ ସାମ୍‌ ଦେଶ୍‌ କେ ନାମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅତି ସୁନ୍ଦର ଭାବରେ ପାଳିତ ହୋଇଯାଇଛି ଟିଟିଲାଗଡ଼ ଲାୟଂସ୍ କ୍ଲବ୍ ଦ୍ଵାରା ଆୟୋଜିତ ଏକ୍‌ ସାମ୍‌ ଦେଶ୍‌ କେ ନାମ୍‌ କାର୍ଯ୍ୟକ୍ରମ । ପ୍ରଥମେ ଲାୟନ୍ସ କ୍ଲବର ଡିଜି ଟିମ, କ୍ଲବ ସଭାପତି ସଞ୍ଜୟ ସୋନି ଓ କ୍ୟାବିନେଟ ସଦସ୍ୟଙ୍କ ଦ୍ୱାରା ଗଣେଶଙ୍କ
Read More...

ଇପିଏଫ୍‌ ଟଙ୍କା ଦାବିରେ ଟିଟିଲାଗଡ଼ ପୌର ପରିଷଦର ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଡାକରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପୌର ପରିଷଦର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିବା ସହ ଦେଇଛନ୍ତି କାର୍ଯ୍ୟ ବନ୍ଦ ଡାକରା । ସେମାନଙ୍କ କହିବାନୁଯାୟୀ ସେମାନଙ୍କ ଇପିଏଫ୍ ଟଙ୍କା କଟୁଛି, କିନ୍ତୁ ସେମାନଙ୍କ ଆକାଉଣ୍ଟରେ ତାହା ଜମା ହେଉନାହିିଁ । ଏଭଳି ଦୁର୍ନୀତି କରିବା ସତ୍ତ୍ୱେ କିପରି
Read More...

ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ସିବିଏସଇ ପ୍ରଶିକ୍ଷଣ ଶିବିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପିପଲପଦର ସ୍ଥିତ ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ସି ବି ଏସ ଇ ଦ୍ଵାରା ଏକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ଆରମ୍ଭ ହୋଇଯାଇଛି । ଏଥିରେ ପ୍ରଶିକ୍ଷକ ଭାବରେ ଭବାନୀପାଟଣା ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର
Read More...

ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଠ ବର୍ଷର ପୁଅ ମୃତ : କିଛି ସମୟ ପାଇଁ ଉତ୍ତେଜନା ପରେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ମୁରିବାହାଲ ବ୍ଲକ ଅନ୍ତର୍ଗତ ମାଳିଶିରା ଗ୍ରାମ ପଞ୍ଚାୟତର ଚିକିନିବାହାଲି ଗାଁର ହଳଧର ବସ୍ତିଆଙ୍କ ଆଠବର୍ଷର ପୁଅଙ୍କ ମୃତ୍ୟୁ ପରେ ଶୁକ୍ରବାର ଅପରାହ୍ନରେ ମାତୃ ଶିଶୁ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ପୋଲିସ ଓ ଏସ୍‌ଡିଏମ୍‌ଓ ଆସି ଲୋକଙ୍କ ସହ
Read More...

ଟିଟିଲାଗଡ଼ ଲାୟନ୍ସ କ୍ଲବ ଏସ୍‌ସିଡି ଭିନ୍ନକ୍ଷମ ସେଣ୍ଟରର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସହ ପାଳିଲେ ସ୍ୱାଧୀନତା ଦିବସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଚଳିତ ବର୍ଷ ମଧ୍ୟ ସ୍ଵାଧୀନତା ଦିବସ ଅତି ସୁନ୍ଦର ଭାବରେ ପାଳନ କରାଯାଇଛି । ପ୍ରଥମେ ଦେଶିଲ ସ୍ଥିତ ଓଲ୍ଡ ଏଜ ହୋମ ଠାରେ କ୍ଲବ ସଭାପତି ସଞ୍ଜୟ ସୋନି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ତା'ପରେ ଉପସ୍ଥିତ ସଦସ୍ୟମାନେ
Read More...

ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ସମାରୋହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦେଶ ଆଜି ୭୯ତମ ସ୍ୱାଧିନତା ଦିବସ ପାଳନ କରୁଛି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ଉପଖଣ୍ଡ ପ୍ରଶାସନ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟିଟିଲାଗଡ଼ ତରଫରୁ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ସ୍ୱାଧିନତା ଦିବସ ଅନୁଷ୍ଠିତ ହୋଇଯାଇଛି । ସକାଳ
Read More...

ଟିଟିଲାଗଡ଼ରେ ଉପଖଣ୍ଡ ରାଜସ୍ୱ ଅମଲା ସଂଘରକାର୍ଯ୍ୟ ବନ୍ଦ ଡାକରା ଦ୍ୱିତୀୟ ଦିନରେ : ଯୋଗଦେଲେ ଜିଲ୍ଲା ସ୍ତରୀୟ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ବ୍ୟାପି କାର୍ଯ୍ୟ ବନ୍ଦ ଡାକରା ଦ୍ୱିତୀୟ ଦିନରେ ପହଞ୍ଚିଛି । ମଙ୍ଗଳବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦ୍ୱିତୀୟ ଦିନରେ ପୁଣି ଥରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ସହ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ
Read More...