Browsing Tag

titilagarh news

ତୃତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଘଣ୍ଟବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଦଭର୍ବାଦଳ ଝାଙ୍କରଙ୍କ ସଭାପତିତ୍ୱରେ ତୃତୀୟ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ତଥା ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି
Read More...

ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କଲେ ସାଂସଦ ନିରଞ୍ଜନ ବିଶି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରରେ ଅନେକ ପ୍ରତିଷ୍ଠିତ ଘରୋଇ ବିଦ୍ୟାଳୟ ରହିଥିବା ବେଳେ ବର୍ତ୍ତମାନ ଚର୍ଚ୍ଚାର ପରିଧିକୁ ଆସିଛି ଗ୍ରାମାଞ୍ଚଳରେ ଥିବା ସିଦ୍ଧିବିନାୟକ ମନ୍ଦିର । ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଅଧ୍ୟୟନ କରିଥିବା ମୁରିବାହାଲ ବ୍ଲକର ଚଲକି
Read More...

ଟିଟିଲାଗଡ଼ରେ ଝୁଲିପଡ଼ିଲେ ଝାଲ ମୁଢ଼ି ବିକାଳି, ସାଇଣ୍ଟିଫିକ ଟିମ୍‌ ସହ ପୋଲିସର ତନାଘନା ତଦନ୍ତ ଜାରି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସକାଳୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଟିଟିଲାଗଡ଼ ଥାନା ପାଖ ଫୁଟ ଓଭର ବ୍ରିଜ ସିଡ଼ି ନିକଟରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବାପରେ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ ପହଞ୍ଚି ମୃତବ୍ୟକ୍ତିଙ୍କ ଆବଶ୍ୟକ ନମୂନା ସଂଗ୍ରହ
Read More...

ଟିଟିଲାଗଡ଼ର ବିଶିଷ୍ଟ ବ୍ୟବସାୟୀ ତଥା ରାମ ବିଳାସ ଏଣ୍ଡ ସନସର ପ୍ରତିଷ୍ଠାତା ରାମ ବିଳାସ ଗୋଏଲଙ୍କ ନିଧନ : ଅଞ୍ଚଳରେ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଶୁକ୍ରବାର ଅପରାହ୍ନ ଦିନ ଅପରାହ୍ନ ୧୨ ଟା ୧୫ ମିନିଟ ସମୟରେ ଟିଟିଲାଗଡ଼ର ବିଶିଷ୍ଟ ବ୍ୟବସାୟୀ ରାମ ବିଳାସ ଗୋଏଲଙ୍କ ନିଧନ ହୋଇଯାଇଛି । ପଶ୍ଚିମ ଓଡ଼ିଶାର ଅଗ୍ରଣୀ ରେଳବାଇ ଠିକା ସଂସ୍ଥା ଭାବେ ଖ୍ୟାତି ଅର୍ଜନ କରିଥିବା ଏହି କମ୍ପାନୀର ମୂରବୀ ରାମ ବିଳାସ
Read More...

ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ ଉପଲକ୍ଷେ ଟିଟିଲାଗଡ଼ ମୁସଲିମ ଜମାତ ପକ୍ଷରୁ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ହେଉଛି ମୁସଲିମ ସମ୍ପ୍ରଦାୟର ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ୧୫ଶହତମ ଜନ୍ମ ଜୟନ୍ତୀ । ଏହି ଜୟନ୍ତୀଙ୍କୁ ପାଳନ କରିବା ପାଇଁ ସକାଳୁ ସମସ୍ତ ମୁସଲିମ ସମ୍ପ୍ରଦାୟର ଭାଇମାନେ ପ୍ରଥମେ ମସଜିଦକୁ ଆସି ନମାଜ ପାଠ କରିଥିଲେ । ତାପରେ ସେଠାରୁ ଏକ ବିରାଟ
Read More...

କେବଳ ଆଦିବାସୀ ଲୋକକୁ ମୁଖ୍ୟମନ୍ତ୍ରୀ ଗାଦିରେ ବସେଇ ଦେଲେ ହେବନି, ଆଦିବାସୀଙ୍କ ବିକାଶ ଜରୁରି : ନିରଞ୍ଜନ ବିଶି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଜେପି ନେତୃତ୍ଵାଧୀନ ସରକାରଙ୍କ ଆଦିବାସୀ ମାରଣ ନୀତି, ଦମନ ନୀତି, ଆଦିବାସୀ ବିରୋଧୀ ନୀତି, ମୁଖ୍ୟତଃ ଏସ୍‌ଟି ଏସ୍‌ସି ବିରୋଧୀ ନୀତି ଯୋଗୁଁ ଏସ୍‌ସି ଏସ୍‌ଟି ଛାତ୍ରଛାତ୍ରୀମାନେ ଅନ୍ୱେଷା ଯୋଜନାରେ ପାଉଥିବା ଶିକ୍ଷାର ଲାଭ ଉଠାଇ ପାରୁନାହାଁନ୍ତି ବୋଲି
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗାଈ ବଳଦ ମୃତ୍ୟୁ ମାମଲା : ସାତ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପବିତ୍ର ବେହେରା ଏଡିଏମ୍‌ ବଲାଙ୍ଗିର, ତରଣୀ ସୁନା ପିଡି ବଲାଙ୍ଗିର, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ
Read More...

ଶ୍ରୀ ସତ୍ୟ ସାଇ ସେବା ସମିତି ତରଫରୁ ନିଶୁଳ୍କ ସିକଲିନ ଓ ଥାଲାସେମିଆ ସଚେତନତା ଓ ଡାକ୍ତର ପରାମର୍ଶ ଶିବିର

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ନୀଳଚକ୍ର ନଗର ସ୍ଥିତ ସତ୍ୟ ସାଇ ମନ୍ଦିର ଠାରେ ରବିବାର ଦିନ ସକାଳ ୧୦ ଟାରୁ ମଧ୍ୟାହ୍ନ ୨.୩୦ ପର୍ଯ୍ୟନ୍ତ ଏକ ନିଶୁଳ୍କ ସିକ ଲିନ ଓ ଥାଲାସେମିଆ ସଚେତନତା ଓ ଡାକ୍ତର ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭୁବନେଶ୍ୱର
Read More...

ବୁସାନିଆ ପରିବାର ତରଫରୁ ସ୍ଥାନୀୟ ଡିଏନ ରିସର୍ଟ ଠାରେ ଶ୍ରୀମଦ୍ ଭଗବତ କଥା ଜ୍ଞାନଯଜ୍ଞ ଉଦ୍‌ଯାପିତ

ଶେଷ ଦିନରେ ଭଗବତ ଶୁଣିବାକୁ ଆସିଲେ ଟିଟିଲାଗଡ଼ ଓ ଧର୍ମଗଡ ବିଧାୟକ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଡିଏନ୍‌ ରିସର୍ଟ ଠାରେ ସାତ ଦିନ ବ୍ୟାପି ଭଗବତ କଥା ଜ୍ଞାନ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । କଥାମୃତ ପରିବେଷଣ କରିବାକୁ ଶ୍ରୀଧାମ ବୃନ୍ଦାବନରୁ ଶ୍ରୀ ସଞ୍ଜୀବ କୃଷ୍ଣ
Read More...

ଟିଟିଲାଗଡ଼ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜି ସକାଳୁ ଟିଟିଲାଗଡ ରେଳ ଷ୍ଟେସନରେ ଓହ୍ଲାଇ କଳାହାଣ୍ଡି ଜିଲ୍ଲା ଗସ୍ତ ପାଇଁ ଯାଇଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ତେବେ ଟ୍ରେନରୁ ଓହ୍ଲାଇବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରି ପାଛୋଟି ଆଣିଥିଲେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପୌର
Read More...